Breaking ! ମହାଲିଙ୍ଗ କଲେଜ ଛାତ୍ରଙ୍କ ବଡ ଖୁଲସା, ଦେଖନ୍ତୁ Video କଣ କହୁଛନ୍ତି

ମମିତା ମେୟର କେ-ସରେ ପୋ-ଲି-ସ ପ୍ରାୟତଃ ଅ-ଭି-ଯୁ-କ୍ତମାନଙ୍କ ଧରି ସାରିଛି ଓ ଏହି କେ-ସର ସମଧାନ କରିବା ଉପରେ । ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଗୋବିନ୍ଦ ସାହୁ କଲେଜର କିଛି ଛାତ୍ରୀଙ୍କ ସହ ଅ-ନେ-ଇ-ତି-କ ସ-ମ୍ପ-ର୍କ ରଖିଥିଲା । ଅନ୍ୟ ପଟେ ପୋ-ଲି-ସ ଏହି ସବୁକୁ ନେଇ ତ-ଦ-ନ୍ତ କରୁଥିଲା । କିନ୍ତୁ ବର୍ତ୍ତମାନ ବହୁତ ବଡ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଉଛି ଜଲେଜ ଭିତରେ ସେ-କ୍ସ ରା-କେ-ଟ ଚାଲିଥିଲା ।

ଗୋବିନ୍ଦ ସାହୁକୁ ନେଇ ବର୍ତ୍ତମାନ ପୁଣି ଏକ ବଡ ଖୁଲାସା ହୋଇଛି । ମହାଲିଙ୍ଗ କଲେଜର ଜଣେ ଛାତ୍ର ଗୋବିନ୍ଦ ସାହୁକୁ ନେଇ କିଛି ଆଶ୍ଚର୍ଯ୍ୟକର ବ-ୟା-ନ ଦେଇଛନ୍ତି । ଯାହା ବିଷୟରେ ଜାଣିବା ପରେ ସେହି କଲେଜରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ ବି ଚି-ନ୍ତା-ରେ ପଡି ଯାଇଛନ୍ତି ।

ଯୁବକ ଛାତ୍ର ଜଣକ କହିଲେ କି କଲେଜରେ ସେ-କ୍ସ ରା-କେ-ଟ ଚାଲିଥିଲା । ଯାହାକି ଏକ ପ୍ରକାରର ଗମ୍ଭୀର ଆ-ରୋ-ପ ଅଟେ । କିନ୍ତୁ ଏହା ବିଷୟରେ କେବଳ ଗୋବିନ୍ଦ ସାହୁ ହିଁ କହି ପାରିବେ । ଛାତ୍ର ଜଣକ ଆଗକୁ କହିଲେ କି ସମସ୍ତଙ୍କୁ କଲେଜକୁ ମୋବାଇଲ ନେଇ ଯିବା ପାଇଁ ମନା ଥିଲା । କିନ୍ତୁ ଯେଉଁ ସବୁ ଛାତ୍ରୀ ଏହି ରା-କେ-ଟ-ରେ ସାମିଲ ଥିଲେ ତାଙ୍କୁ ମୋବାଇଲ ନେଇ ଯିବା ପାଇଁ କୁହାଯାଉ ଥିଲା ।

ମହାଲିଙ୍ଗ କଲେଜର ଜଣେ ଛାତ୍ର ଏକ ନ୍ୟୁଜ ଚ୍ୟାନେଲକୁ ଫୋନ କରି ଏହି ସୂଚନା ଦେଇଛନ୍ତି । ଛାତ୍ର ଜଣକ ଆଗକୁ କହିଛନ୍ତି କି ଗୋବିନ୍ଦ ସାହୁ ଲେଡିଜ ହସ୍ଟେଲରେ ପ୍ରାୟତଃ ସବୁଦିନ ସବୁ ସମୟ ରହୁଥିଲେ । ଏହା ଛଡା କିଛି ନେତା ଓ ମନ୍ତ୍ରୀ ବି ପ୍ରାୟତଃ କଲେଜ ଆସୁ ଥିଲେ । ଏମିତିରେ ପ୍ରଶ୍ନ ଉଠୁଛି କି ନେତା ଓ ମନ୍ତ୍ରୀମାନେ କଲେଜକୁ କାହିଁକି ଆସୁ ଥିଲେ ।

ଛାତ୍ର ଜଣକ ନ୍ୟୁଜ ଚ୍ୟାନେଲକୁ ଏହି ସୂଚନା ଦେଇ ଅନୁରୋଧ କରିଛନ୍ତି କି ତାଙ୍କ ନାଁକୁ ଗୁପ୍ତ ରଖା ଯାଉ । ଗୋବିନ୍ଦ ସାହୁଙ୍କ ଉପରେ ତ-ଦ-ନ୍ତ ଚାଲିଥିବା ସମୟରେ ଏହା ବଡ ଖବର ଅଟେ । ଏହିଭଳି ବ-ୟା-ନ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସମସ୍ତେ କଲେଜର ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ କରୁଛନ୍ତି ଓ ଏହିଭଳି ବ-ୟା-ନ କଲେଜର ମାନ ସମ୍ମାନକୁ ବି ଖ-ରା-ପ କରୁଛି ।

Leave a Reply

Your email address will not be published. Required fields are marked *