ପୂଜା କରିବା ସମୟରେ କେଉଁ ଆସନରେ ବସିଲେ କି ଫଳ ମିଳେ? ଏହା ସହ ଆହୁରି 10+ଆଜିର ଅନୁଚିନ୍ତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାର ଆପଣଙ୍କର ହିତରେ ଆସିବ । ୧- ଆପଣ ମନ୍ଦିର ଯାଉଛନ୍ତି ଆଉ ନଡିଆ ଭାଙ୍ଗିବା ସମୟରେ ପଚା ନଡିଆ ପଡିଯାଏ ଏହା ଅଶୁଭ ହୋଇଥାଏ । ନଡିଆ ପଚା ପଡିଲେ ଅନ୍ୟ ନଡିଆ ଆଣି ବାଡେଇବା ଅପେକ୍ଷା ଗୁଆଟି ଛୁଇଁ ଭଗବାଙ୍କ ନିକଟରେ ରଖନ୍ତୁ ।

୨- ପୂଜା କରିବା ବେଳେ ତଳେ ବସିକି କରିବା ଉଚିତ ନୁହେଁ ଯାହା ଦ୍ଵାରା ମଣିଷ ଦୁଖ ପାଇଥାଏ । ପଥର ଉପରେ ବସିଲେ ରୋଗ ବୃଦ୍ଧି, କାଠ ପିଢାରେ ବସିଲେ ଦୁର୍ଭାଗ୍ୟ ଆସିଥାଏ । ତେଣୁ କୁଶ ଆସନରେ ବସି ପୂଜା କରିବା ଉଚିତ ।

୩- ଆପଣ ମାନେ ଜଗନ୍ନାଥ, ମହାଦେବଙ୍କ ମନ୍ଦିର ଯାଉଛନ୍ତି ତେବେ ଜଗନ୍ନାଥଙ୍କ ମନ୍ଦିରକୁ ୩ ଥର ପ୍ରଦୀକ୍ଷଣ ଓ ମହାଦେବଙ୍କ ମନ୍ଦିରର ଅର୍ଦ୍ଧ ପରିକ୍ରମା କରିଲେ ଭଲ ହୋଇଥାଏ ।

୪- ଉଈ ହୁଙ୍କାରୁ ମାଟି ଆଣି ଘରର ଦକ୍ଷିଣ ଦିଗରେ ରଖି ସେଠାରେ ଚନ୍ଦନ ଗଛ ଲଗାନ୍ତୁ । ଚନ୍ଦନ ଗଛ ଦିନକୁ ଦିନ ଯେତେ ବଢିବ ଶତ୍ରୁମାନେ ଆପଣଙ୍କୁ ଭୟ କରିବାକୁ ଲାଗିବେ ।

୫- ଆମେ ଦିନମାନର ସବୁ କାମ ସାରିବା ପରେ ବିଛଣାକୁ ଯାଉଛନ୍ତି ତେବେ ହଠାତ ନିଦ ଆସେ ନାହି । ମନେ ରଖିବେ ବିଛଣାକୁ ଯିବା ପୂର୍ବରୁ ଭଲ ଭାବେ ଗୋଡ ହାତ ଧୋଇବା ପରେ ବସିକି ପୂର୍ବ ଦିଗକୁ ମୁଖ କରି ଓମ ନିଦ୍ରାଦେବୀ ନମହ ମନ୍ତ୍ର ୭ ଥର ଜପ କରନ୍ତୁ ଓ ନିଜର ବିଛଣାକୁ ୩ ଥର ଟାଙ୍କା ମାରନ୍ତୁ । ଦେଖିବେ ଭଲ ନିଦ ଆସିବ ।

୬- ତନ୍ତ୍ର ଶାସ୍ତ୍ର ଅନୁଯାୟୀ ଯଦି ଘରେ ସର୍ବ୍ଦ ଅସାନ୍ତି ଲାଗି ରହୁଛି ତେବେ ଗୋଟିଏ ବଉଳ ଗଛକୁ ଶନିବାର ଦିନ ୭ ଥର ପ୍ରଦୀକ୍ଷଣ କରି ତାର ଚେର ନଇ ଘରେ ରଖିଲେ ମନ ଫାଟ ଫଟି ଦୂର ହେବ ।

୭- ଠାକୁର ପୂଜା କରିବା ପାଇଁ ଭୂମିରେ ପଡୁଥିବା ଫୁଲ, ଆପେ ଆପେ ଝଡିଥିବା ଫୁଲ କେବେ ଠାକୁର ପୂଜା କରିବେ ନାହି । କିନ୍ତୁ ଶେଫାଳିକା, ବଉଳ, ତୁଳସୀ ପତ୍ର, ବେଲପତ୍ର ଆପେ ଆପେ ଝଡିଥିଲେ ଠାକୁର ପୂଜା କରିଲେ ଦୋଷ ନାହି ।

୮- ଝିଟିପିଟି କାହାର ମୁଣ୍ଡ ଉପରେ ପଡିଲେ ରାଜ୍ୟ ଲାଭ। ପିଠିରେ ପଡିଲେ ଐଶ୍ଚର୍ଜ୍ୟ ଲାଭ, ଡାହାଣ ହାତ ଓ ଗୋଡରେ ପଡିଲେ ଶୁଭ ହୋଇଥାଏ । କିନ୍ତୁ ବାମ ହାତ ଓ ଗୋଡରେ ପଡିଲେ ଅଶୁଭ ହୁଏ ।

୯- ଛାତ ଘର ଟକ ଟକ ଫୁଟୁଛି, ଅଶୁଭ ସ୍ଵପ୍ନ ଦେଖିବା ବା ଅନୁଭବ ହେଲେ ରାତିରେ ଶୋଇବା ପୂର୍ବରୁ ଖଣ୍ଡେ ଖବରକାଗଜ ଆଣି ଲୁଣ ରଖି ଘରର କୌଣସି କୋଣରେ ରଖନ୍ତୁ । ସକାଳୁ ଅଧୂଆ ମୁହଁରେ କାହା ସହ କଥା ନ ହୋଇ ଲୁଣକୁ ବହି ଯାଇଥିବା ପାଣିରେ ଭସାଇ ଦିଅନ୍ତୁ ।

୧୦- ଯଦି ଆପଣ ସବୁବେଳେ ଟେନସନରେ ରହୁଛନ୍ତି ତେବେ ଜୋଡାଏ ବାଉଁଶ ତିଆରି ବଂଶୀ ଛକ ଭଳି ଚିହ୍ନ କରି ଘରର ଡ୍ରଇଙ୍ଗ ରୁମରେ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *