ମାଡି ଆସୁଛି ବିଶ୍ଵର ସବୁଠୁ ବଡ ବାତ୍ୟା ! ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ମାଡି ଆସୁଛି ବିଶ୍ଵ ର ସବୁଠାରୁ ବଡ ବାତ୍ୟା । ଘଣ୍ଟା ପ୍ରତି ୨୫୭ କିମି ବେଗରେ ପବନ । ସୁପର ଟାଇଫୁନ ହିନ୍ନାମନର ର ବଡ ପ୍ରଭାବ ଏବେ ଦେଖିବାକୁ ମିଳିବ ସାରା ବିଶ୍ଵ ରେ । ଏହି ବାତ୍ୟା ଏକାଧିକ ଦେଶକୁ କରିପାରେ ପ୍ରଭାବିତ । ଭୟାନକ ରୂପ ଧାରଣ କରି ପଶ୍ଚିମ ପ୍ରଶାନ୍ତ ମହାସାଗର ଆଡକୁ ମାଡି ଆସୁଛି ୨୦୨୨ ର ସବୁଠାରୁ ଶକ୍ତିଶାଳୀ ଝଡ ସୁପର ଟାଇଫୁନ ହିନ୍ନାମନର ଭୟାନକ ରୂପରେ ସ୍ଥଳ ଭାଗକୁ ମାଡି ଆସୁଛି । ଚଳିତ ବର୍ଷର ସବୁଠାରୁ ବଡ ବାତ୍ୟା କୁହା ଯାଉଥିବା ସୁପର ଟାଇଫୁନ ହିନ୍ନାମନର ପୂର୍ବ ଚୀନ ସମୁଦ୍ର ଦେଇ ସ୍ଥଳ ଭାଗ କୁ ଗତି କରୁଛି ।ଏ

ହି ବାତ୍ୟା ଜାପାନର ଦକ୍ଷିଣ ପୂର୍ବ ଦ୍ବୀପପୁଞ୍ଜ ଗୁଡିକ ପ୍ରତି ବିପଦ ସୃଷ୍ଟି କରିଛି । ଏହା ସହ ଚୀନ ପୂର୍ବ ଉପକଳରେ ଥିବା ଶାର ଗୁଡିକ ପ୍ରତି ମଧ୍ୟ ବାତ୍ୟା ର ବିପଦ ରହିଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୨୫୭ କିମି ବା ୧୬୦ ମାଇଲ୍ସ ବେଗରେ ପବନ ବୋହିବାରେ ଲାଗିଛି । ଏହାର ଝଟକା ଘଣ୍ଟା ପ୍ରତି ୧୯୫ ମାଇଲ୍ସ ରହିଥିବା ଆମେରିକା ଜୟନ୍ତ ଟାଇପିନ ୱାର୍ନିଙ୍ଗ ସେଣ୍ଟର ରୁ ସୁଚା ଦିଆ ଯାଇଛି ।

ଏହି ବାତ୍ୟା ପ୍ରଭାବରେ ସମୁଦ୍ର ଜୁଆର ୫୦ ଫୁଟ ଉପରକୁ ଉଠିପାରେ । ଏହି ସୁପର ଟାଇଫୁନ ପ୍ରଭାବରେ ବୋହୁଥିବା ପବନକୁ ଦେଖି ଲୋକଙ୍କ ମନରେ ଭୟ ଦେଖା ଯାଉଛି । ଜାପାନ ମେଟ୍ରୋଲୋଜିକାଲ ଏଜେନ୍ସି ଏହାକୁ ୨୦୨୨ ବର୍ଷର ସବୁଠାରୁ ବଡ ବାତ୍ୟା ର ଆଖ୍ୟା ଦିଆ ଯାଇଛି । ଯଦି ଏପରି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ ହୁଏ ତା ହେଲେ ଭୟଙ୍କର କ୍ଷୟ କ୍ଷତି ହେବାର ଆଶଙ୍କା କାର ଯାଉଛି ।

ଏହି ସୂଚନା ମିଳିବା ପରେ ବାତ୍ୟା ର ମୁକାବିଲା ପାଇଁ ଜୋର ଦାର ର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଆଗକୁ ପବନର ବେଗ ଆହୁରି ବଢିପାରେ । ତାଇୱାନା ବା ଓକିନାମରେ ଆଜି ପ୍ରଭାବ ଦେଖାଇପାରେ ସୁପର ହିନ୍ନାମନର । ସପ୍ତାହ ଶେଷ ବେଳକୁ ଏହା ଜାପାନ ଦେଇ ଗତି କରିବ । ଉତ୍ତର ଦିଗକୁ ଗତି କରି ସପ୍ତାହ ଶେଷକୁ ଓକିନାୱା କୁ ହିଟ କରିପାରେ ସୁପର ଟାଇଫୁନ ହିନ୍ନାମନର ।

ଝଡ ଯୋଗୁଁ ଓକିନାୱା ରୁ ବିମାନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ଆସନ୍ତା ସପ୍ତାହ ବେଳକୁ ଟାଇଫୁନ କୋରିଓ ପ୍ରଦୀପ ଆଡେ ମୁହାଁଇବ ଯାହା ପାଇଁ ଦକ୍ଷିଣ ଅଞ୍ଚଳରେ ବିଶେଷ ପ୍ରଭାବ ପଡିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଆଣିପାଗ ପୂର୍ବ ଅନୁମାନ କରୁଛନ୍ତି । ଆସନ୍ତା ସପ୍ତାହ ବେଳକୁ ଏକା ଦୁର୍ବଳ ହୋଇପାରେ ବୋଲି ଅନୁମାନ କରା ଯାଇଛି ପାଣିପାଗ ବିଭାଗ ପକ୍ଷ ରୁ । ବନ୍ଧୁଗଣ ଆପଣଙ୍କ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *