ଗରମ ଦିନ ନିଜ ସହ ବହୁତ ପ୍ରକାର ରୋଗ ମଧ୍ୟ ଆଣି ଥାନ୍ତି, ଲିଚି ଖାଇବାରେ ସ୍ଵାଦିଷ୍ଟ ହୋଇଥାଏ ଏବଂ ଏହା ସହ ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ମଧ୍ୟ ହୋଇଥାଏ । ଲିଚି ରେ ଭରପୁର ମାତ୍ରା ରେ କାର୍ବୋହାଇଡ୍ରେଟ, ବିଟାମିନ ସି, ବିଟାମିନ ଏ, ବି କାମ୍ପଲେକ୍ସ ପୋଟେସିୟମ, କେଲସିୟମ, ମେଗ୍ନେସିୟମ, ଫାସ୍ଫୋରସ, ଆଇରନ ଓ ମିନିରଲ୍ସ ଭଳି ପୋଷାକ ତତ୍ଵ ହୋଇଥାଏ, ଯାହା ଶରୀରକୁ ସ୍ଵସ୍ଥ ରଖିବାରେ ସାହାଜୟକ ହୋଇଥାଏ । ଲିଚି ରେ ଭରପୁର ମାତ୍ରା ରେ ବିଟାକେରୋଟିନ, ରାଈବୋଫ୍ଲେବିନ, ନିୟାସିଁ ଭଳି ତତ୍ଵ ଥାଏ ଯାହା ଶରୀର ଇମ୍ୟୁନିଟି ପାବର ଷ୍ଟ୍ରଙ୍ଗ କରିଥାଏ ।
– ଲିଚିରେ ଭରପୁର ମାତ୍ରାରେ ଫାଇବାର ହୋଇଥାଏ ଯାହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ, ସକାଳ ସମୟରେ ଲିଚି ଖାଇଲେ ଭୋକ ମଧ୍ୟ କଣ୍ଟ୍ରୋଲରେ ଥାଏ, ଯାହା ଦ୍ଵାରା ଆପଣଙ୍କ ପେଟ ପୁରା ଦିନ ଭର୍ତି ହୋଇକି ରହିଥାଏ ।
– ଲିଚି ଏକ ପୋଶତିକ ତରଲ ଆହାର ଅଟେ, ଗରମ ଦିନରେ ଲିଚି ସେବନ ଆମ ଶରୀରରେ ପାଣି ମାତ୍ରା ସଠିକ ରଖିବାରେ ସାହାଜ୍ଯ କରିଥାଏ ।
– ଲିଚି ରେ ଭରପୁର ମାତ୍ରା ରେ କେଲସିୟମ, ଫାସ୍ଫୋରସ ଏବଂ ମେଗ୍ନେସିୟମ ଥାଏ, ଲିଚି ସେବନ କଲେ ହାଡ ରୋଗ ହୋଇ ନଥାଏ ଓ ହାଡ ମଜବୁତ ହୋଇଥାଏ ।
– ଗୋଟେ ରିସର୍ଚରେ ଏହି କଥା ସାମ୍ନାକୁ ଆସିଛି ଯେ ଲିଚିରେ କ୍ୟାନ୍ସର ଠାରୁ ଲଢିବା ପାଇଁ ମଧ୍ୟ ଗୁଣ ଥାଏ, ନିୟମିତ ରୂପରେ ଲିଚି ସେବନ କଲେ ଶରୀରରେ କ୍ୟାନ୍ସର କୋଷିକା ବଢି ନଥାଏ । ଲିଚି ଗରମ ଦିନରେ ମିଳିଥାଏ ଏହା ବହୁତ ସୁନ୍ଦର ଫଳ ଅଟେ ଯାହା ଛୁଆଙ୍କୁ ବହୁତ ପସନ୍ଦ ଥାଏ, ଏହାର ସେବନ ଛୁଆ ଓ ବଡ ଦୁହିଙ୍କ ପାଇଁ ଲାଭକାରୀ ଅଟେ ।
ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।