ମଧ୍ୟପ୍ରଦେଶ ଏହି ଲୋକକୁ ଜମି ଖୋଳିଲା ବେଳେ ମିଳିଲା ହୀରା, ଯାହାର ଦାମ ଜାଣି ଉଡିଯିବ ଆପଣଙ୍କ ହୋସ

ମଧ୍ୟପ୍ରଦେଶ ରେ ପନ୍ନା ଜିଲା ରହବାସୀ ଅଟନ୍ତି ଯାହାକୁ ବେଶକିମତି ହୀରା ହୀରା ଖନନ ବ୍ୟାପରିକୁ ହବାକୁ ଯାଉଛି ଲକ୍ଷେ ଲକ୍ଷେ ଲାଭ, ଦୁନିଆରେ ସମସ୍ତଙ୍କୁ ହୀରା ପାଇବାର ଆଶା ହୋଇଥାଏ କାହିଁକିନା ଏହା ଦ୍ଵାରା ସେ ନିଜ ଘର ଅସୁବିଧା ଦୂର କରିପାରିବେ । ଏହା ଛଡା ଏହାର ଦାମ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଥରେ ଯାହାକୁ ହୀରା ମିଳିଥାଏ ସେ ଲକ୍ଷ ଲକ୍ଷ ଟଙ୍କାରେ ଖେଳି ଥାଏ, ଆସନ୍ତୁ ଜାଣିବା କେମିତି ହୀରା ତାଙ୍କୁ ପ୍ରାପ୍ତ ହେଲା ।

Image Courtesy: Google

ଏହା ଆଗରୁ ବି ତାଙ୍କୁ ଗୋଟେ ହୀରା ପ୍ରାପ୍ତ ହୋଇଥିଲା ଯାହା ୧୦.୬୯କେରେଟ ଆଖ ପାଖ ଥିଲା କିନ୍ତୁ ଏଥର ଯାହା ହୀରା ମିଳିଚି ତାହା ୧୧ କେରେଟର ଅଛି । ଏହି ହୀରା ମିଳିବା ପରେ ସେ ବହୁତ ଖୁସି ହୋଇଛନ୍ତି କାହିଁକିନା ତାଙ୍କ ବ୍ୟବସାୟରେ ବହୁତ ହାନି ହୋଇଥିଲା କିନ୍ତୁ ଏହା ଦ୍ଵାରା ତାଙ୍କ ବ୍ୟବସାୟ ବହୁତ ଲାଭ ପାଇବ ଓ ସେ ଏହାକୁ ନିଲାମି ପରେ ତାଙ୍କୁ ୫୦ ଲକ୍ଷ ଠାରୁ ଅଧିକ ମିଳିବ ।

Image Courtesy: Google

ନିଜି ସ୍ଥାନିୟ ହୀରା କାର୍ଜ୍ଯାଳୟରେ ଜମା କରା ଯାଇଛି ଯାହା ଦ୍ଵାରା ଏହା ର ସିକୁରୀଟି ଓ ନିଲାମି କରା ଯାଇ ପାରିବ, ହୀରା ଖନ୍ନ ପାଇବା ଦ୍ଵାରା ତାଙ୍କ ମଜୁରିଆ ମାନେ ମଧ୍ୟ ଖୁସି କାହିଁକିନା ନିଲାମି ପରେ ତାଙ୍କୁ ମଧ୍ୟ କିଛି ଟଙ୍କା ପ୍ରାପ୍ତ ହବ । ହୀରା ବିଶେଷଜ୍ଞ ମାନଙ୍କ କହିବା ଅନୁଯାଇ ଏହି ହୀରା ନିଲାମି ପରେ ଯାହା ହେଲେ ପାଖା ପାଖି ୫୦ ଲକ୍ଷ ଠାରୁ ଉପରେ ମିଳିବ ବୋଲି କହୁଛନ୍ତି । ହୀରା ଖୋଜି ବାହାର କରିବା ପାଇଁ ଜମି ଲିଜରେ ନିଆ ଯାଏ ଏହା ପରେ ଲୋକ ମଜୁରିଆ ଲଗେଇ ଜମି ଖୋଳି ହୀରା ପ୍ରାପ୍ତ କରନ୍ତି ।

Image Courtesy: Google

ସରକାର ଦ୍ଵାରା ଲକଡାଉନ ପାଇଁ ସବୁ ହୀରା ଜମି ଖନନ ବନ୍ଦ କରା ଯାଇଛି । ଏହା ଦ୍ଵାରା ମଜୁରିଆ ଲୋକଙ୍କୁ ଓ ମାଲିକ ମାନଙ୍କୁ ମଧ୍ୟ ବହୁତ ହାନି ହୋଇଛି କିନ୍ତୁ ହୀରା ପ୍ରାପ୍ତ ହେଲା ପରେ ଏହା ବହୁତ କମି ଯିବ ବୋଲି ମଜୁରିଆ ମାନଙ୍କ ପାଇଁ ଖୁସି ଖବର । ତେବେ ଦୁତୀୟ କାମ ଆରମ୍ଭ ହେଲା ପରେ ହୀରା ବାହାରିଲା ଏହି ହୀରା ପାଇ ସମସ୍ତେ ବହୁତ ଖୁସି ଲାଗିଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *