ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି, ମହାଶିବରାତ୍ରି ର କେତେକ ଅଲୌକିକ ମହତ୍ଵ ରହିଅଛି । ଏହି ବର୍ଷ ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନକୁ ମହାଶିବରାତ୍ରି ପାଳନ କରାଯିବ । ଶାସ୍ତ୍ର ଅନୁସାରେ ଏହିଦିନ ଶିବଲିଙ୍ଗ ର ପୂଜା କରିବା ଦ୍ଵାରା ଅଥବା ଭୋଳାନାଥ ଙ୍କ ନାମରେ ବ୍ରତ କରିବା ଦ୍ଵାରା ବ୍ୟକିଙ୍କ ସମସ୍ତ ମନୋକାମାନ ପୂରଣ ହୋଇଥାଏ । ଆପଣ ଯାହାର କାମନା କରିଥାନ୍ତି, ସେ ଗୁଡିକ ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ରୁ ମିଳିଯାଇଥାଏ ।
କିନ୍ତୁ ବନ୍ଧୁଗଣ ଭଗବାନ ଙ୍କ ପୂଜାକୁ ଅଥବା ବ୍ରତ କୁ ସଂପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବାକୁ ହେବ । ତେବେ ଯାଇ ଭୋଳାବାବା ସନ୍ତୁଷ୍ଠ ହେବେ । କେବଳ ଏହା ନୁହେଁ ବନ୍ଧୁଗଣ ଯେଉଁ ଲୋକ ମାନଙ୍କ ବିବାହ ରେ ବିଳମ୍ବ ଅଥବା ବିବାହରେ ବାଧା ବିଘ୍ନ ସୃଷ୍ଟି ହେଉଛି, ସେମାନଙ୍କର ମଧ୍ୟ ସମସ୍ତ ଦୁଖ କଷ୍ଟ ଦୂର ହେବ ।

ଏଥିପାଇଁ ଅବିବାହିତ ଲୋକେ ଏହିଦିନ ବ୍ରତ କରି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ଏହି ବର୍ଷ ମହାଶିବରାତ୍ରି ଦିନ ବହୁତ ଶୁଭ ଯୋଗ ବନୁଅଛି, ଯାହା ଫଳରେ ଏହି ଦିନଟି ଅଧିକ ଖାସ ହେବାକୁ ଯାଉଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହାଶିବରାତ୍ରି ପର୍ବ ରେ ଜଡିତ କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ମନୋକାମନା ଭଗବାନ ଶିବ ଦୂର କରିବେ । ଆସନ୍ତୁ ଏବେ ଜାଣିବା ସେହି ଉପାୟ ସମ୍ବନ୍ଧରେ ।

୧- ଭୋଳାନାଥ ଙ୍କ କୃପା ଦ୍ରୁଷ୍ଟି ପାଇଁ ଆପଣ ମହାଶିବରାତ୍ରି ଦିନ ଗଙ୍ଗାଜଳ ମିଶ୍ରିତ କିଛି ଦୁଗ୍ଧ ରେ ଶିବଲିଙ୍ଗ ଙ୍କର ଅଭିଷେକ କରନ୍ତୁ । ଏହା ସହିତ ରାତ୍ରି ସମୟରେ ଶିବ ପୁରାଣର ପାଠ କରନ୍ତୁ । ଏହା ଦ୍ଵାରା ଭଗବାନ ଶିବ ବହୁତ ପ୍ରସନ୍ନ ହେବେ ।

୨- ବ୍ୟବସାୟରେ ଲାଭ ପାଇଁ ମହାଶିବରାତ୍ରି ଦିନରେ ଆପଣ ଦହିରେ ଶିବ ଙ୍କର ଅଭିଷେକ କରନ୍ତୁ, ଏହା ସହିତ ଶିବଙ୍କ ପାଖରେ ଶୁଦ୍ଧ ଘୀଅରେ ଦୀପ ପ୍ରସ୍ତୁତ କରି ଜାଳନ୍ତୁ ଏବଂ ଭୋଳାନାଥଙ୍କୁ ତାଙ୍କ ମନପସନ୍ଦ ଜିନିଷ ମଧ୍ୟ ଅର୍ପଣ କରନ୍ତୁ ।
୩- ଯଦି ଆପଣ ଆର୍ଥିକ ପରିସ୍ଥିତିରେ ଗତି କରୁଛନ୍ତି ତେବେ, ମହୁ ଏବଂ ଘୀଅ ରେ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ । ଏହା ବ୍ଯତୀତ ଭୋଳାନାଥ ଙ୍କୁ ପ୍ରସାଦ ସ୍ଵୋରୂପ ଆଖୁ ଅର୍ପିତ କରନ୍ତୁ ।

୪- ଯଦି ଆପଣ କୌଣସି ଯାନବାହାନ କିଣିବାକୁ ଚାହୁଞ୍ଚନ୍ତି, ମାତ୍ର ସେଥିରେ କାମିୟାବ ମିଳୁନାହିଁ, ଆପଣ ଶିବରାତ୍ରି ଦିନ ପଞ୍ଚାମୃତ ରେ ଭୋଳାନାଥଙ୍କ ଅଭିଷେକ କରନ୍ତୁ । କୌଣସି ରୋଗରୁ ନିଯାତ ପାଇବାକୁ ହେଲେ ଜଳରେ ଅଗଗୁର ମିଶାଇ ଶିବଙ୍କୁ ଅର୍ପିତ କରନ୍ତୁ । ଏହାପରେ ମହାମୃତ୍ୟୁଞ୍ଜୟ ମନ୍ତ୍ରଟିର ଜାପ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣ ରୋଗରୁ ଉଦ୍ଧାର ପାଇ ପାରିବେ । ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ସଠିକ ହୋଇଯିବ ।
୫- ଜଲ୍ଦି ବିବାହ ହେତୁ “ଓମ ପାର୍ବତୀପତୟେ ନମଃ” ଏହି ମନ୍ତ୍ରଟିର ଜାପ କରନ୍ତୁ । ଏକା ସହିତ ଭଗବାନ ଭୋଳାନାଥ ଏବଂ ମାତା ପାର୍ବତୀଙ୍କର ପୂଜା କରନ୍ତୁ । ଆପଣଙ୍କ ପାଖେ ସମ୍ଭବ ହୁଏ ତ ମାଙ୍କୁ ଲାଲୀ ରଙ୍ଗର ବସ୍ତୁ ଅର୍ପିତ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ବିବାହରେ ହେଉଥିବା ସମସ୍ଯା ମଧ୍ୟ ଦୂର ହୋଇ ଯାଇଥାଏ ।

୬- ସନ୍ତାନପ୍ରାପ୍ତି ପାଇଁ ମହାଶିବରାତ୍ରୀ ଦିନରେ ଶିବଲୀଙ୍ଗ ଉପରେ ଦୁଗ୍ଧ ଅର୍ପିତ କରନ୍ତୁ । ଏହା ସହିତ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା କରିବା ସହିତ ଶ୍ରୀ ଗଣେଶ ଏବଂ କାର୍ତିକେୟ ଙ୍କ ପୂଜାର୍ଚ୍ଚନା ମଧ୍ୟ କରନ୍ତୁ । ବନ୍ଧୁଗଣ ଏହାଥିଲା ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ମନଲାଖି ଉପହାର ପାଇବାର ଉପାୟ ଗୁଡିକ । ଆପଣ ଏହାର ପାଳନ କଲେ ମଙ୍ଗଳ ହେବ । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।
