ତେରେନାମ ଫିଲ୍ମରେ ଭିକାରୁଣୀ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ରିୟଲ ଲାଇଫରେ ଦେଖିବାକୁ ବହୁତ Hot ଏବଂ ବୋଲ୍ଡ

୨୦୦୩ ରେ ଆସିଥିବା ସଲମାନ ଖାନଙ୍କ ସୁପର ହିଟ ଫିଲ୍ମ ମଧ୍ୟରୁ ଗୋଟେ । ଏହି ଫିଲ୍ମଟି ସତ୍ୟ ଜୀବନୀ ଉପରେ ଆଧାରିତ ଥିଲା, ଏହି ଫିଲ୍ମଟି ତାମିଲ ଫିଲ୍ମ ସେଥୁ ରୁ ସଂରୁହିତ ହୋଇଥିଲା । ଏହି ଫିଲ୍ମରେ ସଲମାନ ରାଧେମୋହନ ଭୂମିକାରେ ଅଭିନୟ କରିଥିଲେ ।

ତେରେନାମ ର ଗୀତା ଓ ଡାଇଲଗ ଆଜିବି ଲୋକଙ୍କର ବହୁତ ପସନ୍ଦ । ଏହି ଫିଲ୍ମରେ ସଲମାନ ପାଗଳ ଆଶିକର ରୋଲ ନିଭାଇ ଥିଲେ ଓ ତାଙ୍କ ହେୟାର ସ୍ଟାଇଲ ଲୋକମାନଙ୍କୁ ଖୁବ ଆକର୍ଷିତ କରିଥିଲା । ସେଇ ଫିଲ୍ମରେ ତାଙ୍କ ଆକଟିଂ ଗୋଟେ ଗୋଟେ ଲୋକ ମାନଙ୍କର ମନରେ ଏବେ ବି ଜୀବିତ ରହିଛି ।

Image Courtesy: Google

ନିର୍ଜରା ରୋଲକୁ ଲୋକ ଭୂମିକା ଚାବଲାକୁ ପସନ୍ଦ କରିଥିଲେ । ପୁଣି କିଛି ମିନିଟ ପାଇଁ ଭିକାରୁଣୀ ରୂପରେ ଦେଖିଥିବା ଅଭିନେତ୍ରିକୁ  ଲୋକମାନଙ୍କୁ ବହୁତ ଇମୋସନାଲ କରିଦେଇଥିଲା । ଭିକାରୁଣୀର ରୋଲ କରିଥିବା ଅଭିନେତ୍ରୀର ନାମ ରାଧିକା ଚୌଧୁରୀ ଅଟେ ଏହି ଅଭିନେତ୍ରୀ ଫିଲ୍ମରେ ଘୁଙ୍ଗୀ ଭୂମିକରେ ଅଭିନୟ କରିଥିଲେ ।

Image Courtesy: Google

ଫିଲ୍ମରେ ପାଗଳ ଖାନା ଯାଉଥିବା ବେଳେ ସଲମାନ ଖାନକୁ ରୋକିବା ପାଇଁ  ଦଉଡୁଥିବା ଭିକାରୁଣୀ ଭଳି ସିନ ଆଜି ମଧ୍ୟ ଲୋକଙ୍କୁ ଇମୋସନାଲ କରିଦେବ । ଏହି ଫିଲ୍ମଟି ବହୁତ ହିଟ ହୋଇଥିଲା ।ରାଧିକା ତାଙ୍କ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । କିନ୍ତୁ ରାଧିକା ରିଅଲ ଲାଇଫରେ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି ।

Image Courtesy: Google

ରାଧିକା ୨୦ ଅକ୍ଟୋବର ୧୯୭୭ ରେ ଜନ୍ମ ଗ୍ରହଣ କରିଥିଲେ । ସେ ହିନ୍ଦୀ, ତେଲୁଗୁ ଓ ତାମିଲ ଫିଲ୍ମରେ କାମ କରିଛନ୍ତି । ରାଧିକା ଚୌଧରୀ ବଲିଉଡ ସହିତ ସାଉଥର ବହୁତ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ତେରେନାମରେ ଛିଣ୍ଡା କପଡାରେ ଦେଖାଦେଇଥିବା ରାଧିକା ରିଅଲ ଲାଇଫରେ ବହୁତ ଗ୍ଲାମରସ ଅଟେ ।

Image Courtesy: Google

ରାଧିକା ୧୯୯୯ରେ ତାମିଲ ଫିଲ୍ମ କନ୍ନୁ ପୁଦା, ପୋକୁ ଥେୟାରୁ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ ଟିଭି ସିରିୟାଲର ପ୍ରଡ଼କସାନ କରିଛନ୍ତି । ସେ ୨୦୧୦ ରେ  କଲ୍ଟ ଗ୍ୟାରା ଓ ୨୦୧୧ ରେ ଆଉଟ ସୁଟ ଭଳି ସିରିୟାଲ ବନାଇଛନ୍ତି ।

Image Courtesy: Google

ରାଧିକା ପୁନେ ୟୁନିଭର୍ସିଟିରେ ମାସ କମ୍ୟୁନିକେଶନରେ ମାଷ୍ଟର ଡିଗ୍ରି କରିଛନ୍ତି । ସେ ଅଲଗା ଅଲଗା ଭାଷାରେ ୩୦ ରୁ ଅଧିକ ଫିଲ୍ମରେ କମ କରିଛନ୍ତି । ତେରେନାମ ଫିଲ୍ମରେ ରାଧିକା ଚୌଧରୀ କେମିତି ଲାଗିଥିଲା ଆପଣ କମେଣ୍ଟ କରି ନିଶ୍ଚିତ କହିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *