ଆଜିକା ସମୟରେ ସମସ୍ତେ ଦୁନିଆରେ ନିଜର ଗୋଟେ ପରିଚୟ ବନେଇବାକୁ ଚାହନ୍ତି ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଏହା କୁହା ଯାଏ ଯେ କୌଣସି ବ୍ୟକ୍ତି ପ୍ରଥମ ନାମ ଅକ୍ଷର ତା ସ୍ଵଭାବ, ବ୍ୟକ୍ତିତ୍ବ ଏବଂ ତା ଭବିଷ୍ୟ ବିଷୟରେ ବହୁତ କିଛି ବର୍ଣନ କରିଥାଏ । ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଏମିତି କିଛି ନାମ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ବିଶେଷ ଅଟନ୍ତି । ତେବେ ଜ୍ଯୋତିଷ ଶାସ୍ତ୍ର ମାନ୍ୟତା ଅନୁଯାଇ ଏହି ଅକ୍ଷର ନାମ ଝିଅ ଯମନରୁ ଭାଉକ, କୋମଳ ଏବଂ ସଚୋଟ ମନ ର ହୋଇଥାନ୍ତି । ଯାହା କେବେ କାହା ବିଷୟରେ ଖରାପ ଭାବି ନଥାନ୍ତି, ଅନ୍ୟ ସାହାଜ୍ଯ ପାଇଁ ନିଜ କଷ୍ଟ ଦେଖନ୍ତି ନାହିଁ ।

ଏ ନାମ ଝିଅ :
ଏହି ନାମ ଝିଅ ବହୁତ ସରଳ ଓ ସଚୋଟ ହୋଇଥାନ୍ତି ଏହା ଛଡା ସେ ନିଜ କୋମଲ କଥା ଦ୍ଵାରା ସମସ୍ତଙ୍କ ମନ କିଣି ଥାନ୍ତି । ଏହି ନାମ ଝିଅ ବହୁତ ଭାଉକ ହୋଇଥାନ୍ତି ସେ କେବେ କାହାକୁ କଷ୍ଟରେ ଦେଖି ରହି ପାରନ୍ତି ନାହିଁ । ଏହି ନାମ ଝିଅ ଯଦି କାହାକୁ ବଚନ ଦିଅନ୍ତି ତେବେ ଯାହା ହେଲେ ମଧ୍ୟ ପୂରଣ କରି ଥାନ୍ତି, ଏହି ଭଳି ଝିଅଙ୍କ ଉପରେ ଆପଣ ଆଖି ବନ୍ଦ କରି ଭରସା କରି ପାରନ୍ତି । ଏହି ନାମ ଝିଅ ବହୁତ ସହନଶୀଳ ହୋଇଥାନ୍ତି ସେ କେବେ କାହାକୁ ଓଲଟା ଜବାବ ଦିଅନ୍ତି ନାହିଁ ଓ ସବୁବେଳେ ସତ ପକ୍ଷରେ କୁହନ୍ତି ।

ବି ନାମ ଝିଅ :
ଏହି ନାମ ଝିଅ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଏହି ନାମ ଝିଅ ବହୁତ ଦୟାବାନ ହୋଇଥାନ୍ତି, ବି ଅକ୍ଷର ନାମ ଝିଅ ନିଜ ଜୀବନସାଥୀକୁ ସବୁବେଳେ ଖୁସିରେ ରଖନ୍ତି । ଅନ୍ୟ ଲୋକଙ୍କ ପାଇଁ ଏହି ନାମ ଝିଅଙ୍କ ମନରେ ଦୟା ଏବଂ ମାନ ସମ୍ମାନ ଭାବ ରହିଥାଏ । ଏହି ନାମ ଝିଅ ନିଜ କୁଳ ନାମ ଉଚ୍ଚ କରିଥାନ୍ତି ।

ଡି ନାମ ଝିଅ :
ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଡି ଅକ୍ଷର ନାମ ଝିଅ ମାତା ଲକ୍ଷ୍ମୀଙ୍କ ପ୍ରତିବିମ୍ବ ହୋଇଥାନ୍ତି ଏହି ଝିଅ ଯାହା ଘରକୁ ଯାଇ ଥାନ୍ତି ତାଙ୍କ ଘର ଭାଗ୍ୟ ବଦଳି ଯାଇଥାଏ । ଏହି ନାମ ଝିଅ ଯାହା ଘରକୁ ଯାଇଥାନ୍ତି ସେ ସେହି ଘରକୁ ସ୍ଵର୍ଗ କରି ଦିଅନ୍ତି ଓ ସେହି ଘରେ କେବେ ଆର୍ଥିକ ସମସ୍ଯା ଆସି ନଥାଏ । ଏହି ନାମ ଝିଅ ମନରୁ ବହୁତ ସରଳ ହୋଇଥାନ୍ତି ତାଙ୍କ ମନରେ ନିଜ ଶତ୍ରୁ ପାଇଁ ମଧ୍ୟ କିଛି ଖରାପ ନଥାଏ ।

ଏଲ ନାମ ଝିଅ :
ଯେଉଁ ଝିଅଙ୍କ ନାମ ଏଲରେ ହୋଇଥାଏ ତାଙ୍କ ବିଷୟରେ ଜ୍ଯୋତିଷ ଶାସ୍ତ୍ର ରେ କୁହାଯାଇଛି ଯେ ସେ ବହୁତ ନମ୍ର, କୋମଳ ଏବଂ ଲାଜକୋଳି ହୋଇଥାନ୍ତି, ଏହି ଭଳି ଝିଅଙ୍କର ନିଜ ଜୀବନ ଦେଖିବା ନଜର ବହୁତ ସକାରାତ୍ମକ ହୋଇଥାଏ ସେ କୌଣସି ସମସ୍ଯାକୁ ମଧ୍ୟ ସକାରାତ୍ମକ ଭାବରେ ଦେଖି ଥାନ୍ତି । ସେ କୌଣସି ନିଷ୍ପତ୍ତି ଭାଉକ ହୋଇ କରନ୍ତି ନାହିଁ ସବୁ ଖରାପ ପରିସ୍ଥିତି କୁ ମଧ୍ୟ ସକାରାତ୍ମକ ଭାବନ୍ତି ଓ ନୂଆ ରାସ୍ତା ବାହାର କରି ନିଅନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।