(18 February) ମହାଶିବରାତ୍ରୀ, ଏହି ଦିନ ଖାଇ ନିଅନ୍ତୁ ଏହି 1 ଜିନିଷ ପୂରା ବର୍ଷ ଧନର ବର୍ଷା ହେବ

ବନ୍ଧୁଗଣ ଆପଣ ମାନଙ୍କୁ ମହାଶିବରାତ୍ରି ଉପଲକ୍ଷେ ଅନେକ ଅନେକ ହାର୍ଦ୍ଦିକ ଅଭିନନ୍ଦନ । ଏହି ବର୍ଷ ଫେବୃଆରି ୧୮ ଶନିବାର ଦିନ ପଡିବାକୁ ଯାଉଛି ମହାଶିବରାତ୍ରି ପର୍ବ । ଏହି ଦିନରେ ବହୁତ ସାରା ବିଶେଷ ଶୁଭ ଯୋଗ ନିର୍ମାଣ ହେଉଛି । କିଛି ଗ୍ରହ ମାନଙ୍କର ମିଳନରୁ ଏହି ଦିନ କେତେ ରାଜଯୋଗ ଓ ଧନ ଯୋଗର ନିର୍ମାଣ ହେଉଛି । ଏହି ଦିନ ସିଦ୍ଧି ନାମକ ଯୋଗ ବନୁଅଛି । ଏହି ଦିନ ପବିତ୍ର ଦିନ ଅଟେ ।

ମହାଦେବଙ୍କୁ ଏହି ଦିନ ବହୁତ ପ୍ରିୟ ଅଟେ । ତେଣୁ ଏହି ଦିନ ଗୋଟେ ଜିନିଷ ଖାଇବା ଦ୍ଵାରା ଢଣା ଜନିତ ସମସ୍ଯା ଭୋଗ କରିବାକୁ ପଡିବ ନାହି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଯେବେ ବି ଆପଣ ଶିବ ମନ୍ଦିର ଯାଉଛନ୍ତି ଶିବଲିଙ୍ଗରେ ଜଳ ଅର୍ପଣ କରିବା ସମୟରେ ଯେଉଁ ଜଳ ବାହାରକୁ ଯାଇଥାଏ ସେଥିରେ ଡେଇଁବା ଉଚିତ ନୁହେଁ । ଏହାକୁ ଜଳହରି କୁହାଯାଏ ।

ଏହାକୁ ଡେଇଁବା ଦ୍ଵାରା ବହୁତ ଦୋଷ ଲାଗିଥାଏ ଓ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଭଗବାନ ଶିବଙ୍କ ମନ୍ଦିରରେ ଅଧ ପରିକ୍ରମା ନିଶ୍ଚୟ କରନ୍ତୁ । ଭଗବାନ ଶିବଙ୍କୁ ଭୁଲରେ ବି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହି । କେବେବି ଶିବଲିଙ୍ଗରେ ସିନ୍ଦୁର, ହଳଦୀ ଅର୍ପଣ କରନ୍ତୁ ନାହି କାରଣ ଏହା ନାରିଙ୍କର ବସ୍ତ୍ର ଅଟେ । ଯେଉଁ ପୂଜା କରିଥାଏ ତାହା ଭଗବାନଙ୍କୁ ସମର୍ପିତ ଅଟେ । ଧଳା ବା ନାଲି ରଙ୍ଗର ବସ୍ତ୍ର କରି ପୂଜା କରିପାରିବେ ।

ଶିବଲିଙ୍ଗରେ ଜପ ଅର୍ପଣ କରିବା ସହ କ୍ଷୀର, ଦହି, ମହୁ, ଚିନି ଅର୍ପଣ କରିପାରିବେ ।ଏହି ଦିନ ଶିବଲିଙ୍ଗ ପାଖରେ ପ୍ରସାଦ ଅର୍ପଣ କରନ୍ତୁ ନାହି । ଜାଗର ଦିନ ରାତି ସମୟରେ ପୂଜା କରିଲେ ଏହାର ଅଧିକ ଫଳ ମିଳିଥାଏ । ଭଗବାନ ଶିବଙ୍କ ପୂଜାରେ ଅକ୍ଷତ ନିଶ୍ଚୟ ଅର୍ପଣ କରନ୍ତୁ । ଏହି ଦିନ ପ୍ରତେକ ସମୟରେ ଓମ ନମହ ସିବାୟ ମନ୍ତ୍ର ଜପ କରନ୍ତୁ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା କେଉଁ ୫ଟି ଜିନିଷ ଆଣିଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ଦିନ ଭଗବାନ ଶିବଙ୍କ ଡମ୍ବରୁ, ଶିବ ପାର୍ବତୀଙ୍କ ଫୋଟୋ, ଏକମୁଖୀ ରୁଦ୍ରାକ୍ଷ, ଶ୍ରୀଯନ୍ତ୍ର ଆଣି ଘରେ ରଖନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇଥାଏ । ଏହି ଦିନ ତ୍ରିଶୂଳ କୌଣସି ମନ୍ଦିରରେ ଦାନ କରିଲେ ଜନ୍ମ ଜନ୍ମ ଯାଏଁ ଦୁର୍ଭାଗ୍ଯର ସାମ୍ନା କରିବାକୁ ପଡେ ନାହି । ମହାଶିବରାତ୍ରି ଦିନ ଏମିତି କରନ୍ତୁ ।

ଏହି ଦିନ ମୟୂର ପଙ୍ଖ ଘରକୁ ଆଣିଲେ ଶୁଭ ହୋଇଥାଏ । ଶିବ ପୁରାଣ ଅନୁଯାୟୀ ଶିବରାତ୍ରି ଦିନ ବ୍ରତ ରଖିଥିବା ବ୍ୟକ୍ତି ମାନେ ଦୂଦୁରା ଫଳକୁ ଖାଇବା ଉଚିତ । ଏହାର ମଞ୍ଜି ବିଷାକ୍ତ ହୋଇଥାଏ । କିନ୍ତୁ ଅଳ୍ପ ଚାଖି ନିଅନ୍ତୁ କିନ୍ତୁ ଜରୁର ଖାଆନ୍ତୁ । ଏହା ଦ୍ଵାରା ବ୍ରତ ପୁରା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *