ତେବେ ଦୁନିଆରେ ବହୁତ ପ୍ରକାର ମହିଳାଏ ଅଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ମହିଳାଙ୍କ ଚାଲି ବିଷୟରେ କିଛି ବିଶେଷ କଥା କହିବା ଯାଉଛୁ, କେଣୁ ମହିଳାଙ୍କ ମନରେ କଣ ଚାଲିଛି କିଏ ଖୁସି ଅଛନ୍ତି କିଏ ଦୁଃଖୀ ଅଛନ୍ତି ଓ କେଉଁ ମହିଳା ଚିନ୍ତାରେ ଅଛନ୍ତି ତାହା ଆପଣ କେବଳ ମହିଳାଙ୍କ ଚାଲି ଦ୍ଵାରା ଜାଣିପାରିବେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଚାଲି ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ କେଉଁ ମହିଳାଙ୍କ ମୁଡ କେମିତି ଆପଣ ଜାଣି ପାରିବେ ।

୧. ଫାଷ୍ଟ ଚାଲୁଥିବା ମହିଳା ମାନେ :
ଫାଷ୍ଟ ଚାଲିବା ମହିଳା ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ତାଙ୍କୁ କେବଳ ନିଜ କାମ ଠାରୁ ମତଲବ ହୋଇଥାଏ, କିଏ ତାଙ୍କ ବିଷୟରେ କଣ କହୁଛନ୍ତି ଓ ତାଙ୍କ ବିଷୟରେ କଣ ଭାବୁଛନ୍ତି ଏହାର ତାଙ୍କ ଉପରେ କିଛି ପ୍ରଭାବ ପଡିନଥାଏ । ଏହି ଭଳି ଝିଅଙ୍କୁ ପ୍ରେମରେ ପକେଇବା ବହୁତ କଷ୍ଟକର ହୋଇଥାଏ ଏହି ଭଳି ଝିଅ ଶୀଘ୍ର କାହାକୁ ପସନ୍ଦ କରନ୍ତି ନାହିଁ ଯାହାକୁ ଥରେ ପସନ୍ଦ କରନ୍ତି ଜୀବନ ସାରା ସେହି ଲୋକ ସହ ରହିବା ପସନ୍ଦ କରନ୍ତି ।

୨. ସ୍ଲୋ ଚାଲିବା ମହିଳା ମାନେ :
ସ୍ଲୋ ଚାଲୁଥିବା ମହିଳା ମାନେ କୌଣସି ଭାବନାରେ ବୁଡି ରୁହନ୍ତି ଏହି ଭଳି ମହିଳା ମାନେ କାହା ସହ ଚାଲିବା ପସନ୍ଦ କରନ୍ତି ଏହି ଭଳି ମହିଳାଙ୍କୁ ଏକୁଟିଆ କୌଣସି ଜାଗାକୁ ଯିବା ପସନ୍ଦ ହୋଇନଥାଏ ଏହି ଭଳି ମହିଳାଙ୍କୁ ଅନ୍ୟ ଲୋକଙ୍କୁ ସାହାଜ୍ଯ କରିବା ପାଇଁ ବହୁତ ଭଲ ଅନୁଭବ ହୋଇଥାଏ । ଏହି ଭଳି ମହିଳା କୌଣସି କାମ ଆରମ୍ଭ କଲେ ଏହାକୁ ପୂର୍ଣ ଅବଶ୍ୟ କରିଥାନ୍ତି ତେବେ କିଛି ସମୟ ଲାଗିଲେ ମଧ୍ୟ ସେ ନିଜ କାମ ସମାପ୍ତ କରନ୍ତି ।
୩. ଏକଟିବ :
ଏକଟିବ ମହିଳା ମାନେ ଚାଲୁଥିବା ବେଳେ ମଧ୍ୟ ଏକଟିବ ହୋଇଥାନ୍ତି ଏହି ମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଓ ଦେଖା ହୋଇଥିବା ଲୋକଙ୍କ ସହ କେମିତି ହବା ଉଚିତ ଓ କାହାକୁ କେତେ ମହତ୍ଵ ଦବା ଉଚିତ ଏହି ମହିଳାଙ୍କୁ ବହୁତ ଭଲରେ ଜଣା ଥାଏ । ଏହି ମହିଳାଙ୍କ ଜୀବନରେ ଏଣ୍ଟ୍ରି ମାରିବା ପାଇଁ ପୁଅ ପିଲାଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ ।

୪. ମଲ୍ଟିଟାସ୍କର :
ମଲ୍ଟିଟାସ୍କର ମହିଳାମାନେ ଚାଲିବା ସହ ଅନ୍ୟ କାମ ମଧ୍ୟ କରନ୍ତି ଯେମିତିକି କାହା ସହ ଫୋନରେ କଥା ହବା କୌଣସି କାମ ଯାହା ଫୋନ ଦ୍ଵାରା ହୋଇପାରେ ତାକୁ ସେ ଚାଲିବା ସହ ସମାପ୍ତ କରିଥାନ୍ତି ।
୫. ଷ୍ଟମ୍ପର୍ସ:
ଷ୍ଟମ୍ପର୍ସ ଏହି ଭଳି ମହିଳା ମାନେ ଗୋଡ ବାଡେଇକି ଚାଲିବା ପସନ୍ଦ କରିଥାନ୍ତି ଏହି ଭଳି ମହିଳା ମାନେ ବହୁତ ରାଗି ହୋଇଥାନ୍ତି ଏହି ଭଳି ମହିଳାମାନେ ଛୋଟ ଛୁଆ ଭଳି ହୋଇଥାନ୍ତି ଏମିତି ମହିଳାଙ୍କୁ କନ୍ଦେଇବା ବା ଚିଢେଇଲେ ଏହି ମହିଳା ମାନେ ବହୁତ ଶୀଘ୍ର ରାଗି ଥାନ୍ତି ।