ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଆସିଥିବା ଟିମ ଇଣ୍ଡିଆର ୫ଟି ଖେଳାଳି ତାଙ୍କ ପୂର୍ବରୁ କରିଛନ୍ତି ସନ୍ୟାସ ଘୋଷଣା

ଟିମ ଇଣ୍ଡିଆକୁ ବିଜୟ କରେଇଥିବା କପ୍ତାନ ମହେନ୍ଦ୍ର ସିଂହ ଧୋନୀଙ୍କ ସନ୍ୟାସ ଏକ କାହାଣୀ ହୋଇ ରହିଯାଇଛି, ଅସଲରେ ଆଇଶିଶି ବିଶ୍ଵ କପ ୨୦୧୯ ର ସେମି ଫିନାଲେ ରେ ଅନ୍ତିମ ଥର ପାଇଁ ଜର୍ସି ରେ ଲୋକ ଦେଖିବାକୁ ପାଇଥିଲେ । ଆରମ୍ଭରେ ଦିଗ୍ଗଜ ଖେଳାଳି ଦୁଇ ମାସ ପାଇଁ ବ୍ରେକ ପାଇଁ କହିଥିଲେ କିନ୍ତୁ ଏବେ ପର୍ଯ୍ୟନ୍ତ ଫେରି ଆସି ପାରି ନାହାନ୍ତି, ତେବେ ଭାରତୀୟ କ୍ରିକେଟ ରେ ଧୋନୀଙ୍କ ଫେରିବା ରାସ୍ତା ସମସ୍ତେ ଦେଖୁଛନ୍ତି ।

କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ ଧୋନୀ ସନ୍ୟାସ ନଉଛନ୍ତି ବା ଖେଳିବେ ଏବଂ ଏହା ଏଥିପାଇଁ ମଧ୍ୟ ସ୍ପଷ୍ଟ ହୋଇ ନାହିଁ କାହିଁକିନା ଧୋନୀ ଏହି ବାବଦରେ ଅଧିକାରକ ରୂପରେ କିଛି କହିନାହାନ୍ତି ।

କିନ୍ତୁ କଣ ଆପଣ ଏହି କଥା ଜାଣିଛନ୍ତି ଯେ ଧୋନୀଙ୍କ ପରେ ଟିମରେ ଆସିଥିବା ଖେଳାଳି ତାଙ୍କ ଆଗରୁ ସନ୍ୟାସ ନେଇ ସାଇଲେଣି, ତେବେ ଆସନ୍ତୁ ଜାଣିବା ଏମିତି ୫ଟି ଖେଳାଳି ବିଷୟରେ ଯିଏ ଧୋନୀଙ୍କ ପରେ ଆସି ତାଙ୍କ ଆଗରୁ ସନ୍ୟାସ ନେଇ ଗଲେଣି ।

୧. ଅମ୍ବାତି ରାୟଡୁ :

ଭାରତୀୟ ଟିମ ମଧ୍ୟ କ୍ରମ ବିସ୍ଫୋଟକ ବଲ୍ଲେବାଜ ଅମ୍ବାତି ରାୟଡୁ ୨୦୧୩ରେ ଡେବ୍ୟୁ କରିଥିଲେ, ନିଜ ଭଲ ବୋଲିଙ୍ଗ ପାଇଁ ବହୁତ କମ ସମୟରେ ରାୟଡୁ ଟିମରେ ପ୍ରମୁଖ ବୋଲର ହୋଇ ଯାଇଥିଲେ । କିଛି ଦିନ ପରେ ତାଙ୍କୁ ଇଗନୋର କରା ଗଲା ତେବେ ଦୁଇ ଥର ଏମିତି ହେଲା ପରେ ରାୟଡୁ ନିଜେ ସନ୍ୟାସ ନବା ପାଇଁ ଘୋଷଣା କଲେ ।

୨. ପ୍ରଜ୍ଞାନ ଓଝା :

ଭାରତୀୟ ଟିମ ସ୍ପିନ ବଲର ପ୍ରଜ୍ଞାନ ଓଝା ମହେନ୍ଦ୍ର ସିଂହ ଧୋନୀ କପ୍ତାନ ହେଲା ବେଳେ ୨୦୦୮ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଡେବ୍ୟୁ କରିଥିଲେ, କିନ୍ତୁ ଓଝା କରିୟର ଅଧିକ ଲମ୍ବା ହେଲା ନାହିଁ ତେବେ ଫର୍ମରେ ରହିବା ପରେ ମଧ୍ୟ ତାଙ୍କୁ ଟିମରୁ ବାହାର କରିଦିଅ ଗଲା ଓ ସେ ୨୧ ଫେବୃଆରୀ ୨୦୨୦ ରେ ସଁୟାସ ଘୋଷଣା କରିଥିଲେ ।

୩. ମୁନାଫ ପଟେଲ :

ଭାରତୀୟ କ୍ରିକେଟ ଟିମ ରେ ସବୁଠାରୁ ସ୍ପିଡ ବଲର ୩୬ ବର୍ଷ ର ଥିଲେ ତାଙ୍କ ନା ମୁନାଫ ପଟେଲ ଅଟେ ଯିଏ ୨୦୦୬ରେ ନିଜ କେରିୟର ଆରମ୍ଭ କରିଥିଲେ ଓ ୨୦୧୮ରେ ସଁୟାସ ନେଇ ଗଲେ ।

୪. ମନପ୍ରିତ ଗୋନି :

ମନପ୍ରିତ ଗୋନି କେରିୟର ଦରକାର ଠାରୁ ଅଧିକ ଛୋଟ ଥିଲା, ୨୦୦୮ରେ ମହେନ୍ଦ୍ର ସିଂହ ଧୋନୀ ସହ ହଙ୍ଗକଙ୍ଗ ରେ ଖେଳିଥିଲେ ଓ ଜୁନ ୨୦୧୯ ରେ ସଁୟାସ ଘୋଷଣା କରିଥିଲେ ।

୫. ପ୍ରବୀଣ କୁମାର :

ପ୍ରବୀଣ କୁମାର ଭାରତୀୟ କ୍ରିକେଟ ଟିମ ରେ ୨୦୦୭ ରେ ଆସିଥିଲେ ଯାହା ପରେ ତାଙ୍କ ପ୍ରଦର୍ଶନ ବଲର ରୂପରେ ଭଲ ଥିଲା କିନ୍ତୁ ଅଧିକ ଲମ୍ବା ହୋଇ ପାରିଲା ନାହିଁ । ୨୦୧୮ରେ ସେ ଖେଳ ଠାରୁ ସଁୟାସ ନେଇ ଗଲେ ।

Leave a Reply

Your email address will not be published. Required fields are marked *