ନାରୀ ମାନଙ୍କର ସିନ୍ଦୁର ଧାରଣର ତରିକା ହୋଇଥାଏ ସ୍ଵାମୀଙ୍କ କରଜ ର କାରଣ, ଜାଣନ୍ତୁ ସିନ୍ଦୁର ଲଗାଇବାର ସଠିକ ତରିକା

ଭାରତୀୟ ସମାଜରେ ଜଣେ ବିବାହିତା ମହିଳାଙ୍କ ପ୍ରତୀକ ତାଙ୍କ ମଥା ସିନ୍ଦୁର ହୋଇଥାଏ, ସିନ୍ଦୁର ମହିଳାଙ୍କୁ ବିବାହିତା କରିଥାଏ । ଭାରତୀୟ ସମାଜରେ ଏହି ମାନ୍ୟତା ଅଛି କି ବିବାହିତା ମହିଳାଙ୍କୁ ନିଜ ସ୍ଵାମୀର ଲମ୍ବା ଆୟୁ ଏବଂ ସୁଖ ସମୃଦ୍ଧି ପାଇଁ ସ୍ତ୍ରୀଙ୍କୁ ସବୁବେଳେ ନିଜ ମଥାରେ ସିନ୍ଦୁର ଲଗେଇବା ଉଚିତ ଅଟେ । କିନ୍ତୁ ଆଜିକାଲି ର ନାରୀମାନେ ସେହି ପରି ସିନ୍ଦୁର ଲଗାଉ ନାହାନ୍ତି ଯେମିତି ଶାସ୍ତ୍ର ରେ କୁହା ଯାଇଛି ।

ଶାସ୍ତ୍ର ରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯଦି ସ୍ତ୍ରୀ ସଠିକ ଭାବରେ ସିନ୍ଦୁର ଲଗାଉ ନାହିଁ ତେବେ ଏହାର ପ୍ରଭାବ ସ୍ଵାମୀ ଉପରେ ପଡିଥାଏ ।

ସେଥିପାଇଁ ଯଦି ଆପଣ ଏହି ପରି ସିନ୍ଦୁର ଲଗଉଛନ୍ତି ତେବେ ନିଜ ଅଭ୍ୟାସ ବଦଳାଇ ଦିଅନ୍ତୁ କାହିଁକିନା ଆପଣଙ୍କ ଏହି ଭୁଲ ଅଭ୍ୟାସ ପାଇଁ ସ୍ଵାମୀ କରଜରେ ବୁଡି ପାରନ୍ତି ।

କେଉଁ ପ୍ରକାର ସିନ୍ଦୁର ଲଗେଇବେ ଓ କେମିତି ନୁହେଁ:

–      ଶାସ୍ତ୍ର ଅନୁଯାଇ ଯେଉଁ ସ୍ତ୍ରୀ ନିଜ ସିନ୍ଦୁର ଲୁଚେଇ ଦିଅନ୍ତୁ ତାଙ୍କ ସ୍ଵାମିଙ୍କୁ ସମାଜରେ ମାନ ସମ୍ମାନ ମିଳି ନଥାଏ ।

–      ଯେଉଁ ମହିଳା ନିଜ ମଥାରେ ଲମ୍ବା କରି ସିନ୍ଦୁର ଲଗାନ୍ତି ସେହି ମହିଳାଙ୍କ ସ୍ବାମୀଙ୍କୁ ସମାଜରେ ମାନ ସମ୍ମାନ ଓ ସବୁ ପ୍ରକାର ସଫଳତା ମିଳି ଥାଏ, ସବୁ ମହିଳାଙ୍କୁ ସିନ୍ଦୁର ମଥାରେ ଲାମ୍ବା କରି ଲଗେଇବା ଉଚିତ ଅଟେ ।

–      ଯେଉଁ ମହିଳା ନିଜ ମଥାରେ ତେଢା ମେଢା ସିନ୍ଥି ବନାନ୍ତି ଓ ସେହି ମଥାରେ ସିନ୍ଦୁର ଲଗାନ୍ତି ତାଙ୍କ ସ୍ବାମୀଙ୍କୁ କୌଣସି ପ୍ରକାର ସଫଳତା ପ୍ରାପ୍ତ ହୁଏ ନାହିଁ । ଶାସ୍ତ୍ର ଅନୁଯାଇ ବିବାହିତା ମହିଳାଙ୍କୁ ସବୁବେଳେ ନାକ ସିଧା ସିନ୍ଦୁର ଲଗେଇବା ଉଚିତ, ଏମିତି କଲେ ତାଙ୍କ ସ୍ବାମୀଙ୍କ ଭାଗ୍ୟ ଜାଗୃତ ହୋଇ ଥାଏ ।

–      ଯଦି ଆପଣ ଅଫିସ ଯାଉଛନ୍ତି ଓ ସବୁ ଦିନ ସିନ୍ଦୁର ଲଗେଇ ପାରିବେନି ତେବେ ଛୁଟି ବା ପର୍ବ ଦିନ ସିନ୍ଦୁର ନିଶ୍ଚିନ୍ତ ଲଗାନ୍ତୁ । ଯଦି ଆପଣ କେବେ ବି ସ୍ଵପ୍ନ ରେ ସିନ୍ଦୁର ଦେଖନ୍ତି ତେବେ ଏହା ବହୁତ ଶୁଭ ସଂକେତ ଅଟେ ।

–      ଅଗାଧୁଆ ସିନ୍ଦୁର ଭୁଲ କରି ବି ଲଗାନ୍ତୁ ନାହିଁ,  ଅନ୍ୟ କେଉଁ ମହିଳାଙ୍କ ହାତରୁ ସିନ୍ଦୁର ଲଗାନ୍ତୁ ନାହିଁ ଏହା ଉଚିତ ନୁହେଁ । ଯେବେ ବି ଆପଣ ନିଜ ମଥାରେ ସିନ୍ଦୁର ଲଗାଇବେ ମାଁ ପାର୍ବତୀଙ୍କୁ ଧ୍ୟାନ କରନ୍ତୁ କାହିଁକିନା ମାଁ ପାର୍ବତୀ ଅଖଣ୍ଡ ସୌଭାଗ୍ୟବତୀ ବରଦାନ ଦେଇଥାନ୍ତି ।

ଯଦି ଆପଣ ବି ସିନ୍ଦୁର ଲଗାଇବାରେ ଏହି ସବୁ ଭୁଲ କରୁଛନ୍ତି ତେବେ ଏହା ସୁଧାରୀ ଦିଅନ୍ତୁ ଦେଖିବେ ଆପଣଙ୍କ ସ୍ବାମୀଙ୍କର ଭାଗ୍ୟ ଉଜ୍ଜଳ ହେବ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *