ଲିଚି ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି ସବୁ କଥା, ହେବ ଅନେକ ଫାଇଦା

ଗରମ ଦିନ ନିଜ ସହ ବହୁତ ପ୍ରକାର ରୋଗ ମଧ୍ୟ ଆଣି ଥାନ୍ତି, ଲିଚି ଖାଇବାରେ ସ୍ଵାଦିଷ୍ଟ ହୋଇଥାଏ ଏବଂ ଏହା ସହ ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ମଧ୍ୟ ହୋଇଥାଏ । ଲିଚି ରେ ଭରପୁର ମାତ୍ରା ରେ କାର୍ବୋହାଇଡ୍ରେଟ, ବିଟାମିନ ସି, ବିଟାମିନ ଏ, ବି କାମ୍ପଲେକ୍ସ ପୋଟେସିୟମ, କେଲସିୟମ, ମେଗ୍ନେସିୟମ, ଫାସ୍ଫୋରସ, ଆଇରନ ଓ ମିନିରଲ୍ସ ଭଳି ପୋଷାକ ତତ୍ଵ ହୋଇଥାଏ, ଯାହା ଶରୀରକୁ ସ୍ଵସ୍ଥ ରଖିବାରେ ସାହାଜୟକ ହୋଇଥାଏ । ଲିଚି ରେ ଭରପୁର ମାତ୍ରା ରେ ବିଟାକେରୋଟିନ, ରାଈବୋଫ୍ଲେବିନ, ନିୟାସିଁ ଭଳି ତତ୍ଵ ଥାଏ ଯାହା ଶରୀର ଇମ୍ୟୁନିଟି ପାବର ଷ୍ଟ୍ରଙ୍ଗ କରିଥାଏ ।

Image Courtesy: Google

– ଲିଚିରେ ଭରପୁର ମାତ୍ରାରେ ଫାଇବାର ହୋଇଥାଏ ଯାହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ, ସକାଳ ସମୟରେ ଲିଚି ଖାଇଲେ ଭୋକ ମଧ୍ୟ କଣ୍ଟ୍ରୋଲରେ ଥାଏ, ଯାହା ଦ୍ଵାରା ଆପଣଙ୍କ ପେଟ ପୁରା ଦିନ ଭର୍ତି ହୋଇକି ରହିଥାଏ ।

– ଲିଚି ଏକ ପୋଶତିକ ତରଲ ଆହାର ଅଟେ, ଗରମ ଦିନରେ ଲିଚି ସେବନ ଆମ ଶରୀରରେ ପାଣି ମାତ୍ରା ସଠିକ ରଖିବାରେ ସାହାଜ୍ଯ କରିଥାଏ ।

Image Courtesy: Google

– ଲିଚି ରେ ଭରପୁର ମାତ୍ରା ରେ କେଲସିୟମ, ଫାସ୍ଫୋରସ ଏବଂ ମେଗ୍ନେସିୟମ ଥାଏ, ଲିଚି ସେବନ କଲେ ହାଡ ରୋଗ ହୋଇ ନଥାଏ ଓ ହାଡ ମଜବୁତ ହୋଇଥାଏ ।

– ଗୋଟେ ରିସର୍ଚରେ ଏହି କଥା ସାମ୍ନାକୁ ଆସିଛି ଯେ ଲିଚିରେ କ୍ୟାନ୍ସର ଠାରୁ ଲଢିବା ପାଇଁ ମଧ୍ୟ ଗୁଣ ଥାଏ, ନିୟମିତ ରୂପରେ ଲିଚି ସେବନ କଲେ ଶରୀରରେ କ୍ୟାନ୍ସର କୋଷିକା ବଢି ନଥାଏ । ଲିଚି ଗରମ ଦିନରେ ମିଳିଥାଏ ଏହା ବହୁତ ସୁନ୍ଦର ଫଳ ଅଟେ ଯାହା ଛୁଆଙ୍କୁ ବହୁତ ପସନ୍ଦ ଥାଏ, ଏହାର ସେବନ ଛୁଆ ଓ ବଡ ଦୁହିଙ୍କ ପାଇଁ ଲାଭକାରୀ ଅଟେ ।

Image Courtesy: Google

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *