ନାରୀ ମାନଙ୍କ ନଜରରେ ଏହି ପୁରୁଷ ମହାମୂର୍ଖ ହୋଇଥାନ୍ତି

ଆପଣ ମାନେ ମହାତ୍ମା ବିଦୁରକୁ ଜାଣିଥିବେ ଯିଏ ମହାଭାରତ ଯୁଧରେ ହସ୍ତିନା ପୁର ମହାମନ୍ତ୍ରୀ ଥିଲେ । ତାଙ୍କ ବୁଦ୍ଧି ଓ କୌଶଳ ଦେଖି ମହାତ୍ମା ଭୀଷ୍ମ ତାଙ୍କୁ ହସ୍ତିନାପୁର ମହାମନ୍ତ୍ରୀ କରିଥିଲେ । ବିଦୂରଙ୍କ ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ସେ ନିଜେ ଧର୍ମରାଜ ଥିଲେ ସେଥିପାଇଁ ସେ ଭୁତ ଭବିଷ୍ୟ ସବୁ କିଛି ଜାଣୁଥିଲେ । ମହାତ୍ମା ବିଦୁର ବହୁତ ଥର ବହୁତ କଥା ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସମୟ ଓ ସ୍ଥିତି କାହାକୁ ଚାଡେ ନାହିଁ । ମହାତ୍ମା ବିଦୁର କହିଥିଲେ ଯେଉଁ ପୁରୁଷ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଓ ସମ୍ପର୍କ ରଖିବା ପାଇଁ ମାଙ୍କଡ ଭଳି ସ୍ତ୍ରୀ ମାନଙ୍କ ଆଗରେ ପରିକ୍ରମ ଦେଖାନ୍ତି ଏହି ଭଳି ପୁରୁଷଙ୍କୁ ସ୍ତ୍ରୀମାନେ ମହାମୂର୍ଖ କୁହନ୍ତି ।

Image Courtesy: Google

୧. ମହାତ୍ମା ବିଦୁର କହିଛନ୍ତି ଯେ ଯେଉଁ ପୁରୁଷ ମହିଳାଙ୍କ କାମରେ ଗୋଡ ପୁରେଇଥାଏ ସେହି ବ୍ୟକ୍ତିଙ୍କୁ ମହିଳାମାନେ ସମ୍ମାନ କରନ୍ତି ନାହିଁ ଏହି ଭଳି ପୁରୁଷଙ୍କୁ ମହିଳା ମାନେ କେବଳ ନିଜ ଆବଶ୍ୟକତା ଅନୁଯାଇ ବ୍ୟବହାର କରନ୍ତି । ଯେଉଁ ଲୋକ ମହିଳାନଙ୍କ କାମ ପାଖରେ ଠିଆ ହୋଇ ତାଙ୍କ ସହ କଥା ହୁଅନ୍ତି ତାଙ୍କ ସମ୍ମାନ କିଛି ରୁହେ ନାହିଁ ।

୨. ତେବେ ଯେଉଁ ପୁରୁଷ ସବୁବେଳେ ମହିଳାଙ୍କ ଆଗ ପଛରେ ବୁଲି ଥାନ୍ତି ଏହି ଭଳି ପୁରୁଷଙ୍କୁ ମହିଳାମାନେ ଭାଉ ଦିଅନ୍ତି ନାହିଁ ଓ ତାଙ୍କ ଠାରୁ ନିଜ କାମ କରାନ୍ତି, ଯେଉଁ ପୁରୁଷ ବାହାର ମହିଳାଙ୍କ କାମ କରିଥାଏ ଓ ନିଜ ଘର ମହିଳାଙ୍କ ସହ ଝଗଡା କରିଥାଏ ଏହି ଭଳି ପୁରୁଷଙ୍କ ସମ୍ମାନ କେହି କରନ୍ତି ନାହିଁ ।

Image Courtesy: Google

୩. ସ୍ତ୍ରୀ ମାନଙ୍କୁ ସେହି ଭଳି ପୁରୁଷ ଜମା ପସନ୍ଦ ନୁହନ୍ତି ଯିଏ ପର ପରିବାର ଥିଲେ ମଧ୍ୟ ପର ସ୍ତ୍ରୀ ସହ ସମ୍ବନ୍ଧ ରଖନ୍ତି କାହିଁକିନା ଏହି ଭଳି ମଣିଷ କେବଳ ସ୍ତ୍ରୀଙ୍କୁ ବ୍ୟବହାର ଭଳି ଜିନିଷ ମନେ କରିଥାଏ ।

୪. ଯେଉଁ ପୁରୁଷ ଧନୀ ନହେଲେ ମଧ୍ୟ ସ୍ତ୍ରୀ ମାନଙ୍କ ଆଗରେ ଧନୀ ହବାର ଅଭିନୟ କରିଥାଏ ଓ ବଡ ବଡ କଥା କହିଥାଏ ଏହି ଭଳି ପୁରୁଷର ମହିଳା ମାନେ ବ୍ୟବହାର କରି ଛାଡି ଦିଅନ୍ତି ଓ ଏହି ଭଳି ଲୋକଙ୍କୁ ସ୍ତ୍ରୀମାନେ ମହାମୂର୍ଖ କହିଥାନ୍ତି ।

Image Courtesy: Google

୫. ଯେଉଁ ପୁରୁଷ ନିଜ କାମ ସମାପ୍ତ ନକରି ଅନ୍ୟ ସ୍ତ୍ରୀଙ୍କ କାମ କରିବାରେ ଲାଗିଥାଏ ଏହି ଭଳି ପୁରୁଷ କେବେ ନିଜ ଜୀବନରେ ସଫଳତା ପ୍ରାପ୍ତ କରନ୍ତି ନାହିଁ । ଏହି ଭଳି ପୁରୁଷଙ୍କୁ କେହି ସମାନ କରନ୍ତି ନାହିଁ ତାଙ୍କ ନିଜ ସ୍ତ୍ରୀ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *