ମହୁ ସହିତ କଣ ମିଶାଇ ଖାଇଲେ ଆଖି ର ଦ୍ରୁଷ୍ଟି ଶକ୍ତି 15 ଦିନ ମଧ୍ୟରେ ବଢିଥାଏ ? 10+ GK With Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ ।

ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ରାତିରେ ମୁହଁ ରେ କଣ ଲଗାଇ ଶୋଇବା ଦ୍ଵାରା ମୁହଁ ର ବ୍ରଣ ସମୁର୍ଣ୍ଣ ଭଲ ହୋଇଥାଏ ?

ଉତ୍ତର- ଭିଟାମିନ-ଇ କ୍ୟାପସୁଲ ।

2- ପ୍ରତିଦିନ ଖାଦ୍ୟ ରେ କଣ ମିଶାଇ ଖାଇବା ଦ୍ଵାରା ଖାଦ୍ୟ ହଜମ ଭଲ ଭାବେ ହୋଇଥାଏ ?

ଉତ୍ତର- କଞ୍ଚା ଲଙ୍କା ।

3- କେଉଁ ଫଳ କୁ ଛଡାଇବା ଦ୍ଵାରା ହାତ ର ପାପୁଲି ସାନିଟାଇଜ ହୋଇ ଯାଇଥାଏ ?

ଉତ୍ତର- କମଳା ।

4- ରାତିରେ ଖାଦ୍ୟ ଖାଇ ସାରିବା ପରେ କଣ ଖାଇଲେ ଖାଦ୍ୟ ହଜମ ହେବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର- ମରୀଚ ।

5- ଖାଇବା ତେଲ କୁ କେତେ ଥର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ?

ଉତ୍ତର- ଥରେ ।

6- କେଉଁ ଫଳ ର ରସ କୁ ଭାତୁଡି ରେ ଲଗାଇଲେ 7 ଦିନ ମଧ୍ୟରେ ସୁଖୀ ଝଡି ପଡିଥାଏ ?

ଉତ୍ତର- ଲାଉ ରସ ।

7- ବିଶ୍ଵ ର କେଉଁ ଦେଶରେ ମାତ୍ର 27 ଜଣ ଲୋକ ବାସ କରିଥାନ୍ତି ?

ଉତ୍ତର- ସିଲେଣ୍ଡ ।

8- ଏମିତି କେଉଁ ଗଛ ଅଛି ଯାହାର ଫୁଲ ବା ଫଳ ଓ ଗଛ କୁ ମଧ୍ୟ ରାନ୍ଧି କରି ଖାଇଥାଉ ?

ଉତ୍ତର- କଦଳୀ ଗଛ ।

9- ପଇଡ ପାଣି ପିଇବା ପରେ କଣ ଖାଇଲେ ମନୁଷ୍ୟ ର ମୃତ୍ୟୁ ହୋଇପାରେ ?

ଉତ୍ତର- କାକୁଡି ।

10- ମହୁ ସହିତ କଣ ମିଶାଇ ଖାଇଲେ ଆଖି ର ଦ୍ରୁଷ୍ଟି ଶକ୍ତି 15 ଦିନ ମଧ୍ୟରେ ବଢିଥାଏ ?

ଉତ୍ତର- ଅଶ୍ଵଗନ୍ଧା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *