ମାତ୍ର 3 ଦିନରେ ନିଜ କଳା, ଫଟା ଓଠକୁ ସବୁଦିନ ପାଇଁ ପ୍ରାକୃତିକ ଗୋଲାପି ବନାନ୍ତୁ

ଆଜି ଆମେ ଆପଣ ମାନଙ୍କୁ ସହଜ ଲୀପ ରେମେଡି ବିଷୟରେ କହିବାକୁ ଯାଉହୁ । ଯାହା ଆପଣଙ୍କର ଓଠ ଫାଟିବା ଠାରୁ ଆରମ୍ଭ କରି ଓଠ କଳା ହେଉଥିଲେ ତାହା ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଓଠ ଫାଟିବାର ପ୍ରାୟତ କାରଣ ହେଉଛି ଯଦି ଆବଶ୍ୟକ ଅପେକ୍ଷା ପାଣି ନ ପିଇବା ଯୋଗୁ । ଦିନକୁ ଶରୀରକୁ ଯେତେ ପରିମାଣର ପାଣି ଆବଶ୍ୟକ ନ ପିଇଲେ ସେଥିପାଇଁ ଓଠ ଡ୍ରାଏ ହୋଇଯିବ । କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କର ଓଠ ସବୁବେଳେ ଫାଟିଥାଏ ।

କିନ୍ତୁ କିଛି ଲୋକଙ୍କର ଓଠ କେବଳ ଶୀତଦିନରେ ଫାଟିଥାଏ । ତେବେ ଆସନ୍ତୁ ଜାଣିବା ଓଠ ଫାଟିବାର ସହଜ ରେମେଡି ବିଷୟରେ । ଓଠ ଫାଟିବା ବନ୍ଦ କରିବା ପାଇଁ ପ୍ରଥମ ସ୍ଟେପ ହେଉଛି ଏକ୍ସପ୍ଲେସନ ଓ ଦିତୀୟଟି ହେଉଛି ମଶ୍ଚୁରାଇଜେସନ । ପ୍ରଥମତ ଏକ୍ସପ୍ଲସନ ପାଇଁ ଆବଶ୍ୟକ ରହିଛି ଟୁଥବ୍ରସ । ବ୍ରସର ଅଗ୍ର ଭାଗ ସଫ୍ଟ ହେବା ଦରକାର । ଏହା ପରେ ଦରକାର ମହୁ । ଏହା ପରେ ଆବଶ୍ୟକ ରହିଛି ଅଳ୍ପ ଚିନୀ ।

ଏହା ପରେ ଟୁଥବ୍ରସ ଉପରେ ମହୁ ଓ ଚିନୀ ଭଲ ଭାବେ ମିଶାନ୍ତୁ । ଏହା ପରେ ବ୍ରସକୁ ନିଜ ଲୀପ ଉପରେ ଭଲ ଭାବେ ଲଗାନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଲିପରୁ ସବୁ ଡ୍ରାଏନେସ ବାହରଇ ଯିବ । ଆଉ ଆପଣଙ୍କ ଲୀପ ପୁରା ସଫ୍ଟ ହୋଇଯିବ । ମହୁ ଆମ ଲୀପକୁ ପିଂକ କରିବାରେ ବହୁତ ଅଧିକ ସହାୟକ ହୋଇଥାଏ । ଏହା ସହ ଚିନୀ ଲୀପ ଉପରେ ଭଲ ସ୍କ୍ରବର କାମ କରିବ । ଏହା ସହ ଲୀପର ବ୍ଲଡ଼ ସରକୁଲେସନ ବଢିବ ।

ଆପଣ ଏହାକୁ ପ୍ରତି ଦିନ ସକାଳେ ବ୍ରସ କରିବା ପରେ ଲୀପରେ ସ୍କ୍ରବ କରି ପାରିବେ । ସପ୍ତାହକୁ ଥରେ କରିଲେ ୭ରୁ ୮ ମିନିଟ ଯାଏଁ ଲୀପରେ ସ୍କ୍ରବ କରି ପାରିବେ । ସ୍କ୍ରବ କରିବା ପରେ ଲୀପକୁ ପାଣିରେ ଧୋଇ ପାରିବେ ନ ହେଲେ ଟିସୂ ପେପରରେ ପୋଛି ପାରିବେ ।

ଦିତୀୟ ରେମେଡି ଆବଶ୍ୟକ ରହିଛି ବିଟ ଯାହା ଆପଣଙ୍କ ଲୀପକୁ ପିଂକ କରିବାରେ ସହାୟକ ହେବ । ବିଟର ଅଳ୍ପ ବାହାବା କାଟି ଦେଇ ଏହାର ଚୋପା ବାହାର କରି ଦେଇ ଏହାକୁ ଛେଲୀ ଦିଅନ୍ତୁ । ଏହା ପରେ ବିଟର ଜୁସ ବାହାର କରି ଦିଅନ୍ତୁ । ଏହା ପରେ ଆଡ କରନ୍ତୁ ଅଧ ଚାମଚ ବେସନ ଯାହା ଲୀପ ଉପରେ ଥିବା ଡ୍ରାଏନେସକୁ ବାହାର କରିବ । ଏହା ପରେ ଆଡ କରିବେ ଅଳ୍ପ ଆଲୋଭେରା ଜେଲ ।

ଏହା ପରେ ଆଡ କରନ୍ତୁ ଗ୍ଳିସରିନ । ଏହା ପରେ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ନିଜର ଲିପରେ ମୋଟା ଆକାରରେ ଲଗାନ୍ତୁ । ଏହାକୁ ୫ରୁ ୧୦ ମିନିଟ ଯାଏଁ ଲଗାଇ ରଖନ୍ତୁ । ଶେଷରେ ଆପଣ ନିଜର ଲୀପବାମ ବ୍ୟବହାର କରି ପାରିବେ ଯାହା ଦ୍ଵାରା ଲୀପ କଳା ହୋଇଥିଲେ ପିଂକ ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *