ମଣିଷ ଚେହେରା ଭଳି ଦେଖା ଯାଉଥିବା ମାଛ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ- ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ରେ ଏହି ଭିଡିଓ ଜୋର ସୋରରେ ଭାୟରଲ ହେଊଛି, ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଚୀନ ର ଗୋଟେ ଗାଁ ନଦୀ ରେ ଗୋଟେ ମାଛ ଦେଖା ଯାଇଛି, ଯାହା ଚେହେରା ମଣିଷ ପରି ଦେଖା ଯାଉଛି । ସିସିଆଲ ମିଡିଆ  ରେ ଏହି ଭିଡିଓ ବହୁତ ଶୀଘ୍ର ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି, ଯେ ଏହା କିପରି ସମ୍ଭବ ।

ମଣିଷ ମୁହଁ ଭଳି ଦେଖା ଯାଉଥିବା ଏହି ମାଛ ଏବେ ଖୁବ ଚର୍ଚ୍ଚାର ବିଷୟ ହୋଇଛି ।

ଇଣ୍ଟର୍ନେଟରେ ଏହି ଭିଡିଓ ହଁଗାମା କରିଅଛି, ଏହି ଭିଡିଓ ରେ ମଣିଷ ଚେହେରା ମାଛ ଦେଖି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ଲୋକ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି କି ମାଛ ଚେହେରା ମଣିଷ ଭଳି କେମିତି ଦେଖା ଯାଉଅଛି । ୧୪ସେକେଣ୍ଡ ଏହି ଭିଡିଓ ରେ ମାଛ ପୂର୍ଣ୍ଣ ରୂପରେ ଦେଖା ଯାଉଛି ଓ ମାଛ ନଇ କୂଳକୁ  ଆସୁଛି ଏବଂ କିଛି ଖାଇବା ପାଇଁ ଚେଷ୍ଟା ମଧ୍ୟ କରୁଛି ସେହି ସମୟରେ ଆପଣ ଦେଖି ପାରିବେ ଏହି ମାଛ ର ମଣିଷ ଭଳି ନାକ, ଦୁଇଟି ଆଖି ଓ ମଣିଷ ପରି ପାଟି ମଧ୍ୟ ଅଛି ।

କିଛି ଖବର ଅନୁଯାଇ ଏହି ବିଡିଓ ଜଣେ ମହିଳା କରିଛନ୍ତି, ଚୀନର ମିୟାଓ ଗାଁର ଗୋଟେ ନଦୀ ରେ ଏହୀ ମାଛକୁ ଦେଖା ଯାଇଛି । ଏହି କ୍ଲିକକୁ ଚୀନୀ ମାଇକ୍ରୋବ୍ଲାଗିଂଗ ସାଇଟ ୱୀବୋ ଏବଂ ଏହା ପରେ କେତେକ ସୋଶିଅଲ ମିଡିଆ ପ୍ଲାର୍ଟଫର୍ମ ଉପରେ ଶେୟର କରା ଯାଇଛି । ଏହି ଭିଡିଓ କୁ ଟ୍ଵିଟର ଉପରେ ମଧ୍ୟ ଶେୟାର କରା ଯାଇଛି, ଯାହା ଏଯାଏ ୫ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଓ ତା ସହ ୧୭ହଜାର ଲାଇକ ଏବଂ ୫ହଜାର ରୁ ଅଧିକ ଋଟ୍ଵିଟ୍ସ ହେଇ ସାରିଲେଣି । ଯିଏ ଏହି ଭିଡିଓ କୁ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି ଓ ଚିନ୍ତା ରେ ପଡିଯାଉଛି କି ଏପରି ମଧ୍ୟ ହୋଇ ପାରେ କି ?

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *