ବଲୀଉଡରେ ଏହି ଭିଲନ ମାନଙ୍କ ରିଅଲ ଲାଇଫ ଝିଅ ମାନେ ଦେଖିବାକୁ ଅପ୍ସରୀ ଭଳି

ବଲୀଉଡ ଏମିତି ଗୋଟେ ଦୁନିଆ ଯେଉଁଠି ଯିଏ ଭଲ କାମ କଲା ତାକୁ କାମ ମିଳିଥାଏ ଓ ଦର୍ଶକ ମଧ୍ୟ ଜାଣିଥାନ୍ତି କିନ୍ତୁ ଯଦି ଆପଣ ଲଗାତାର ଚଳଚିତ୍ର କରିବେ ନାହିଁ ତେବେ ଲୋକ ଆପଣଙ୍କୁ ଭୁଲିଯିବେ ତେବେ ଏହା ପ୍ରାୟତଃ ଭିଲନ ମାନଙ୍କ ସହ ଘଟିଥାଏ, ଭିଲନ ମାନେ ବହୁତ କଷ୍ଟକରି ଅଭିନୟ ପାନ୍ତି ଓ ଦର୍ଶକଙ୍କ ଭଲ ରେସ୍ପୋଂସ ନ ଆସିଲେ ଆର ଫିଲ୍ମରେ ଭିଲନ ଚେଞ୍ଜ ହୋଇଯାନ୍ତି କିନ୍ତୁ ବଲୀଉଡ ଜଗତରେ ଏମିତି କିଛି ଭିଲନ ଅଛନ୍ତି ଯାହା ନିଜ ଅଭିନୟ ଦ୍ଵାରା ଦର୍ଶକଙ୍କ ମନରେ ଭଲ ଛବି ଆଙ୍କି ଛନ୍ତି ଯାହାକୁ ଲୋକ କେବେ ଭୁଲିବେ ନାହିଁ ।

୧. ସଞ୍ଜୟ ଦତ୍ତ :

Image Courtesy: Google

ଆପଣ ମାନେ ସମସ୍ତେ ସାଞ୍ଜୁ ବାବାଙ୍କୁ ଜାଣିଥିବେ ତେବେ ସଞ୍ଜୟ ଦତ୍ତ ହିରୋ ଓ ଭିଲନ ଦୁଇଟି ଅଭିନୟ ବହୁତ ଭଲ ଭାବରେ କରି ପାରନ୍ତି, ତାଙ୍କ ପର୍ଶନାଲିଟି ଅନୁଯାଇ ତାଙ୍କୁ ଦୁଇଟି ରୋଲ ସୁଟ କରିଥାଏ, ତେବେ ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ଦ୍ଵାରା ତ୍ରିଶାଲା ଅଛନ୍ତି ତାଙ୍କ ଝିଅ ଓ ମାନ୍ୟତା ଦତ୍ତ ଦ୍ଵାରା ତାଙ୍କ ଛୋଟ ଝିଅ ଇକାରା ଅଟନ୍ତି । ତ୍ରିଶାଲା ବର୍ତମାନ ବଡ ହୋଇଯାଇଛନ୍ତି ଓ ବହୁତ ଶୀଘ୍ର ବଲୀଉଡରେ ଡେବ୍ଯୁ କରିବେ ବୋଲି ଖବର ଆସିଛି, ତେବେ ଇକାରା ଏବେ ଛୋଟ ଅଛନ୍ତି ଓ ପାଠ ପଢୁଛନ୍ତି ।

Image Courtesy: Google

୨. ଶକ୍ତି କପୁର :

ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଶକ୍ତି କପୁର ବଲୀଉଡ ଦୁନିଆ କେତେ ବଡ ଭିଲନ ଥିଲେ ସେ ଖଳନାୟକ ସହ କାମେଡି ମଧ୍ୟ ଏତେ ଭଲ କରନ୍ତି ଯେ ପ୍ରାୟତଃ ଗୋବିନ୍ଦାଙ୍କ ଫିଲ୍ମରେ ଶକ୍ତି କପୁର ରହୁଥିଲେ ଏହା ଛଡା ବହୁତ ଫିଲ୍ମରେ ଶକ୍ତି କପୁର ନିଜ ଅଭିନୟ ଦ୍ଵାରା ଲୋକଙ୍କ ମନ କିଣିଛନ୍ତି, ତେବେ ବର୍ତମାନ ତାଙ୍କ ଝିଅ ଶ୍ରଦ୍ଧା କପୁର ନିଜ ଅଭିନୟ ଦ୍ଵାରା ଲୋକଙ୍କ ମନ କିଣି ନେଇଛନ୍ତି ତାଙ୍କ ସବୁ ଫିଲ୍ମ ସୁପର ଡୁପର ହିଟ ଚାଲିଛି ।

Image Courtesy: Google

୩. ମକ ମୋହନ :

ବଲୀଉଡ ଜଗତ ୭୦ ଓ ୮୦ ଦଶକ ଚଳଚିତ୍ର ପାଇଁ ମକ ମୋହନ ବହୁତ ଚଳଚିତରେ ଭିଲନ ଅଭନୟ କରିଥିଲେ କିନ୍ତୁ ତାଙ୍କୁ ସଫଳତା ତାଙ୍କ ସାମ୍ଭା ଅଭିନୟ ଫିଲ୍ମ ସୋଲେ ରେ ପ୍ରାପ୍ତ ହୋଇଥିଲା । ତାଙ୍କର ୨ଟି ଝିଅ ଅଛନ୍ତି, ଜଣେ ଫିଲ୍ମ ନିର୍ମାତା ଓ ଜଣେ ରାଇଟର ଅଟନ୍ତି । ଯିଏ ରାଇଟର ଅଟନ୍ତି ତାଙ୍କ ନାମ ମଞ୍ଜରି ଅଟେ ଯିଏ ଦ ଲାଷ୍ଟ ମାର୍ବଲ ଭଳି ଫିଲ୍ମ ଲେଖିଛନ୍ତି ଓ ତାଙ୍କ ଭଉଣୀ ବିନୀତା ବହୁତ ଭଲ ଡାଇରେକ୍ଟର ଅଟନ୍ତି, ବର୍ତମାନ ୨ ଭଉଣୀ ମଞ୍ଜରି ଦ୍ଵାରା ଲିଖିତ ଡେଜା ଡୋଲଫିନ ନାମକ ଫିଲ୍ମ ବନେଇବାରେ ଲାଗିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *