ସମସ୍ତ ଦୁଃଖ ଦୂର କରିପାରେ ଲୁଣର ଏହି ୫ଟି ଉପାୟ, ପରୀକ୍ଷା କରି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ନିଜର ସମସ୍ତ ସମସ୍ଯା ଦୂର କରି ପାରିବେ ଲୁଣର ଏହି ଉପାୟ କରି । ଜୀବନରେ ବହୁତ ଦୁଃଖ ଓ କଷ୍ଟ ଆସିଥାଏ, ତେବେ ଏଥିରୁ ମୁକ୍ତି ପାଇଁ ଆମେ ଯଦି କିଛି କରିବା ତେବେ ଆମେ ଏହି ଦୁଃଖ କଷ୍ଟ ରୁ ମୁକ୍ତି ପାଇ ପାରିବା । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ବିଷୟରେ କହିବୁ ଜହ ଅକରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୂର ଓଇ ଘରେ ସୁଖ ଶାନ୍ତି ର ବାତାବରଣ ଦେଖା ଦେବ ।  ଗୃହରେ କଳହ ହେଉ ବା ପଇସାର ଅଭାବ ଲୁଣର ଏହି ଉପାୟ ଆପଣଙ୍କର ସବୁ ସମସ୍ୟାକୁ ଦୂର କରିପାରେ। ଆସନ୍ତୁ ଜାଣିବା ଆପଣଙ୍କର ସବୁ ଦୁଃଖ ଦୂରକରି ପାରିବା ସେହି ଲୁଣର ୫ଟି ଅଚୁକ ଉପାୟ ବିଷୟରେ।

ଗୃହ କଳହ-

ଯଦି ଆପଣଙ୍କର ନିଜ ଜୀବନସାଥିଙ୍କ ସହ କୌଣସି ନା କୌଣସି କଥାକୁ ନେଇ ଝଗଡା ଲାଗୁଛି ତେବେ ଲୁଣର ଏହି ଉପାୟ ଆପଣଙ୍କର ଏହି କଷ୍ଟକୁ ଦୂର କରିପାରିବ। ଏହା ପାଇଁ କିଛି ସୈଦ୍ଧବ ଲୁଣ ନିଜ ଶୋଇବା ଘରେ ଏକ କୋଣରେ ରଖିଦିଅନ୍ତୁ। ଏହାକୁ ମାସେପରେ ବଦଳି କିଛି ନୂଆ ଲୁଣ ରଖନ୍ତୁ। ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୁଏ ନାହିଁ।

ଶତ୍ରୁ ଘରର ଲୁଣ

ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତିରେ ରହିବାକୁ ଚାହୁଁଛନ୍ତି ତେବେ କେବେବୀ ଆପଣ ନିଜ ଶତୃ ବା ଅଧମ ପୁରୁଷର ଗୃହର ଲୁଣ ଖାଇବେ ନାହିଁ।

ଧନର ଅଭାବ ରହିବ ନାହିଁ

ଘରେ ଧନର ଅଭାବ ନ ଦେଖାଯିବା ପାଇଁ ଗୋଟେ କାଚ ଗ୍ଲାସରେ ପାଣି ନେଇ ସେଥିରେ ଲୁଣ ମିଶାଇ ଘରେ ନୈରୁତ କୋଣରେ ରଖିଦିଅନ୍ତୁ ଓ ପଛରେ ନାଲି ରଙ୍ଗର ଗୋଟେ ବଲ୍ବ ଲଗାଇଦିଅନ୍ତୁ। ସମୟେ ସମୟେ ପାଣି ଓ ଲୁଣ ବଦଳାନ୍ତୁ।

ରୋଗରୁ ମୁକ୍ତି ପାଇଁ

ଯଦି ଆପଣଙ୍କ ଜଣାଶୁଣାରେ କେହି ବହୁତ ଦିନ ଧରି ରୋଗାଗ୍ରସ୍ତ ଅଟନ୍ତି ତେବେ ତାହାର ତକିଆ ତଳେ କାଚ ବାସନରେ ଲୁଣ ରଖିଦିଅନ୍ତୁ। ଗୋଟେ ସପ୍ତାହ ପରେ ସେହି ଲୁଣକୁ କାଢି ନୂଆ ଲୁଣ ପୁରାନ୍ତୁ। ଧୀରେ ଧୀରେ ସେହି ବ୍ୟକ୍ତି ଭଲ ହବାକୁ ଲାଗିବେ।

ବାସ୍ତୁଦୋଷ

ଗୃହରୁ ବାସ୍ତୁଦୋଷର ପ୍ରଭାବ କମ କରିବା ପାଇଁ ଗୋଟେ କାଚ ଗିନାରେ ବଡ ଲୁଣ ଭରି ତାକୁ ବାଥ୍ ରୁମ ରେ ରଖି ଦିଅନ୍ତୁ। ସବୁ ମାସରେ ଏହି ଲୁଣକୁ ବଦଳାଉଥିବେ। ଏହା ବ୍ୟତୀତ ଗୁରୁବାରକୁ ଛାଡି ବାକି ସବୁଦିନ ଘରକୁ ଲୁଣ ପାଣିରେ ପୋଛନ୍ତୁ।

ଶନିଙ୍କ ଦୁଷ୍ପ୍ରଭାବକୁ କମ କରିବା ପାଇଁ

ଯଦି ଖାଇବା ସମୟରେ ଆପଣଙ୍କୁ ଖାଦ୍ୟରେ ଲୁଣ ବା ରାଗ କମ ଲାଗୁଛି ତେବେ ସେଥିରେ ଲୁଣ ନ ପକାଇ କଳା ଲୁଣ ବା ଗୋଲମରୀଚର ପ୍ରୟୋଗ କରନ୍ତୁ। ଏହା କରିବା ଦ୍ଵାରା ଶନି, ଚନ୍ଦ୍ର ଓ ମଙ୍ଗଳଙ୍କର କୁଦୃଷ୍ଟି ରହିବ ନାହିଁ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *