ମଜା କଥା: ପୁଅ- ପାପା ଆମ ମ୍ୟାଡାମ କେତେ ମସ୍ତ ନା ବାପା- ପୁଅ ମ୍ୟାଡାମ ମା’ ସମାନ ହୋଇଥାନ୍ତି ପୁଅ- ତମକୁ ତ ଖାଲି ତମ ନିଜ…

ଜୋକସ ସଂସାରରେ ଆପଣକୁ ସ୍ଵାଗତ । ସବୁଥର ଭଳି ଏଥର ମଧ୍ୟ ଆପଣଙ୍କ ପାଇଁ ବହୁତ ବଢିଆ ମଜା କଥା ନେକରି ଆସିଛୁ । ଏହି ଜୋକସ ପଢି ଆପଣ ପୁରା ମସ୍ତ ହୋଇଯିବେ । ଇଏ ଆପଣଙ୍କ ସବୁ ଚିନ୍ତା ଦୂର କରିଦେବ, ଯଦି ଆପଣ ହସର କୋଷ୍ଟରରେ ରାଇଡ କରିବା ପାଇଁ ଚହୁଁଛନ୍ତି ତା ଜୟା ଶ୍ରୀରାମ କହି ଏହି ସବୁ ଜୋକସ  ଫଟାଫଟ ପଢୀ ନିଅନ୍ତୁ ଓ ହସର ଦୁନିଆରେ ହଜି ଯାଆନ୍ତୁ ।

ଜୋକ-୧

Image Courtesy: Google

ଗୋଟେ ପାର୍ଟିରେ ଗୋଟେ ସୁନ୍ଦରୀ ଝିଅ ପୁଅ ପାଖକୁ ଗଲା

ଝିଅ :- ଏକ୍ସକିଉଜ ମି ମୋର ଗୋଟେ ହାତରେ ପ୍ଲେଟ ଅଛି

ଓ ଆଉ ଗୋଟେ ହାତରେ ଗ୍ଲାସ ଅଛି, ଆପଣ ଦୟାକରି

ମୋ ଚେହେରାରୁ ଗୋଟେ ଜିନିଷ ହଟାଇ ଦେବ

ପୁଅ :- ହଁ ହଁ କାହିଁକି ନୁହେଁ । କେଉଁ ଜିନିଷ ହଟାଇବାର ଅଛି ।

ଝିଅ :- ତୁମର କୁକୁର ଭଳି ନଜର ।

Image Courtesy: Google

ଜୋକ-୨

ପପୁ :- ପଣ୍ଡିତ ଜି, ମୋ ବାହାଘର ଠିକ ହେଇପାରୁନି ।

କିଛି ଉପାୟ କୁହନ୍ତୁ ।

ପଣ୍ଡିତ :- ବଡ ଲୋକଙ୍କଠୁ ‘ସବୁବେଳେ ସୁଖୀ ରୁହ’ ର ଆଶୀର୍ବାଦ ନେବା ବନ୍ଦ କର ।

ଜୋକ-୩

ବିବାହର ୫ ବର୍ଷ ପରେ …..

ଭ୍ୟାଲେନଟାଇନ ଡେ ରେ ସ୍ଵାମୀ ସ୍ତ୍ରୀ ପାଇଁ ଧଳା ଗୋଲାପ ଆଣିଥିଲା ।

ସ୍ତ୍ରୀ :- ଇଏ କଣ ଧଳା ଫୁଲ ? ଭ୍ୟାଲେନଟାଇନ ଡେ ରେ ତ ରେଡ ରୋଜ ଦିଅନ୍ତି ନା ?

ପତି :- ଏବେ ଜୀବନରେ ଭଲପାଇବା ନୁହେଁ ଶାନ୍ତିର ଆବଶ୍ୟକ ରହିଛି ।

Image Courtesy: Google

ଜୋକ-୪

ଭଗବାନ ସବୁ ଲୋକକୁ ଅଲଗା ଅଲଗା ବନେଇଛନ୍ତି

କିନ୍ତୁ ଯେବେ ଚୀନର ବାରି ଆସିଲା ସେ ଥକି ଯାଇଥିଲେ

ସେଥିପାଇଁ କପି ପେଷ୍ଟ କରିଦେଲ, ଆଉ ଏବେ ତାର ପରିଣାମ ତ ଆପଣ ମାନେ ଦେଖୁଥିବେ

ଜୋକ-୫

ଗୋଟେ ସ୍ତ୍ରୀ ଲୋକ ଆଇ ଫୋନ ନେଇ ରାସ୍ତାରେ ଯାଉଥିଲା

ଗୋଡ ଖସି ପଡିଗଲା, କିଛି ଭାଙ୍ଗିବାର ଶବ୍ଦ ଶୁଣାଗଲା

ସେ ହୃଦୟର ସହିତ କହିଲା ” ଭଗବାନ କରନ୍ତୁ ହାଡ ହେଉ ”

Image Courtesy: Google

ଜୋକ-୬

ବାହାଘର ପ୍ରସ୍ତାବ :- ” ଝିଅ କଣ କରିଛି ??”

ଘର ଲୋକ :- ଇଏ ନାକେଦମ କରି ରଖିଛି, ୟାକୁ ନେଇଯାଏ ବାସ ।

ଜୋକ-୭

ପୁଅ- ପାପା ଆମ ମ୍ୟାଡାମ କେତେ ମସ୍ତ ନା

ବାପା- ପୁଅ ମ୍ୟାଡାମ ମା’ ସମାନ ହୋଇଥାନ୍ତି

ପୁଅ- ତମକୁ ତ ଖାଲି ତମ ନିଜ ଖୁସି ହିଁ ଦେଖା ଯାଉଛି

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *