ଗୋଟେ ପୁଅ ଗୋଟେ ଝିଅକୁ ପଚାରିଲା କୁଆଡେ ଯାଉଛ? ଝିଅଟି କହିଲା ଆତ୍ମହତ୍ୟା କରିବାକୁ, ପୁଅଟି କହିଲା ତେବେ ଏତେ….

ସବୁ ହେଲ୍ଥ ଏକ୍ସପର୍ଟ କୁହନ୍ତିକି ହସିବା ଦ୍ଵାରା ଆମର ଇମ୍ୟୁନସିଷ୍ଟମ ବହୁତ ଭଲ ରହିଥାଏ । ଏଥିରେ ବ୍ଲଡ଼ସରକୁଲେସନ ବଢିଥାଏ, ଯେଉଁ ତିରେ ହୃଦୟ ରୋଗ ହେବାର କମ ସମ୍ବାଭନା କମ ଥାଏ । ଆମେ ଶାରୀରିକ ଭାବରେ ହଲ୍କା ଅନୁଭବ କରିଥାଉ । ଯେଉଁଥିରେ ଆମ ସ୍ମରଣ ଶକ୍ତି ବଢି ଥାଏ । ଖୁସି ରହୁଥିବା ଲୋକ ସହିତ ସମ୍ପର୍କ ରଖିବାକୁ ଭଲ ପାଆନ୍ତି । ଏମିତି ଲୋକ ପରିବାର, ସମାଜ ଓ ଅଫିସରେ ବହୁତ ଲୋକପ୍ରିୟ ରହିଥାନ୍ତି ।

ଠିକ ସମୟରେ ବେରଙ୍ଗ ମାହୋଲରେବି ମଜା କଥା କହି ରଙ୍ଗ ଭରି ଦିଅନ୍ତି । ଏଥିରେ ବ୍ୟକ୍ତିତ୍ବ ଆକର୍ଷକ ହୋଇଥାଏ ଓ ଲୋକ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।

Image Courtesy: Google

୧. ସ୍ତ୍ରୀ ବାପ ଘରୁ ସାସୁଘରକୁ ଫେରିଲା ।

ସ୍ଵାମୀ ହସି ହସି କବାଟ ଖୋଲିଲା ।

ସ୍ତ୍ରୀ : ଏମିତି କଣ ପାଇଁ ହସୁଚ ।

ସ୍ଵାମୀ : ଗୁରୁଜୀ କହିଥିଲେ ଯେତେବେଳେ ବି ସମସ୍ଯା ସାମ୍ନାରେ ଦେଖିବ ତାର ହସି ହସି ସାମ୍ନା କରିବ ।

୨. ମାନୁଛି ତମ ହୃଦୟରେ ଆଉ କିଏ ଅଛି,

କିନ୍ତୁ ଆମକୁ ତମେ ଫୁସଫୁସରେ ଏଡଯଷ୍ଟ କରି ଦିଅ ।

Image Courtesy: Google

୩. ଗର୍ଲଫ୍ରେଣ୍ଡ ନଂ ପାପା କରିକି ସେଭ କରିଛି ।

ସ୍ତ୍ରୀ ନିଜେ ଆଣିକି ଫୋନ ଦିଏ ନିଆ ବାପାଙ୍କ ଫୋନ ଆସୁଛି ।

୪. ସ୍ତ୍ରୀ : ମୁଁ ସବୁଦିନ ପୂଜା କରୁଛି, କେବଳ ଥରେ ମତେ ଭାଗବ୍ନ କୃଷ୍ଣଙ୍କ ଦର୍ଶନ ମିଳି ଯାଉ ।

ସ୍ଵାମୀ : କେବଳ ଥରେ ମୀରାବାଈ ହୋଇ ବିଷ ପିଦିଅ କେବଳ କୃଷ୍ଣ ନୁହ ସବୁ ଦେବୀ ଦେବତାଙ୍କ ଦର୍ଶନ ମିଳିଯିବ ।

୫. ଯେତେବେଳେ ମୋ ବିବାହ ହବ ତା ପରେ ମୋ ଛୁଆ ହେବେ ଓ ଯେତେବେଳେ ସେ ବଡ ହୋଇ ସ୍କୁଲ ଯିବେ ମୁଁ ମୋ ଛୁଆଙ୍କୁ ବିନା ହୋମ ୱର୍କରେ ସ୍କୁଲ ପଠେଇବି ।

ତା ପରେ ସ୍କୁଲ ମେଡମ ତାକୁ ମୋ ନଂ ମାଗିବେ ।

Image Courtesy: Google

୬.ବାରରେ ଦୁଇ ଲୋକ ମଦ ପିଉଥିଲେ ।

ସେହି ସମୟରେ ଯିଏ ସବୁଠାରୁ ଅଧିକ ମଦ ପିଠିଲା କହିଲା – ୟାର ତୋ ମା ବହୁତ ସୁନ୍ଦର ଲାଗେ, ମତେ ସେ ବହୁତ ପସନ୍ଦ, ମୁଁ ତାକୁ ବହୁତ ଭଲ ପାଏ । ଏହି ବୟସରେ ମଧ୍ୟ ହିରୋଇନ ଭଳି ଦେଖା ଯାଏ ।

ବାରରେ ଥିବା ଲୋକ ଏହା ଶୁଣି ଶାନ୍ତ ଭାବିଲେ ଝଗାଡା ହବ ।

ସେହି ସମୟରେ ଦ୍ଵିତୀୟ ଲୋକଟି ଉଠିଲା ଓ କହିଲା ଘରକୁ ଚାଲ, ତମକୁ ନିଶା ବହୁତ ହେଇ ଯାଇଛି ବାପା ।

୭. ପାଉଁଜି ଶବ୍ଦ ସମସ୍ତଙ୍କୁ ପସନ୍ଦ କିନ୍ତୁ ଭାବିଲ ରାତି ଗୋଟେରେ ତମକୁ ସୁବେ ତେବେ କଣ ହବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *