ଯଦି ଆପଣଙ୍କ ଘରେ ପିମ୍ପୁଡି ଅଛନ୍ତି ତେବେ ବୁଝିଯାଆନ୍ତୁ ହେବାକୁ ଯାଉଛି କିଛି ଏମିତି…

ଆଜିକା ସମୟରେ ଲୋକ ଆଧୁନିକ କଥା ଅଧିକ ମାନୁଚନ୍ତି ଓ ଆଧ୍ୟାତ୍ମିକ କଥା କମ କିନ୍ତୁ ଏହା ସମସ୍ତଙ୍କ ଚିନ୍ତାଧାରା ଉପରେ ନିର୍ଭର କରିଥାଏ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟନ୍ତି ଓ ଆପଣଙ୍କୁ ବହୁତ ପ୍ରକାରରେ ସାହାଜ୍ଯ ମଧ୍ୟ କରିଥାନ୍ତି । ତେବେ ସମସ୍ତଙ୍କ ଘରେ ପିମ୍ପୁଡି ଦେଖିବାକୁ ମିଳିଥାନ୍ତି ତେବେ ପିମ୍ପୁଡି କେତେ ଆବଶ୍ୟକ ହୋଇଥାନ୍ତି ।

ପିମ୍ପୁଡି ବହୁତ ଶୁଭ ସଂକେତ ମଧ୍ୟ ଦିଅନ୍ତି ଓ ନକାରାତ୍ମକ ମଧ୍ୟ ହୋଇଥାନ୍ତି, ଘରେ ପିମ୍ପୁଡି ହବା ବହୁତ ଶୁଭ କିନ୍ତୁ ଶାସ୍ତ୍ର ଅନୁଯାଇ କୁହା ଯାଏ କଳା ପିମ୍ପୁଡି ବହୁତ ଶୁଭ ହୋଇଥାନ୍ତି ।

Image Courtesy: Google

ଯେଉଁ ଲୋକ କଳା ପିମ୍ପୁଡିକୁ ଅଟା ଖାଇବାକୁ ଦିଅନ୍ତି ତାଙ୍କୁ ବେକୁଣ୍ଠ ଧାମ ମିଳିଥାଏ । କଳା ହେଉ ବା ନାଲି ପିମ୍ପୁଡି ନିଜ ଓଜନ ଠାରୁ ୫୦ ଗୁଣ ଅଧିକ ଓଜନ ଉଠାଇ ଥାନ୍ତି ଓ ପିମ୍ପୁଡି ମଣିଷକୁ ବହୁତ କିଛି ଶିଖାଇ ଥାନ୍ତି । ଯେମିତିକି ନିଜ କ୍ଷମତା ଠାରୁ ଅଧିକ ପରିଶ୍ରମ କରିବା ପ୍ପିମ୍ପୁଡି ଶିଖାଇ ଥାନ୍ତି ଓ ନିଜ ସାମର୍ଥ୍ୟ ଠାରୁ ଅଧିକ କରିବା ପିମ୍ପୁଡି ମଣିଷକୁ ଶିଖାଇ ଥାନ୍ତି ଏହା ଛଡା କେମିତି ଅନୁଶାସନରେ ରହିବା ଉଚିତ ତାହା ମଧ୍ୟ ଆପଣ ପିମ୍ପୁଡି ଦ୍ଵାରା ଶିଖିଥାନ୍ତି

Image Courtesy: Google

କାହିଁକିନା ପିମ୍ପୁଡି ସବୁବେଳେ ଲାଇନରେ ଯାଇଥାନ୍ତି ଓ ବହୁତ ଶାନ୍ତି ଭାବନା ରଖିଥାନ୍ତି, ଯେଉଁ ପର୍ଯ୍ୟନ୍ତ ପିମ୍ପୁଡିକୁ ଆଘାତ ଲାଗି ନଥାଏ ସେ କାହାକୁ ହାନି କରି ନଥାଏ କିନ୍ତୁ କେହି ତାକୁ ଛୋଟ ଭାବି ଆଘାତ କରିଥାଏ ତେବେ ଛୋଟ ପିମ୍ପୁଡି ମଧ୍ୟ ହାତୀ ଭଳି ଯିବକୁ ହରାଇଥାଏ । ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି କଳା ପିମ୍ପୁଡିକୁ ଚାଉଳ ଅଟା ସହ ଚିନୀ ମିଶାଇ ଖାଇବାକୁ ଦେଇଥାଏ ସେହି ମଣିଷ ଜୀବନରୁ ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ ଓ ସେହି ଭଳି ଲୋକଙ୍କୁ କେବେ କୌଣସି ଅସୁବିଧା ହୋଇନଥାଏ ।

Image Courtesy: Google

ତେବେ ଶାସ୍ତ୍ରରେ କୁହା ଯାଇଛି ଯେ ଯେଉଁ ମଣିଷ ଜୀବନରେ ସବୁବେଳେ ବାଧା ଆସୁଛି ଓ ସେ ନିଜ ଅନୁଯାଇ କାର୍ଯ୍ୟ କରି ପାରୁ ନାହାନ୍ତି ଏହି ଭଳି ଲୋକଙ୍କୁ ନଡିଆ ପିମ୍ପୁଡିକୁ ଖାଇବାକୁ ଦବା ଉଚିତ ଏହା ଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିଥାଏ । ତେବେ ଭୁଲରେ ବି କେବେ କଳା ପିମ୍ପୁଡି ମାରନ୍ତୁ ନାହିଁ ଏହାକୁ ମାରିବା ଦ୍ଵାରା ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *