ଯଦି ଏହି ପାଞ୍ଚଟି ପକ୍ଷୀ ତୁମ ଘରକୁ ଆସିବା ଆରମ୍ଭ କରନ୍ତି ତେବେ ତୁମେ ବରବାଦ ହୋଇଯିବ

ବନ୍ଧୁଗଣ ଏହି ୫ ଟି ପକ୍ଷୀ ଏମିତି ହୋଇଥାନ୍ତି ସେମାନେ ଘରେ ବାସ ବନେଇବା ଦ୍ଵାରା ପରିବାରକୁ ପୁରା ପୁରୀ ବରବାଦ କରିଦିଏ ।ଏହା ଗର୍ଭବତୀ ମହିଳା ପାଇଁ ଶୁଭ ନୁହେଁ । ଏହି ୫ଟି ପକ୍ଷୀ ଭୁଲରେ ଆପଣଙ୍କ ଘରକୁ ଆସିବା ଠିକ ନୁହେଁ, ନୁହେଁତା ଖରାପ ହୋଇପାରେ । ଏହି କଥା ଅନ୍ଧ ବିଶ୍ବାସ ଲାଗିପରେ  କିନ୍ତୁ ପ୍ରାଚୀନ କାଳରୁ ଏହି ପରମ୍ପରା ଓ ସ୍ଥାନୀୟ ଲୋକଙ୍କ ଉପରେ ଆଧାରିତ  ଏହି କଥାକୁ ଲୋକ ଆଜି ମଧ୍ୟ ଠିକ ମାନୁଛନ୍ତି ।

ଆସନ୍ତୁ ଜାଣିବା ସେଇ ୫ ଟି ପକ୍ଷୀ କେଉଁ ମାନେ ଅଟନ୍ତି । ଯିଏ ଘରକୁ ଆସିବା ପରେ ପୁରା ଘରକୁ କଙ୍ଗାଳ ବନେଇଦେଇଥାଏ ।

Image Courtesy: Google

ବାଦୁଡି

ପୌରଣିକ ମାନ୍ୟତା ଅନୁସାରେ ଘର ଭିତରକୁ ବାଦୁଡି ପସିଯାଏତ ସେହି ଘରେ ରୋଗ, ମୃତ୍ୟୁ, ବରବାଦ ହୋଇଯାନ୍ତି ଲୋକ । କେତେକ ଲୋକଙ୍କ କହିବା ଅନୁଯାଇ ଘରେ ବାଦୁଡି ପଶିବା ଦ୍ଵାରା ପରିବାର ଭାଙ୍ଗିଯାଏ । ସେଘରେ ଛାଇଯାଏ ଦୁଃଖ ।

Image Courtesy: Google

କାଉ

କାଉ ଘରକୁ ବାର ବାର ଆସିଲେ ବା ବସା ବନେଇବା ଶୁଭ ହୋଇନଥାଏ । ସ୍ଵପ୍ନରେ କାଉ ଆସିବା ବହୁତ ପ୍ରକାର ସଙ୍କେତ ଦେଇଥାଏ । ସ୍ଵପ୍ନରେ କାଉର ଶବ୍ଦ ଶୁଣାଯିବା ବା ଘରେ ବସିବାର ଦେଖାଯିବା କେଉଁଠୁ ସମାଚାର ଆସିବାର ସୂଚନା ଦେଇଥାଏ ।

ଟିଟହରି

ଏମିତି ମାନ୍ୟତା ଅଛିକି  ଟିଟହରି ଯଦି ଗଛରେକି କାହା ଘରେ ହଠାତ ରହିବାକୁ ଲଗେତକେଉଁଠୁ ଭୂକମ୍ଫ ହେବାର ସଙ୍କେତ ଆସିପାରେ । କାରଣ ଏହି ପକ୍ଷୀ ସବୁବେଳେ ଜମିନ ଉପରେ ରହିଥାଏ । ତଳେହିଁ ଅଣ୍ଡା ଦେଇଥାଏ । ଘରେ ହଠାତ ବସିବା ଅଶୁଭ ହୋଇଥାଏ ।

 

Image Courtesy: Google

ପାରା

ଶାସ୍ତ୍ର ହିସାବରେ ଏମିତି ମନାଯାଏକି ଯଦି ଆପଣଙ୍କ ଘରେ ପାରା କି ଛୋଟ ଛୋଟ ପକ୍ଷୀ ବସା ବନେଇଛନ୍ତିତ ବହୁତ ଶୁଭ ବୋଲି କୁହାଯାଏ ।  ଏମିତି ମାନତି ଥାନ୍ତିକି ସେଇ ଘରେ ମାତା ଲକ୍ଷ୍ମୀ ରହିଥାନ୍ତି ଓ ଘରେ କେବେ ଅସୁବିଧା ହୋଇନଥାଏ । ଖୁଶିର ଲହରୀ ଖେଳିଥାଏ ।

Image Courtesy: Google

ପେଚା

ଯଦି ବାର ବାର ଘରକୁ ପେଚା ଆସୁଛି ଓ  ଗୋଟିଏ ଦିଗ ଆଡକୁ ବସି ଚିଲଉଛି ତ ବହୁତ ଅଶୁଭ ହୋଇଥାଏ । ଏମିତି କୁହାଯାକି ଠାରେ ଦୁଇଥର ଆସିବା ଦ୍ଵାରା ଘରେ ଖୁସି ଆସିଥାଏ ଓ ବାର ବାର ଆସିବା ଦ୍ଵାରା ବରବାଦିର ଲକ୍ଷଣ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *