ମହିଳା ମାନଙ୍କର ଏହି ଭୁଲ ନିଜ ସ୍ୱାମୀର ଆୟୁଷ କମାଇଥାଏ ବିବାହିତ ମହିଳା ଓ ପୁରୁଷମାନେ ନିଶ୍ଚୟ ଦେଖନ୍ତୁ ।

ଆମ ସମାଜରେ ନାରୀକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି ନାରୀ ବିନା ସୃଷ୍ଟିର ରଚନା ଅସମ୍ଭବ ନାରୀକୁ ଦେବତା ରୂପରେ ଆମ ଦେଶରେ ପୂଜା କରାଯାଏ କହିବାକୁ ଗଲେ ଦେବତା ମାନେ ମଧ୍ୟ ନାରୀକୁ ପୁଜା କରିଥାନ୍ତି । ନାରୀ ସମାଜର ଅନେକ ରୀତି ନୀତିକୁ ନେଇ ଚଳେ । ନାରୀ ନିଜର ପରିବାରର ସମସ୍ତ ନିତୁ ନିୟମକୁ ନେଇ ଚାଲିଥାଏ ନାରିପାଇଁ ଗୋଟିଏ ଘର ଘରେ ପରିଣତ ହୁଏ ଜୀବନରେ ପିଲା ଛୁଆ ବଡ଼ ସବୁକୁ ନେଇ ନାରୀ ନିଜର ସଂସାର ଗଢେ ଆମ ସମସ୍ତଙ୍କ ଜୀବନରେ ନାରୀଙ୍କର ଅବଦାନ ଶ୍ରେୟସ୍କର ।

Image Courtesy: Google

ବିବାହିତ ନାରୀକୁ ପୁରାଣରେ ସ୍ୱାମୀର ରକ୍ଷା କବଚ ଭାବରେ ବିବେଚନା କରାଯାଏ ସ୍ୱାମୀର ଜୀବନ ନାରୀର ବହୁତ କାର୍ଯ୍ୟରେ ବଢିଥାଏ ଓ କିଛି ଅନୈତିକ କାର୍ଯ୍ୟରେ ସ୍ୱାମୀର ଆୟୁଷ କମିଥାଏ । ବିବାହିତ ନାରୀକୁ ମାନି ଚାଲିବାକୁ ପଡେ ଅନେକ ନିୟମ ନିଜ ସଂସାର ପାଇଁ ସେ ସବୁବେଳେ ସଜାଗ ହୋଇ ରହିଥାଏ କିନ୍ତୁ କିଛି ସମୟରେ ନାରୀ କରିବସେ କିଛି ଏମିତି ଭୁଲ ଯାହା ତାହାର ପରିବାରକୁ ବିପଦରେ ପକାଇଦିଏ । କିଛି ଏମିତି ଭୁଲ ଯାହା ସ୍ୱମୁଙ୍କର ଆୟୁଷ କମାଇଦିଏ । ଆସନ୍ତୁ ଜାଣିବା ଏହି ସବୁ ଭୁଲ କଣ ।

Image Courtesy: Google

୧. କୌଣସି ମହିଳା କେବେ ଛିଡି ଯାଇଥିବା ମଙ୍ଗଳ ସୂତ୍ର କିମ୍ବା ଛିଡା ମାଳି ପିନ୍ଧନ୍ତୁ ନାହିଁ । ବହୁତ ସମୟରେ ଆମେ ଦେଖିବାକୁ ପାଇଥାଉ ଯେ ମହିଳାମାନେ ଟିକେ ଛଡିଥିବା ଜିନିଷ ମଧ୍ୟ ପିନ୍ଧନ୍ତୁ କିନ୍ତୁ ଏହା ଠିକ ନୁହେଁ ଏହା ଦ୍ୱାରା ସ୍ୱାମୀଙ୍କର ଆୟୁଷ କମିଥାଏ ବୋଲି ବିଶ୍ୱାସ ରହିଛି ।

୨. କେବେ ହେଲେ ଧଳା ଲୁଗା କିମ୍ବା ଧଳା ଚୁଡ଼ି ପିନ୍ଧନ୍ତୁ ନାହିଁ ଏହା ଜଣେ ବିବାହିତ ନାରି ପାଇଁ ଆଶୁଭ ଅଟେ । ସୁହାଗିନୀ ନାରୀ ଏହି ରଙ୍ଗର କପଡା ପିନ୍ଧିବା ଠିକ ନୁହେଁ ।

୩. ସ୍ତ୍ରୀ ଲୋକାମାନେ କେବଳ କଳା ରଙ୍ଗର ମାଳି କିମ୍ଭା କଳା ରଙ୍ଗର ମଙ୍ଗଳ ସୂତ୍ର ପିନ୍ଧନ୍ତୁ ଏହା ସ୍ୱାମୀକୁ ସମସ୍ତଙ୍କ କପି ଦୃଷ୍ଟିରୁ ବଞ୍ଚେଉଥାଏ । ଅନ୍ୟ ମହିଳାମାନଙ୍କର ମଙ୍ଗଳ ସୂତ୍ର ପିନ୍ଧନ୍ତୁ ନାହିଁ କିମ୍ଭା ପୁରୁଣା ମଙ୍ଗଳ ସୂତ୍ର କିଣିକି ପିନ୍ଧନ୍ତୁ ନାହିଁ।

Image Courtesy: Google

୪. ଆଜିକାଲିର ମହିଳାମାନେ ସିନ୍ଦୁର ପିନ୍ଧିବାକୁ ବୋଧ ହୁଏ ଭଲ ପାଉ ନାହାଁନ୍ତି କାରଣ ବହୁତ ମହିଳାମାନେ ସିନ୍ଦୁର ପିନ୍ଧୁ ନାହଁନ୍ତୁ ନଚେତ ଅଳ୍ପ ଟିକେ ମଥାରେ ଲାଗେଉଦେଉଛନ୍ତି ଏହା ଠିକ ନୁହେଁ ମହିଳା ଯେତେ ଗୋଲ କରି ଓ ସିନ୍ଥିରେ ସିନ୍ଦୁର ଲଗାଇବେ ସ୍ୱାମୀ ପାଇଁ ସେତେ ମଙ୍ଗଳ ଏହା ଦ୍ୱାରା ସ୍ୱାମୀର ଆୟୁଷ ବଢେ । ଆଜିକାଲିର ମହିଳାମାନେ ସିନ୍ଦୁର ନାଲଗେଇବାର କାରଣ କଣ ହୋଇପାରେ କମେଣ୍ଟରେ ନିହାତି ଲେଖନ୍ତୁ ।

Leave a Reply

Your email address will not be published. Required fields are marked *