ଶୋଇବା ସମୟରେ ଏହି ସବୁ ଭୁଲ କଲେ ଦରିଦ୍ରତା ଆସିଥାଏ ।

ବନ୍ଧୁଗଣ ନିଦ୍ରା ଆମ ଶରୀର ପାଇଁ କେତେ ଯେ ଆବଶ୍ୟକ ତାହା ଆପଣ ମାନେ ବହୁତ ଭଲ ବହେ ଜାଣିଥିବେ । ନିଦ୍ରା ଅଭାବ ରୁ ଶରୀର ରେ ନାନା ପ୍ରକାରର ରୋଗ ଦେଖା ଦେଇଥାଏ । ଓ ମାନସିକ ଦୁଶ୍ଚିନ୍ତା ମଧ୍ୟ ଦେଖା ଦେଇଥାଏ । ଏମିତିକି ଶୋଇବା ସମୟରେ ଛୋଟ ଛୋଟ ଭୁଲ ଆମ ମାନଙ୍କୁ ବିପଦରେ ପକାଇ ପାରେ । ଅନେକ ସମସ୍ଯା ମଧ୍ୟ ଦେଖା ଯାଇଥାଏ । ଆଜି ଆମେ ଜାଣିବା ଏମିତି କିଛି ଭୁଲ ବିଷୟରେ ଯାହାକୁ ଶୋଇବା ସମୟରେ କରିବା ଦ୍ଵାରା ଗରିବୀ ହେବାରା ସମ୍ଭାବନା ଦେଖାଯାଏ ।

1- ଶୋଇବା ସମୟରେ କେବେ ବି ଉତ୍ତର ଦିଗକୁ ମୁଣ୍ଡ ରଖିକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ବିଦ୍ୟା, ବୁଦ୍ଧି, ଧନ, ଆୟୁଷ କମ ହୋଇଥାଏ । କୌଣସି ବି ସ୍ଥିତି ରେ ଏମିତି କରିବା ଅନୁଚିତ ହୋଇଥାଏ ।

2- ଭୁଲରେ ବି ପଶ୍ଚିମ ଦିଗ କୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ । ଏମିତି କରିଲେ ଦୁଶ୍ଚିନ୍ତା ଓ ଦୁସ୍ଵପ୍ନ ଦେଖା ଯାଇଥାଏ । ଏଣୁ ପଶ୍ଚିମ ଦିଗକୁ କେବେ ବି ମୁଣ୍ଡ ରଖିକି ଶୋଇବା ଉଚିତ ନୁହେଁ ।

3- ପୂର୍ବ ଦିଗକୁ ମୁଣ୍ଡ ରଖିକି ସୋଇଲେ ବିଦ୍ୟା, ଧନ ଓ ଆୟୁଷ ବୃଦ୍ଧି ହୋଇଥାଏ । କିନ୍ତୁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ସବୁ ଦ୍ରୁଷ୍ଟି ରୁ ଠିକ ହୋଇଥାଏ । ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଧନ ଓ ବିଦ୍ୟା ବୃଦ୍ଧି ସହ ଶାରୀରିକ ଓ ମାନସିକ ବଳ ବୃଦ୍ଧି ହୋଇଥାଏ । ଦକ୍ଷିଣ ଦିଗ କୁ ଶ୍ରେଷ୍ଠ ହୋଇଥାଏ ।

4- ଯଦି ବୈବାହିକ ଜୀବନରେ କୌଣସି ସମସ୍ଯା ଚାଲିଛି କିମ୍ବା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଅସାନ୍ତି ବା କଳହ ଦେଖା ଯାଉଛି । ତେବେ ସ୍ଵାମୀ ନିଜ ବାମ ପଟେ ସ୍ତ୍ରୀ ଙ୍କୁ ଶୁଆଇବା ଉଚିତ ହୋଇଥାଏ । ଏହା କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖ ରେ କଟିଥାଏ ।

5- ଶୋଇବା ସେଯ ପାଖରେ ବା ଆପଣ ଯେଉଁ କୌଣସି ସ୍ଥାନରେ ସୋଇବେ ତାର ସାମ୍ନା ରେ ଆଇନା ବା ଦର୍ପଣ ରଖିବା ଉଚିତ ନୁହେଁ । ଏହା ବାସ୍ତୁ ଦୋଷ ଭାବେ ବିଚାର କରାଯାଏ ।

6- ରାତି ରେ ଭଲ ନିଦ୍ରା ପାଇଁ ସର୍ବଦା ବାମ କଡା ମାଡି କି ଶୋଇବା ଉଚିତ ହୋଇଥାଏ । ଯଦି ସର୍ବଦା ନୀରବ ରହିବାକୁ ଚାହୁଁ ଛନ୍ତି ତେବେ ଶୋଇବା ପୂର୍ବରୁ ହାତ ଓ ଗୋଡ ଧୋଇ କି ଶୋଇବା ଉଚିତ । ଏହା ପ୍ରତି ଦିନ କରିଲେ ନିରୋଗ ଜୀବନଯାପନ ବ୍ଯତୀତ ହେବ ।

7- ଯେଉଁ ମାନଙ୍କୁ ନିଦ ଠିକ ରେ ହେଉ ନାହିଁ ତେବେ ଶୋଇବା ପୂର୍ବରୁ 10 ରୁ 15 ମିନିଟ ଯାଏଁ ଦୀର୍ଘ ନିଶ୍ଵାସ ନିଅନ୍ତୁ । ଏପରି କରିବା ଦ୍ଵାରା ରାତି ରେ ଦୁସ୍ଵପ୍ନ ଆସିବ ନାହିଁ ଓ ଭଲ ନିଦ୍ରା ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *