ଅପାର ଧନ ପ୍ରାପ୍ତିର ୧୩ଟି ମହା ଉପାୟ- ଯଦି ଧନୀ ହେବାକୁ ଚହୁଁଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ କରିକି ଦେଖନ୍ତୁ

ଧନର ଆବଶ୍ୟକ ସମସ୍ତଙ୍କର ଅଛି । ସମସ୍ତଙ୍କର ବହୁତ ଟଙ୍କା ଦରକାର ଥାଏ । ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ କର୍ମ ସହ ଭଲ ଭାଗ୍ଯର ମଧ୍ୟ ଆବଶ୍ୟକ ରହିଛି । ଇଶ୍ଵର ଭକ୍ତି ଓ ଭଲ କର୍ମ ଦ୍ଵାରା ଆପଣ ଯଥା ସମ୍ଭବ ଧନ ସମ୍ପତ୍ତିର ମାଲିକ ହୋଇପାରିବେ । କିନ୍ତୁ ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ନ ଦିଏ ତେବେ ଆପଣ କେବେବ୍ବି ଧନୀ ହୋଇପାରିବେ ନାହିଁ । ତେବେ ସେହିଭଳି କିଛି ଲୋକଙ୍କ ପାଇଁ ଆଜି ଆମେ ଆପଣଙ୍କୁ କହିବୁ କିଛି ଉପାୟ ଯାହା କରିବା ଦ୍ଵାରା ଆପଣଙ୍କର ଧନ ବଢାଇବାରେ ସାହାଜ୍ଯ କରିବ । ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଆପଣଙ୍କ ଆର୍ଥିକ ପରିସ୍ଥିକୁ ସ୍ଵଚ୍ଛଳ କରିବାରେ ସାହାଜ୍ଯ କରିବ ।

ଆସନ୍ତୁ ଜାଣିବା ଏପରି କିଛି ସିଦ୍ଧ ଉପାୟ ଯାହା ଆପଣଙ୍କୁ ଧନୀ କରିପାରେ-

୧। ବୁଦ୍ଧିର ଦେବତା ଭଗବାନ ଗଣେଶଙ୍କୁ ବୁଧବାର ଦିନ ପାଞ୍ଚଟି ଲଡୁ ଭୋଗ ଲଗାନ୍ତୁ। ଲଡୁ ସହ ଦୁବ ଘାସ ନିଶ୍ଚିତ ରଖନ୍ତୁ।

୨। ଧନର ଦେବୀ ଲକ୍ଷ୍ମୀ ସବୁ ଶୁକ୍ରବାର ଦିନ ପଦ୍ମ ଫୁଲର ମାଳାରେ ଶ୍ରୀ ଲକ୍ଷ୍ମୀ ଜପ କରନ୍ତୁ।

୩। ଧନର ଦେବତା କୁବେରଙ୍କୁ ନିଜ ଘରର ମନ୍ଦିରରେ କୁବେରଯନ୍ତ୍ର ସ୍ଥାପନା କରନ୍ତୁ। ଏବଂ କୁବେର ମନ୍ତ୍ର ନିତ୍ୟ ଜପ କରନ୍ତୁ।

୪। ରବିବାରକୁ ଛାଡି ସବୁଦିନ ବରଗଛର ପୂଜା ବିଧି ପୂର୍ବକ କରନ୍ତୁ। ବରଗଛରେ ସମସ୍ତ ଦେବା ଦେବୀ ରୁହନ୍ତି।

୫। ଯେତିକି ଧନ ଆପଣ ଅବଶ୍ୟକରେ ଥିବା ଲୋକଙ୍କର ସେବାରେ ଲଗାଇବେ, ତାହାର ବହୁତ ଗୁଣ ଅଧିକା ଆସିବା।

 

୬। ଭଗବାନ ଶ୍ରୀକୃଷ୍ଣଙ୍କର ଧନ ପ୍ରାପ୍ତି ମନ୍ତ୍ରର ଜପ ମଧ୍ୟ ଆପଣଙ୍କୁ ଧନୀ କରିବାରେ ସହାୟତା କରିବ।

୭। ସବୁଦିନ ରାଶି ଅନୁସାରେ ତିଳକ ଲଗାନ୍ତୁ। ଏହି ତିଳକ ଭାଗ୍ଯର ଉଦୟ କରିଥାଏ।

୮। ଯେଉଁ ଘରେ ନକାରାତ୍ମକ ଊର୍ଜାର ବାସ କରେ ସେଠି ଧନ ରୁହେ ନାହିଁ। ଆପଣଙ୍କ ଘରୁ ଏହି ନକରାତ୍ମକ ଶକ୍ତିର ପ୍ରଭାବ କମ କରିବା ପାଇଁ ଚେଷ୍ଟା କରନ୍ତୁ।

୯। ସବୁଦିନ ସକାଳୁ ଉଠି ନିଜ ହାଥ ପାପୁଲିକୁ ଦେଖି କର ଦର୍ଶନ କରନ୍ତୁ। ଏହା ଦ୍ଵାରା ଲକ୍ଷ୍ମୀ, ସରସ୍ଵତୀ ଓ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ।

୧୦। ଯଦି କୁଣ୍ଡଳୀରେ କିଛି ଗ୍ରହ ଦୋଷ ଅଛି ତେବେ ଗ୍ରହ ଶାନ୍ତି ନିଶ୍ଚିନ୍ତ କରନ୍ତୁ। ଏହାଦ୍ଵାରା ଆପଣଙ୍କ ଖରାପ ଗ୍ରହ ମଧ୍ୟ ଆପଣଙ୍କ ପାଇଁ ଭଲ କାମ କରିଥାଏ।

୧୧। ଧନ ପ୍ରାପ୍ତି ପାଇଁ ନିଜ ପର୍ସକୁ ମଧ୍ୟ ଭାଗ୍ୟଶାଳୀ ବନାନ୍ତୁ।

୧୨। ଘରେ ବନୁଥିବା ରୋଷେଇରୁ ସବୁ ଦିନ ଗାଈ ପାଇଁ ଗୋଟେ, ଗୋଟେ କୁକୁର ପାଇଁ ଓ ଗୋଟେ କୁଆ ପାଇଁ ରୁଟି ନିଶ୍ଚିତ ବାହାରକୁ। ଏହା କରିବା ଦ୍ଵାରା କେବେବି ଧନର ଅଭାବ ଦେଖା ଦେବ ନାହିଁ।

୧୩। ସବୁ ଶୁକ୍ରବାର ଦିନ ଟଙ୍କା ରଖିବା ସ୍ଥାନକୁ ସଫା କରନ୍ତୁ।

ଉପରେ କୁହାଯାଇଥିବା ମହାଉପାୟ ଜୀବନରେ ଥିବା ସମସ୍ତ ଧନ ସମ୍ବନ୍ଧିତ ବାଧା ବିଘ୍ନକୁ ଦୂର କରିଥାଏ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *