ବର୍ତ୍ତମାନ ଚାରିଆଡେ ଆପଣଙ୍କୁ କେବଳ ଗୋଟିଏ ନାଁ ଶୁଣିବାକୁ ମିଳୁଥିବ ଓ ତାହା ହେଉଛି ମ-ହା-ମା-ରୀ । ସମସ୍ତଙ୍କ ମୁହଁରେ ଏହି ସମୟରେ କେବଳ ମ-ହା-ମା-ରୀ ହିଁ ଅଛି ।
ଏମିତିରେ ଏହି ରୋ-ଗ ଦିନକୁ ଦିନ ଯେତେ ବଢିବାରେ ଲାଗିଛି ଲୋକମାନେ ସେତିକି ଅଧିକ ଆହୁରି ଆତଙ୍କିତ ହେଉଛନ୍ତି । କିନ୍ତୁ ଆତଙ୍କିତ ହେବା ପରିବେର୍ତ୍ତେ ଯଦି ଆପଣ ଘରେ ରହି କିଛି ମେଡିଟେସନ ଓ ଯୋଗ ଇତ୍ୟାଦି କରିବେ ତେବେ ଆପଣ ନିଜକୁ ସୁସ୍ଥ ରଖିବା ସହିତ ମ-ହା-ମା-ରୀରୁ ବି ମୁକ୍ତି ପାଇ ଯିବେ ।
ଆଜି ଆମେ ଆପଣଙ୍କୁ କିଛି ସରଲ ମେଡିଟେସନ ବିଷୟରେ କହିବୁ ଯାହାକୁ ଆପଣ ଘରେ ରହି କରି ପାରିବେ । ପ୍ରଥମେ ଆପଣ ନାକ ଦ୍ଵାରା ଗଭୀର ନିଶ୍ଵାସ ନିଅନ୍ତୁ ଏହା ପରେ ମୁହଁ ଦ୍ଵାରା ଫୁଙ୍କି ଦିଅନ୍ତୁ ।
ଆପଣ ଯେତେ ଅଧିକ ସମୟ ଧରି ଫୁଙ୍କିବେ ଆପଣଙ୍କ ଫୁସଫୁସ ଅକ୍ସିଜେନକୁ ସେତିକି ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇବାକୁ ଚେଷ୍ଟା କରିବ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଫୁସୁଫସରେ କୌଣସି ବି ପ୍ରକାରର ଇନଫେକସନ ହେବ ନାହିଁ । ଦ୍ଵିତୀୟ କଥା ହେଉଛି ଆପଣ ଓଁ ର ଉଚ୍ଚାରଣ କରନ୍ତୁ । ଆପଣ ଗଭୀର ନିଶ୍ଵାସ ନେଇ ଓଁର ଉଚ୍ଚାରଣ କରନ୍ତୁ । ଏହିଭଳି ଅଧିକ ସମୟ କରିବା ଦ୍ଵାରା ଆପଣଙ୍କର ଫୁସଫୁସ ସୁସ୍ଥ ରହିବା ସହିତ ଆପଣ ବି ସୁସ୍ଥ ରହିବେ ।
ଏହିଭଳି କରିବା ଦ୍ଵାରା ଆପଣ ମ-ହା-ମା-ରୀ ଆପଣଙ୍କ ଶରୀରରେ ଜନ୍ମ ହେବ ନାହିଁ । ଯଦି ଆପଣ ଘରେ ରହୁଛନ୍ତି ତେବେ ଘରେ କୋ-ବି-ଡ ଟେସ୍ଟ କରିବାର ଗୋଟିଏ ସହଜ ଉପାୟ ଅଛି । ପ୍ରଥମେ ଆପଣ ଅକ୍ସି ମିଟରରେ ନିଜର ଅକ୍ସିଜେନର ଲେବୁଲକୁ ଚେକ କରନ୍ତୁ । ଯଦି ଅକ୍ସି ମିଟରରେ ଆପଣଙ୍କର ଅକ୍ସିଜେନର ଲେବୁଲ ୯୫ରୁ ଅଧିକ ଅଛି ତେବେ ଆପଣ ସୁସ୍ଥ ବ୍ୟକ୍ତି ଅଟନ୍ତି ।
କିନ୍ତୁ ଆପଣ କୋ-ବି-ଡ ଟେସ୍ଟ କରିବାକୁ ଚାହୁଁଛନ୍ତି ତେବେ ନିଜର ଅକ୍ସିଜେନର ଲେବୁଲକୁ ଚେକ କରିବା ପରେ ଘରେ ୬ ମିନିଟ ନିରନ୍ତର ଚାଳନ୍ତୁ । ଏହା ପରେ ପୁଣି ଥରେ ଅକ୍ସି ମିଟରରେ ନିଜର ଅକ୍ସିଜେନର ଲେବଲୁକୁ ଚେକ କରନ୍ତୁ । ଯଦି ସମାନ ପରିମାଣ ସାମ୍ନାକୁ ଆସୁଛି ତେବେ ଆପଣ ସୁସ୍ଥ ଅଛନ୍ତି । କିନ୍ତୁ ଯଦି ପ୍ରଥମେ ଆପଣଙ୍କର ୯୭ ଥିଲା ଚାଲିବା ପରେ ତାହା ୫ ପ୍ରତିଶତରୁ ଅଧିକ ପାର୍ଥକ୍ୟ ଦେଖାଉଛି ତେବେ ଆପଣଙ୍କ ଶରୀରରେ ଅକ୍ସିଜେନର ମାତ୍ରା କମ ଅଛି ।
କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଆପଣଙ୍କୁ ମ-ହା-ମା-ରୀ ହୋଇଛି । ଏହି ସମୟରେ ଆପଣ ଯଦି ଆମ ଦ୍ଵାରା କୁହାଯାଉଥିବା ଯୋଗ ଓ ମେଡିଟେସନ କରିବେ ତେବେ ଆପଣଙ୍କ ଶରୀରରେ ଅକ୍ସିଜେନର ଲେବୁଲ ଧୀରେ ଧୀରେ ବଢିବାକୁ ଲାଗିବ ।