ଆଜି ଆମେ ଆପଣଙ୍କୁ ଶନିବାର ୫ ସେପ୍ଟେମ୍ବର ୨୦୨୦ ରାଶିଫଳ ବିଷୟରେ କହିବାକୁ ଯାଉଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :
ଆଜି ଆପଣ କିଛି ସଂଘର୍ଷ ସାମ୍ନା କରିବେ, ଏହା ଦ୍ଵାରା ସଫଳତା ପ୍ରାପ୍ତ ହବ ଏବଂ ଖୁସି ପ୍ରାପ୍ତ ହବ, ଆଜି ଦିନ ଆପଣଙ୍କ ପାଇଁ ଭଲ ହୋଇବ, ଗଣେଶ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଜୀବନରୁ ସବୁ ବିନାଶକାରୀ ଶକ୍ତି ଦୂର ହୋଇଯିବେ, ଆପଣଙ୍କ ଉପରେ ନୂଆ ଦାଇତ୍ଵ ଭାର ଆସି ପାରେ । ଆଜି ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ ।
ବୃଷ :
ଆଜି ଆପଣଙ୍କୁ କୌଣସି ଚିନ୍ତା କାରଣରୁ ମନ ବ୍ୟଥିତ ରହିବ, ଏନର୍ଜି କମ ହବ, ବୁଦ୍ଧି ଏବଂ ତର୍କ ଦ୍ଵାରା କାର୍ଯ୍ୟରେ ସଫଳତା ଯୋଗ ହୋଇବ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।ଆଜି ଘରେ ଦୁଖ ପାଇଁ ଘର ବାତାବରଣ ଦୂଷିତ ଅଟେ, ଧର୍ଜ୍ୟ ରାଖୀ କାର୍ଯ୍ୟ କରନ୍ତୁ । ଚାକିରି ରେ ଅଫସର ଲୋକଙ୍କ ସହ ଭୁଲ ବୁଝା ମଣା ହୋଇ ପାରେ । ଆଜି ଆପଣଙ୍କ ଯାତ୍ରା ସୁଖଦ ହୋଇବ, ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ଅଟେ ।
ମିଥୁନ :
ଆଜି ଆପଣଙ୍କୁ ନୂଆ କାମ ପାଇଁ ପ୍ରସ୍ତାବ ପ୍ରାପ୍ତ ହବ, ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ । ସମ୍ପର୍କୀୟ ଲୋକଙ୍କ ଘର କାମ ରେ ଆପଣଙ୍କୁ ସପୋର୍ଟ ମିଳି ପାରେ । କିଛି ଲୋକ ପାରିବାରିକ ସମସ୍ଯା ସାମ୍ନା କରିବେ, ଶାନ୍ତ ଓ ସକ୍ଷମ ରହିଲେ ସବୁ ପ୍ରକାର ସଫଳତା ପ୍ରାପ୍ତ କରିବେ ।

କର୍କଟ :
ଆଜି ସ୍ୱାସ୍ଥ୍ୟ ଦୁର୍ବଳ ରହିବ, ପେଟ ଖରାପ ହବାରୁ ଆପଣଙ୍କୁ ଅସୁବିଧା ହବ, ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଆଜି ଦିନ ବହୁତ ଭଲ ଅଟେ ।ଆର୍ଥିକ ସ୍ଥିତି ପାଇଁ ଦିନ ଉତ୍ତମ ଅଟେ, ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।
ସିଂହ :
ନିଜ ମନକୁ ଆଜି କେନ୍ଦ୍ରିତ କରିବା ପାଇଁ ଚେଷ୍ଟା କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ କିଛି ବଦଳିଯିବ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି । ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।
କନ୍ୟା :
ଆଜି ଆପଣଙ୍କ ଦିନ ଭଲ ନାହିଁ ଭାବି ଚିନ୍ତି କାମ କରନ୍ତୁ, ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହବ, ଆପଣଙ୍କ ବହୁତ ସମୟ ଧରି ପ୍ରତୀକ୍ଷା ଆଜି ସମାପ୍ତ ହବ, ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ, ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ ।

ତୁଳା :
ପାରିବାରିକ ଜୀବନ ସୁଖମୟ ଅଟେ, ସନ୍ତାନ ଦାଇତ୍ବ ପରି ପୂର୍ଣ ହୋଇ ପାରେ, କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ । ଆଜି ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ ।
ବିଛା :
ଆଜି ଆପଣଙ୍କ ମନ ଭଲ ରହିବ, ଘର ପରିବାର ସହ ସମୟ ବ୍ଯତୀତ କରିବେ, ଚାକିରି ପାଇଁ ଭଲ ଖବର ପାଇ ପାରନ୍ତି, ଏହି ରାଶି ଲେଖଙ୍କ ପାଇଁ ଦିନ ବହୁଇଟ ଶୁଭ ଅଟେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ ।
ଧନୁ :
ଧନୁ ରାଶି ଲୋକ କୌଣସି ପ୍ରବାକ ବାଦ ବିବାଦରୁ ବଞ୍ଚି ରହିବା ଉଚିତ, ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ, କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେତୁ ସମୁଚିତ ବ୍ୟବସ୍ଥା କରିବେ, ନିଜକୁ ସମୟ ଦିଅନ୍ତୁ ଓ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ଧନ ଖରଚ୍ରେ ବୃଦ୍ଧି ହବ, ଅନେତିକ କାର୍ଯ୍ୟ ଠାରୁ ଆପାନାଙ୍କୁ ଦୂରେଇ ରହିବା ଉଚିତ ଅଟେ ।

ମକର :
ଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଅନ୍ୟ ଲୋକଙ୍କ ସାହାଜ୍ଯ ଦ୍ଵାରା ଆପଣ ଆଜି ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରିବେ, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ । ଅଳପ ବହୁତ ଅସୁବିଧା ପାଇଁ ମନ ଚିନ୍ତା ରେ ରହିବ କିନ୍ତୁ ପରେ ସବୁ ଠିକ ରହିବ ।
କୁମ୍ଭ :
ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବଦଳିବାକୁ ଲାଗିବ, ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଦିନ ଅଟେ । କାର୍ଯ୍ୟ ରେ ଯାହା ଫଳ ପ୍ରାପ୍ତ ହେଉଛି ତାକୁ ମାନିକି ଚାଲନ୍ତୁ, ବିଦେଶ ଯାତ୍ରା କରି ପାରନ୍ତି ।
ମୀନ :
ଆଜି ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ଆପଣ ଦେଖା କରି ପାରିବେ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି । ଆଜି ଆଇନ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ, ଗାଡି ଚଳେଇବା ବେଳେ ସାବଧାନ ରୁହନ୍ତୁ ଭାଗ୍ୟରେ ଅସୁବିଧା ଅଟେ ।