IAS ଇନ୍ଟରଭିଉରେ ପଚରାଯାଇଥିବା କିଛି ପ୍ରଶ୍ନ, ଯାହାକୁ ପଢି ଦିମାଗ ଘୂରିଯିବ

ଆଇଏଏସ  ଇନ୍ଟରଭିଉରେ ବହୁତବାର ଏମିତି ପ୍ରଶ୍ନ ପଚରାଯାଏ ଏହା ବିଷୟରେ କ୍ୟାଣ୍ଡିଡେଟଙ୍କ ଅନୁମାନ କରିବା ବହୁତ ମୁସ୍କିଲ ହୋଇଥାଏ । ପ୍ରାୟ ପ୍ରଶ୍ନ ଏକାଡେମିକ ସହିତ ସମ୍ପର୍କ ନଥାଏ, ଖାଲି ଏହି କଥାର ପରୀକ୍ଷା କରିଥାନ୍ତିକି ଏମିତି ପରିସ୍ତିତିରେ କ୍ୟାଣ୍ଡିଡେଟ କେମିତି ରିଆକ୍ଟ କରିଥାନ୍ତି । ଏଥିରେ ସେମାନଙ୍କ ଉପସ୍ଥିତି ବୁଦ୍ଧି ପରୀକ୍ଷା କରାଯାଇଥାଏ । ତେବେ ଆଜି ଜାଣିବା ଆଇଏଏସ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଅଜିବ ପ୍ରଶ୍ନ , ଦେଖିବା ଆପଣ କେତୋଟିର ଉତ୍ତର ଜାଣିଛନ୍ତି ।

ପ୍ରଶ୍ନ :- କେବଳ ୨ ର ବ୍ୟବହାର କରି ୨୩ କେମିତି ଲେଖିପାରିବେ ?

Image Courtesy: Google

ଉତ୍ତର :- ୨୨+୨/୨

ପ୍ରଶ୍ନ :- ଗୋଟେ ଚୌକି ଉପରେ ପ୍ଲେଟରେ ଦୁଇଟି ଶେଉ ଅଛି ଓ ତାକୁ ଖାଇବା ପାଇଁ ତିନିଜଣ ଅଛନ୍ତିତ ତାକୁ କେମିତି ଖାଇବେ ?

ଉତ୍ତର :- ଗୋଟେ ଚୌକି ଉପରେ ଓ ଦୁଇଟି ପ୍ଲେଟରେ ଅଛି ମାନେ ମିଶାଇକି ତିନୋଟି ଶେଉ ଅଛି । ତିନିଜଣ ଜକ ଗୋଟିଏ ଗୋଟିଏ ଖାଇବେ ।

ପ୍ରଶ୍ନ :- ଲଗାତର ତିନୋଟି ଦିନ ନାମ କୁହ କିନ୍ତୁ ବୁଧବାର, ଶୁକ୍ରବାର, ଓ ରବିବାର ଯେମିତି ଆସିବନି ?

ଉତ୍ତର :- ୟେଷ୍ଟରଡେ, ଟୁଡେ, ଟୁମୋରୋ

Image Courtesy: Google

ପ୍ରଶ୍ନ :- ମୟୁର ଗୋଟେ ପକ୍ଷୀ ଅଟେ ଯିଏ ଅଣ୍ଡା ଦିଏନାହିଁ, ପୁଣି ମୟୁର ଛୁଆ କେମିତି ଜନ୍ମ ନିଅନ୍ତି ?

ଉତ୍ତର :- ଅଣ୍ଡା ମୟୂରୀ ଦେଇଥାଏ, ମୟୁର ନୁହେଁ ।

ପ୍ରଶ୍ନ :- ଗୋଟେ ଦୋସିକୁ ମୃତ୍ୟୁର ସଜା ଶୁଣାଗଲା ଓ ତିନୋଟି ଘର ଦେଖାଗଲା । ପ୍ରଥମ ଘରେ ନିଆଁ ଥିଲା, ଦିତୀୟରେ ହତ୍ୟାରେ ଥିଲା, ଓ ତୃତୀୟରେ ତିନୋଟି ବାଘ ଥିଲା । ଦୋଷୀ କେଉଁ ଘରକୁ ଯିବ ?

ଉତ୍ତର :- ବାଘ ଥିବା ଘରକୁ ଯିବ । କାରଣ ଯେଉଁ ବାଘ ତିନି ବର୍ଷରୁ ଭୋକିଲା ଥିଲା ସେ କେବେ ଜୀବିତ ନଥିବ ।

ପ୍ରଶ୍ନ :- ଗୋଟେ ଅଧା ଶେଉଭଳି  ଆଉ କଣ ଦେଖାଯାଏ ?

ଉତ୍ତର :- ଆଉ ଗୋଟେ ଅଧା ଶେଉ

ପ୍ରଶ୍ନ :- କେଉଁ ଜିନିଷ ଅଛି ଯାହା ଗରମ କରିବା ଦ୍ଵାରା ଜମିଯାଇଥାଏ ?

ଉତ୍ତର :- ଅଣ୍ଡା

Image Courtesy: Google

ପ୍ରଶ୍ନ :- ସେ କେଉଁ ଜିନିଷ ହୋଇଥାଏ ଯାହା ପୁରା ମାସରେ ଥରେ ଆସିଥାଏ ଓ ୨୪ ଘଣ୍ଟା ପୁରା ହେଲା ପରେ ପଳେଈ ଥାଏ ।

ଉତ୍ତର :- ତାରିଖ

ପ୍ରଶ୍ନ :- ଏମିତି କେଉଁ ଜିନିଷ ଅଛି ଯାହା ଜୀବନରେ ଦୁଇଥର ଫ୍ରୀ ମିଳିଥାଏ କିନ୍ତୁ ତୃତୀୟ ଥର ନୁହେଁ ?

ଉତ୍ତର :- ଦାନ୍ତ

ପ୍ରଶ୍ନ :- ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ

ଉତ୍ତର :- ପାସୱାର୍ଡକୁ ହିନ୍ଦୀରେ କୁଟ ଶବ୍ଦ କୁହାଯାଏ ।

Image Courtesy: Google

ପ୍ରଶ୍ନ :- ବ୍ୟାଙ୍କକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର :- ଅଧିକୋଶ

ପ୍ରଶ୍ନ :- ସେ କଣ ହୋଇଥାଏ ଯାହା ବର୍ଷ ଓ ଶନିବାରରେ କେବଳ ଗୋଟେଥର ଆସିଥାଏ ?

ଉତ୍ତର :- ବର୍ଷ ଓ ଶନିବାରରେ ଗୋଟେଥର ପୁଣି ହିନ୍ଦୀର ଅକ୍ଷର” ବ” ଆସିଥାଏ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *