ସ୍ୱାସ୍ଥ୍ୟ ପାଇଁ ହସିବା ନିହାତି ଜରୁରୀ, ଯେମିତି ହସିବା ଦ୍ଵାରା ମାନସିକ ଓ ଶାରୀରିକ ଥକାନ ଦୂର ହେବା ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକାଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ । ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ ।
ଜୋକ-୧
ଗୋଟେ ବାବଙ୍କ ଜ୍ଞାନ …..
ଜୀବନରେ ତିନୋଟି ଜିନିଷ କେବେ କରିବା ଉଚିତ ନୁହେଁ ।
ପ୍ରଥମ – ଲଭ ମ୍ୟାରେଜ
ଦିତୀୟ – ଆରେଞ୍ଜେ ମ୍ୟାରେଜ
ତୃତୀୟ – ମ୍ୟାରେଜ …..!!!
ଜୋକ-୨
ଗୋଟେ କୁଆଁରା ପିଲା – ମୁ ଦୁନିଆରା ସବୁ ଜାଗାକୁ ଯାଇଛି …
ଦୁନିଆରେ ଏମିତି କିଛି ଜାଗା ନାହିଁ, ଯେଉଣ୍ଠିକୁ ମୁଁ ଯାଇନି …!!!
ତାର ଦାଦା କହିଲେ – କେବେ ଶଶୁର ଘର ଯାଇଛୁ କି …?
ବିଚାର ମୁହଁ ତଳକୁ କରି ପଳେଇଲା ସେଠାରୁ ….!!!
ଜୋକ-୩
ପପୁ ବିବାହ ପୂର୍ବରୁ ୩୬ ଟି ଗୁଣ ମିଶିବ ଦରକାର ହୋଇଥାଏ,
ତାପରେବୀ ଭଲପାଇବା ହୋଇନଥାଏ !
କିନ୍ତୁ ସାଙ୍ଗ ହେବାକୁ ତିନିଟି ଗୁଣ ମିଳିଯାଏ ତ
କିଛି ଘଣ୍ଟାରେ ଅତୁଟ ପ୍ରେମ ହୋଇଯାଏ ….!!!
ଗପୁ :- କେଉଁ ତିନି ଗୁଣ …?
ପପୁ – ମୂର୍ଗା, ସିଗାରେଟ ଓ ଦାରୁ …!!!
ଜୋକ-୪
ପତ୍ନୀ ( ପତି କୁ ) – କେଉଁଠାକୁ ଜାଉଚ ?
ପତି – ମରିବାକୁ ଯାଉଛି … !!!
ପତ୍ନୀ – ସାଥିରେ ବ୍ୟାଗ ନେକି ଜାଅ …
ପତି ( ଆଶ୍ଚର୍ଯ୍ୟ ହୋଇ ) – କଣ ପାଇଁ
ପତ୍ନୀ – ଯଦି ମନ ବଦଳି ଜାଏତ ଆସିବା ସମୟରେ
ଦୁଇ କିଲୋ ଆଳୁ ଓ ଗୋଟେ କେଜି ପିଆଜ ନେଇକି ଆସିବ …!!!
ଜୋକ-୫
କେବେ ଏକେଲା ପଣ ବହୁତ କଷ୍ଟ ଦିଏତ …
ଘରର ସବୁ ଲାଇଟ ବନ୍ଦ କରି ଭୁତ ବାଲି ଫିଲ୍ମ ଦେଖ …
ରାଣରେ, କେବେ ଏକୁଟିଆ ଲାଗିବ ନାହିଁ,
ସବୁବେଳେ ଲାଗିବକି କିଏ ପଛରେ ଅଛି ….!!!
ଜୋକ-୬
ପପୁ ଲାଇବ୍ରେରୀକୁ ଯାଇ ପଚାରିଲା
ଆତ୍ମହତ୍ୟା କରିବାର ବହି କିଛି ଅଛିକି …?
ଲାଇବ୍ରେରିଆନ ତାକୁ ଚାହିଁ କହିଲା ଓ କହିଲା ଫେରାଇବାକୁ କିଏ ଆସିବ …!!!
ଜୋକ-୭
ମହିଳା – ବାବା, ମୋର ଓ ମୋ ସ୍ଵାମୀ ଭିତରେ ଭଲପାଇବା କମ ହୋଇଗଲାଣି ..
କିଛି ଉପାୟ କୁହନ୍ତୁ… !!!
ବାବା – ବେଟା, ସନିବାରରେ ଫେସବୁକ ଓ ରବିବାରରେ ୱାଟଆପ୍ପର ଉପବାସ ରଖ,
ପୂର୍ବ ପରି ଭଲପାଇବା ଆସିଯିବ … !!!
ଜୋକ-୮
ସାଙ୍ଗ – ତୋ ସ୍ତ୍ରୀ ତୋତେ ଘରୁ କାହିଁକି ବାହାର କଲା…?
ପଠାନ – ତୁ କହିବାରୁ ଚେନ ଉପହାର ଦେଇଥିଲି, ସେଥିପାଇଁ …
ସାଙ୍ଗ – ଚେନ ଚାନ୍ଦିର ଥିଲାକି …?
ପଠାନ – ନା, ସାଇକେଲ ଚେନ ଥିଲା ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।