ଦେହ ବ୍ୟାପାର ବର୍ବାଦ କରିଦେଲା ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର କ୍ୟାରିୟର, List ରେ ଅଛନ୍ତି ଏହି ସବୁ ଫେମସ Actress

ବଲିଉଡରେ ନାଁ କମାଇବାକୁ ସମସ୍ତେ ଇଚ୍ଛା କରିଥାନ୍ତି । ରାତାରାତି ସୁପର ଷ୍ଟାର ହେବାକୁ ସମସ୍ତେ ଚାହିଥାନ୍ତି । ତେବେ କିଛି କ୍ଷେତ୍ରରେ ଏମିତି କେତେ ଜଣ ଅଛନ୍ତି ଯେଉଁ ମାନେ ଲୋକଲୋଚନକୁ ଆସି ମଧ୍ୟ ନିଜ କ୍ଯାରିୟର ନିଜେ ସେ-କ୍ସ ରି-ୟା-କେ-ଟ ରେ ଲିପ୍ତ ରହି ଧୂଳିସାତ କରି ଦିଅନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ୫ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏହି କାମ କରି ନିଜର କ୍ଯାରିୟର ବରବାତ କରି ଦେଇଛନ୍ତି । ମୁମ୍ବାଇକୁ ମାୟା ନଗରି କୁହା ଯିବାର କାରଣ ହେଉଛି ଅନେକ ଯୁବ ସମାଜ ଷ୍ଟାର ହେବା ପାଇଁ ଏଠାକୁ ଆସିଥାନ୍ତି । କିପରି ସଲମାନ ଖାନ ଓ ସାରୁଖାନ ଖାନ ଭଳି ଷ୍ଟାର ହେବେ ସେ ଚିନ୍ତାଧାରା ସବୁ ଯୁବ ପିଢୀ ମଧ୍ୟରେ ରହିଥାଏ । ଆଉ କିଛି କ୍ଷେତ୍ରରେ ଝିଅ ମାନେ ମଧ୍ୟ ଦୀପିକା ପାଦୁକନ ଓ କ୍ଯାଟ୍ରିନା କେଫ ଭଳି ହିଟ ଅଭିନେତ୍ରୀ ହେବା ପାଇଁ ଚେଷ୍ଟା କରିଥାନ୍ତି ।

ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜର ମେହନତ ଦ୍ଵାରା ବଲିଉଡରେ ରାଜ କରିଥାନ୍ତି । କିନ୍ତୁ ଅନ୍ୟ କ୍ଷେତ୍ରରେ କଳକାର ମାନେ ଯେତେ ପରିଶ୍ରମ କରିଲେ ମଧ୍ୟ ବଲିଉଡରେ ଜାଗା ପାଇ ପାରନ୍ତି ନାହି । ୧- “ଶ୍ଵେତା ବାସୁ ପ୍ରସାଦ” : ଅଭିନେତ୍ରୀ ଶ୍ଵେତା ଶିଶୁ କଳାକାର ଭାବେ “ମକଡି” ଫିଲ୍ମରେ ଅଭିନୟ କରିଥିଲେ । ଏହା ଛଡା ବଲିଉଡରେ ମଧ୍ୟ ସେ ଅନେକ ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ୨୦୧୪ରେ ବନଯାରା ହିଲ୍ସ ଆପାର୍ଟମେଣ୍ଟରେ କ-ଳା କା-ର-ନା-ମା କରୁଥିବାର ଧରା ପଡିବା ପରେ ତାଙ୍କର କ୍ଯାରିୟର ବରବାତ ହୋଇ ଯାଇଥିଲା ।

୨- “ସେର୍ଲିନ ଚୋପଡା” : ଅଭିନେତ୍ରୀ ସେର୍ଲିନ ଚୋପଡା ନିଜର ହଟନେସ ଓ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ କ-ଳା କା-ର-ନା-ମା କରୁଥିବାର ନିଜେ ମିଡିଆ ଆଗରେ କହିଥିବାରୁ ତାଙ୍କର କ୍ଯାରିୟର ଧୂଳିସାତ ହୋଇ ଯାଇଥିଲା ।

୩- “ମିଷ୍ଟି ମୁଖାର୍ଜୀ” : ୨୦୧୨ରେ ଫିଲ୍ମ “ଲାଇଫ ତୋ ଲଗ ଗଇ” ରେ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ଅଭିନୟ କରିଥିଲେ । ୨୦୧୪ରେ ତାଙ୍କ ଘରେ ରେଡ କରା ଯାଇଥିଲା । ସେହି ସମୟରେ ସେ ଅନେକ ପୁରୁଷଙ୍କ ସହ ଧରା ପଡିବା ସହ ତାଙ୍କ ଘରକୁ ବ୍ଲୁ ଫିଲ୍ମର କ୍ୟାସେଟ ଜବତ ହୋଇଥିଲା । ଏହା ପରେ ତାଙ୍କ କ୍ଯାରିୟର ବରବାତ ହୋଇ ଯାଇଥିଲା ।

୪- “ସାଇରା ବାନୋ” : ୨୦୧୦ ଅଗଷ୍ଟ ୨୩ରେ ହାଇଦ୍ରାବାଦର ଗୋଟେ ବଡ ସେ-କ୍ସ ରି-ୟା-କେ-ଟ-ରେ ଅଭିନେତ୍ରୀ ସାଇରା ବାନୋ ଧରା ପଡିଥିଲେ । ଏହା ପରେ ତାଙ୍କର କ୍ଯାରିୟର ବରବାତ ହୋଇ ଯାଇଥିଲା ।

୫- “ଏସ ଅଂଶାରି” : ଅଭିନେତ୍ରୀ ଏସ ଅଂଶାରି “ଚାଲତେ ଚାଲତେ” ଓ “ଓମ ଶାନ୍ତି ଓମ” ଫିଲ୍ମରେ ନଜର ଆସିଥିଲେ । ଜ୍ୟୋତପୁରର ରାଏକାବାଦ ପାଖରେ ୨୦୧୩ ନଭେମ୍ବର ୫ରେ ଦେ-ହ ବ୍ୟା-ପା-ର କରୁଥିବା ମା-ମ-ଲା-ରେ ପୋଲିସ ଦ୍ଵାରା ଗି-ର-ଫ ହୋଇଥିଲେ । ଏହା ପରେ ତାଙ୍କର କ୍ଯାରିୟର ଧୂଳିସାତ ହୋଇ ଯାଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *