51 ବର୍ଷ ପରେ ୧୧ ମାର୍ଚ୍ଚ ୨୦୨୧, ମହାଶିବରାତ୍ରି ଏହି ୪ ଟି ରାଶି ଉପରେ ଧନ ଲୁଟେଇବେ ମହାଦେବ

ବନ୍ଧୁଗଣ ମହାଶିବରାତ୍ରି ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ ପର୍ବ ଅଟେ । ଶିବରାତ୍ରି ର ପର୍ବ ବର୍ଷରେ ୨ ଥର ବ୍ୟାପକ ରୂପରେ ପାଳନ କରାଯାଏ । ଗୋଟିଏ ଫାଲ୍ଗୁନ ମାସରେ ତ ଆଉ ଗୋଟିଏ ଶ୍ରାବଣ ମାସରେ । ଫାଲ୍ଗୁନ ମାସର ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ମହାଶିବରାତ୍ରି ଚତୁର୍ଦସୀ ରେ ପାଳନ କରାଯାଏ । ବନ୍ଧୁଗଣ ଏହି ବର୍ଷ ଚତୁର୍ଦଶି ୧୧ ମାର୍ଚ୍ଚ ରେ ପଡୁଛି । ମହାଶିବରାତ୍ରି ଏହି ଦିନରେ ପାଳନ କରାଯିବ । ପୁରାଣ ଅନୁସାରେ ଶିବରାତ୍ରି ଦିନରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ହୋଇଥିଲା ।

ଏଥିପାଇଁ ମହାଶିବରାତ୍ରିକୁ ପବିତ୍ର ବୋଲି ମାନାଯାଇଛି । ବନ୍ଧୁଗଣ ଭଗବାନ ଶିବଙ୍କର ସଚ୍ଚା ମନରେ ଭକ୍ତି କରିବା ବହୁତ କାଠିକର ପାଠ ହୋଇଥାଏ । କିନ୍ତୁ ଭଗବାନ ଶିବ ସେହି ମାନଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଯେ, ତାଙ୍କର ହୃଦୟର ସହିତ ପୂଜା କରନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କେତୋଟି ରାଶିଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାଙ୍କ ଉପରେ ଶିବଙ୍କର ବିଶେଷ ଦ୍ରୁଷ୍ଟି ପଡିବାକୁ ଯାଉଛି । ତେବେ ଆସନ୍ତୁ ସେହି ରାଶି ମାନଙ୍କ ସମ୍ବନ୍ଧରେ ବିଶେଷ କଥା ଜାଣିନେବା ।

୧- ମେଷ ରାଶି;- ଏହି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଖୁଶିର ବିଷୟ ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କର ପ୍ରମୋଶନ ହେବାର ଅଧିକ ସୁଯୋଗ ବନୁଅଛି । ଏହା ସହିତ ଆପଣଙ୍କର ଉଚ୍ଚାଧିକାରୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ । ଶନିଯୋଗ ବନୁଥିବାରୁ ଆପଣଙ୍କ ଚାକିରିରେ ସ୍ଥିରତା ଆସିବ । ଯଦି ଆପଣ ଚାକିରି ବଦଳିବାକୁ ଚାହୁଁଛନ୍ତି, ତେବେ ମଧ୍ୟ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ହେବ । କର୍ମଚାରୀଙ୍କ ସାଥ ଆପଣଙ୍କୁ ପ୍ରାପ୍ତ ହେବ । ଆପଣଙ୍କ କାମରେ ଯେଉଁ ସବୁ ବାଧାବିଘ୍ନ ଆସୁଅଛି ତାକୁ ଆପଣ ବହୁତ ସହଜ ଉପାଯରେ ପାର କରିପାରିବେ ।

୨- ବୃଷ ରାଶି;- ଏହି ରାଶିର ବ୍ୟକ୍ତି ମାନେ ଭଗବାନ ଶିବଙ୍କର କୃପା ରୁ ବହୁତ ରଚନାତ୍ମକ କାମ କରିପାରନ୍ତି । ପଡାଉନ୍ନତି ର ଶୁଭ ଅବସର ଆପଣଙ୍କୁ ମିଳିପାରିବ । ପାରିବାରିକ ବ୍ୟବସାୟରୁ ଆପଣଙ୍କୁ ପ୍ରଚୁର ଲାଭ ହେବ । ଯେଉଁ ଲୋକମାନେ ଚାକିରି ତଲାସ ରେ ଅଛନ୍ତି ତାଙ୍କ ପାଇଁ ମଧ୍ୟ ଭଗବାନ ଶିବଙ୍କର ଅତୁଟ କୃପା ରହୁଛି ।

୩- ମିଥୁନ ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କ ମଧ୍ୟରେ ସବୁ ପରିସ୍ଥିତିର ସାମ୍ନା କରିବାର କ୍ଷମତା ଆସିବ । ଯେଉଁ ମାନେ ବିଦେଶରେ ଚାକିରି କରିବାକୁ ଭାବୁଛନ୍ତି କିମ୍ବା ଆପଣଙ୍କ ବ୍ୟାପାର ଯଦି ବିଦେଶ ସାମାନ କୁ ନେଇ ହୋଇଥାଏ, ତେବେ ଏହି ସମୟରେ ଭାଗ୍ୟ ଆପଣଙ୍କ ସାଥ ଦେବ । ଭଗବାନ ଶିବଙ୍କ କୃପାରୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସୁଥିବାର ନଜର ଆସିବ । ଆପଣ ନିୟମିତ ରୂପରେ “ଓମ ନମଶିବାୟ” ମନ୍ତ୍ରଟିର ଜାପ ନିଶ୍ଚୟ କରନ୍ତୁ ।

୪- କର୍କଟ ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ବର୍ଷ ଶିବରାତ୍ରି ର ସମୟ ଏକା ସହିତ ଅନେକ ପରିବର୍ତ୍ତନ ଏମାନଙ୍କ ଜୀବନରେ ହେବ, ଯାହା ଆପଣଙ୍କୁ ଆଚଙ୍କିତ କରିଦେବ । ଆପଣଙ୍କୁ ଗୋଟିଏ କଥାର ଧ୍ୟାନ ରଖିବାକୁ ହେବ ଯେ, କୌଣସି କାର୍ଯ୍ୟ ଆପଣଙ୍କୁ ଜଲ୍ଦବାଜିରେ କରିବାକୁ ହେବନାହିଁ । କାରଣ ଯଦି ଜଲ୍ଦବାଜି ରେ ଆପଣ କୌଣସି କାର୍ଯ୍ୟ କରନ୍ତି । ତେବେ ଆପଣଙ୍କୁ କ୍ଷତି ଅବଶ୍ୟ ହେବ । ଏଥିପାଇଁ ଆପଣ କୌଣସି ନିସ୍ପତି ଜଲ୍ଦବାଜିରେ କରନ୍ତୁ ନାହିଁ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ରାଶି ମାନଙ୍କ ସମ୍ବନ୍ଧରେ ଜାଣି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *