ପସନ୍ଦ କରନ୍ତୁ ଏହା ଭିତରୁ ଗୋଟେ ଓ ଜାଣନ୍ତୁ ପୂର୍ବ ଜନ୍ମ ସହିତ ଜଡିତ କିଛି ଖାସ କଥା 

ବନ୍ଧୁଗଣ କୁହାଯାଏକି ଜୀବନକୁ ବେଶୀ ଗଂଭୀର ଭାବରେ ନେବା କଥା ନୁହେଁ । ଯଦି ମନ କିଛି ଅଲଗା ଭାବିଥାଏତ କିଛି ଜିନିଷ ଲକ୍ଷ ରଖନ୍ତୁ ଯାହା କେବେ ଠିକ ହୋଇନଥାଏ । ଆପଣ କେତେବୀ ଚେଷ୍ଟା କରନ୍ତୁ ସେ ସମସ୍ୟାର ସମାଧାନ ଖୋଜି ପାନ୍ତି ନାହିଁ । ଏହିଭଳି ସ୍ଥିତିରେ ଏହା ସମ୍ଭବ ହୋଇପାରେକି ଏହି ସମସ୍ୟାର ସମାଧାନ ଆପଣ ଏହି ଜନ୍ମରେ ଖୋଜୁଛନ୍ତି ତାର ସମ୍ପର୍କ ଆପଣଙ୍କ ପୂର୍ବ ଜନ୍ମ ସମ୍ପର୍କ ଥାଇପାରେ । ସାଧାରଣତ ଆପଣଙ୍କ କ୍ୟାରିଅର, ବୈବାହିକ ଜୀବନ,ଲଭ ଲାଇଫ, ପରିବାର ଓ ପଇସା ପତ୍ରର ସମ୍ବଧ ଆପଣଙ୍କ ପୂର୍ବ ଜନ୍ମର କର୍ମ ଫଳ ସହିତ ସମ୍ପର୍କ ଥାଏ ।

ଯଦି ଆପଣ ଏହା ଜାଣିବାକୁ ଚହୁଁଛନ୍ତିକି ପୂର୍ବ ଜନ୍ମର କେଉଁ ସମସ୍ୟା ଆଜିବି ସେମିତି ଆପଣଙ୍କ ସହିତ ରହିଛି । ତେବେ ଆପଣଙ୍କୁ ଏହି ତିନୋଟି ଆକୃତିରୁ ଗୋଟିଏ ବାଛନ୍ତୁ ଓ ଜାଣନ୍ତୁ

Image Courtesy: Google

ଯଦି ଆପଣଙ୍କୁ ପ୍ରଥମ ଫୋଟ ଆକର୍ଷିତ କରିଛି ତେବେ ଆପଣଙ୍କ ସହିତ ସବୁଠୁ ବଡ ସମସ୍ୟା ଏହାକି ଖରାପ ସମ୍ପର୍କରୁ ବାହାରକୁ ଆସିବା ସକ୍ଷମ ନୁହଁନ୍ତି । ଆପଣ ଜିନିଷକୁ ଭୁଲି ଆଗକୁ ବଢିପାରନ୍ତି ନାହିଁ ଓ ନିଜକୁ ସେଇଠି ବାନ୍ଧିକି ରଖିଥାନ୍ତି । ସେହି ସମ୍ପର୍କ ଆପଣଙ୍କୁ କେତେବୀ ଅସୁବିଧା କରୁ । ଆପଣଙ୍କ ପୂର୍ବ ଜନ୍ମରେ ଆପଣ ଅଧିକାଂଶ ସମୟରେ ଏକା ରହି ଜୀବନ ବିତାଇଥିଲ । ନିଜର କହିଲାବାଲା କେହି ନଥିଲେ ହୋଇପାରେ ଏହି କାରଣ ଲାଗି ଆପଣ ଏକେଲା ରହିବା ପାଇଁ ଡରୁଛନ୍ତି । ଯେମିତିଆ ସମ୍ପର୍କ ବିହେଉ ଆପଣ ଛାଡି ପାରୁନାହାନ୍ତି ଓ ଆପଣଙ୍କ ଜୀବନସାଥି ଭିତରେ ଭଲ ଗୁଣ ଦେଖାଯାଉଛି । ସେଇ ବ୍ୟକ୍ତି ଆପଣଙ୍କ ପାଇଁ କେତେବୀ ବିସାକ୍ତ ହେଉ ।

Image Courtesy: Google

ଦିତୀୟ ଚିତ୍ର ଯଦି ଚୁଜ କରୁଛନ୍ତି ତାହେଲେ ପୂର୍ବ ଜନ୍ମରେ କିଛି ନିସ୍ପତି ନେଇଛନ୍ତି ଯାହା ଆପଣଙ୍କ ପାଇଁ ଠିକ ନୁହେଁ । ସେ କାରଣରୁ ଆପଣଙ୍କୁ ଶାରୀରିକ ଓ ମାନସିକ କଷ୍ଟ ଭୋଗିବାକୁ ପଡୁଛି । ଏମିତି ଘଟଣାର ସାମ୍ନା କରିବାକୁ ପଡିଛି ଯାହା ବହୁତ କଷ୍ଟପଦ ରହିଛି । ହେଇପାରେ ପୂର୍ବ ଜନ୍ମରେ ନେଇଥିବା ନିସ୍ପତି ଲାଗି ଆପଣ ଏହି ଜନ୍ମରେ କାହା ଉପରେ ବିଶ୍ଵାସ କରିପାରୁ ନାହାନ୍ତି । ଏହି ସମସ୍ୟାରୁ ବାହାରକୁ ଆସିବା ପାଇଁ ଆପଣଙ୍କ ପାଖରେ ବହୁତ ଉପାୟ ରହିଛି ।

Image Courtesy: Google

ଏମିତି ଗୋଟେ ଲୋକ କଥା ଅଛି ‘ସମସ୍ତଙ୍କର  କଥା ଶୁଣ କିନ୍ତୁ ତୁମ ମନ ହିସାବରେ କର । ଆପଣ ସମସ୍ତଙ୍କ ସହିତ କଥା ହେବେ କିନ୍ତୁ ଯଦି ସମସ୍ତଙ୍କୁ ସଜେସନ ମାଗିବେତ ନିଜ ପାଇଁ ଅସୁବିଧା ସୃଷ୍ଟି କରିବେ । ମାର୍ଗଦର୍ଶନ ଦେଇଥିବା ଲୋକଙ୍କ କଥା ମଧ୍ୟ ଅନେକ ସମୟରେ ଅସୁବିଧାରେ ପକାଇଥାଏ ।

Image Courtesy: Google

ଯଦି ଆପଣଙ୍କୁ ତୃତୀୟ ଚିତ୍ର ବେଶୀ ଆକର୍ଷିତ କରୁଛି ଆପଣଙ୍କ ପୂର୍ବ  ଜନ୍ମରେ ଧୋକା ଧଡିର ଶିକାର ହେବାକୁ ପଡିଛି । ଏହାର ପରିଣାମ ସ୍ୱରୂପ ଏହି ଜନ୍ମରେ ଆପଣ ଜାଣି ପାରୁନାହାନ୍ତି କାହା ଉପରେ ବିଶ୍ବାସ କରିବେ । ଏହି ଦ୍ଵିବିଧା ଲାଗି ଆପଣ ଭୁଲ ଲୋକ ଉପରେ ବିଶ୍ବାସ କରିବସୁଛନ୍ତି ଓ ଏହା ଦ୍ଵାରା ଲୋକ ଆପଣଙ୍କ ଭରସାକୁ ଭାଙ୍ଗି ଦେଉଛନ୍ତି । ଆପଣଙ୍କୁ ଆପଣଙ୍କର କଥାକୁ ଶୁଣିବା ଆବଶ୍ୟକ । କିନ୍ତୁ ବୀନା ବୁଝି ବିଚାରୀ କାମ କରିବା ଉଚିତ ନୁହେଁ । ଆପଣ ସେହି ଲୋକକୁ ସେତେବେଳେ ବିଶ୍ବାସ କରିବେ ଯେତେବେଳେ ଠିକ ସେ ସେହି ବ୍ୟକ୍ତିକୁ ବୁଝି ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *