ଗୋଟେ ଅକ୍ଷର ଭୁଲ ହେବ ଦ୍ୱାରା ଗୋଟେ ବହିର ୧୦ ଲକ୍ଷ କପି ଦୁଇ ଦିନରେ ବିକ୍ରି ହୋଇଗଲା, ଭୁଲ ଏହା ଥିଲା କି…

ସ୍ୱାସ୍ଥ୍ୟ ପାଇଁ ହସିବ ନିହାତି ଜରୁରୀ, ଯେମିତି ହସିବ ଦ୍ଵାରା ମାସିକ ଓ ଶାରୀରିକ ଥକାନ ଦୂର ହେବ ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ । ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ହସର ପସରା

ଜୋକ-୧

Image Courtesy: Google

ବର :- ଓଢଣି ଉଠାଇ କହିଲା ମୁଁ ଚେହେରା ଦେଖିବିକି  ?

କନ୍ୟା :- ହଁ, କିନ୍ତୁ ଦେଖିକି ଡିଲିଟ କରିଦେବ !!!

ଜୋକ-୨

ହଠାତ କୁଣୀଆକୁ ଦେଖି ବିଦେଶରେ

ଓ ଡିୟର!!! ୱାଟ ଏ ସରପ୍ରାଇଜ ?

ଓ ଆମ ଭାରତରେ

‘ ଇଏ ବି ଆଜି ମରିବାର ଥିଲା ଏହିଠାରେ ‘

Image Courtesy: Google

ଜୋକ-୩

ଖାଇବାର ପରେ ସଙ୍ଗେ ସଙ୍ଗେ ଶୋଇବା କଥା ନୁହେଁ  ।

ଗପୁ :- ପୁଣି କଣ କରିବାକୁ ହେବ ?

ପପୁ :- କିଛି ସମୟ ଫେସବୁକ ଓ ୱାଟଆପ ଚଲେଇବା ଉଚିତ !!!

ଜୋକ-୪

ଜ୍ଵାଇଁ ୧୪ ଦିନ ପର୍ଯ୍ୟନ୍ତ ଶଶୁର ଘରେ ଥିଲା

ସାସୁ :- ଜ୍ଵାଇଁ କେବେ ଯିବ ?

ଜ୍ଵାଇଁ :- କାହିଁକି ?

Image Courtesy: Google

ସାସୁ :- ବହୁତଦିନ ହୋଇଗଲାଣି

ଜ୍ଵାଇଁ :- ଆପଣଙ୍କ ଝିଅତ ଦସ ଦସ ମାସ ମୋ ଘରେ ରହୁଛି, ମୁଁ ତ ଯିବାକୁ କହୁନି …

ସାସୁ :- ଦାମାଦ ଜି ସେତ ତୁମଘରେ ବାହାହେଉଛି ?

ଜ୍ଵାଇଁ :- ଆଉ ମୁଁ କଣ ଏଠାରେ ଅପହରଣ ହୋଇ ଆସିଛି ?

ଜୋକ-୫

ଡାକ୍ତର :- ଚଷମା କାହା ପାଇଁ ବନେଇବ ?

ପପୁ :- ଶିକ୍ଷକଙ୍କ ପାଇଁ

ଡାକ୍ତର :-  କିନ୍ତୁ କାହିଁକି ?

ପପୁ :- କାରଣ ତାଙ୍କୁ ସବୁବେଳେ ମୁ ଗଧ ନଜର ଆସୁଛି ।

Image Courtesy: Google

ଜୋକ-୬

କିଛି ସ୍ତ୍ରୀ ଲୋକ ନଡିଆ କିଣିବା ସମୟରେ ତାକୁ

ସେତେ ପର୍ଯ୍ୟନ୍ତ କାନରେ ଲଗେଇ ହଲେଇ ଥିଲା

ଯେତେ ପର୍ଯ୍ୟନ୍ତ … ନଡିଆ ନିଜେ କହିପାରିବା ନାହିଁ :- ନିଅ ଭଉଣୀ, ମୁଁ ହିଁ ଅଟେ ।

ଜୋକ-୭

ଗୋଟେ ଅକ୍ଷର ଭୁଲ ହେବ ଦ୍ଵାରା ଗୋଟେ ବହିର ୧୦ ଲକ୍ଷ କପି

ଦୁଇ ଦିନରେ ବିକ୍ରି ହୋଇଗଲା …

ବାସ୍ତବରେ, ଏହି ଭୁଲ ସେଇ ବହିର ଟାଇଟେଲରେ ହିଁ ହୋଇଥିଲା..!!!

ବହିର ନାମ ଥିଲା – ‘ ଗୋଟିଏ ଭାରତୀୟ ଯିଏ ଆପଣଙ୍କ ଜୀବନ ବଦଳାଇ ପାରେ’

 

ଜୋକ-୮

ଶଶୁର – ମୋ ଝିଅର ଯତ୍ନ ନେଉଥିବ,

ତାର ଆଖିରେ ଯେମିତି ଲୁହ ନ ଆସେ

ଜ୍ଵାଇଁ – ଠିକ ଅଛି ପିଆଜ ମୁଁ କାଟି ଦେବି,

କିନ୍ତୁ ବାସନ ତ ତାକୁ ମାଜିବାକୁ ପଡିବ !!!

ଜୋକ-୯

ପପୁ – ଝଗଡା କରିବା ସମୟରେ ସ୍ତ୍ରୀର ମନ କେମିତି ବଦଳେଇବା ଦରକାର, ଜାଣିଛ ?

ଗପୁ – ନା, ତମେ କୁହ

Image Courtesy: Google

ପପୁ – ଖାଲି ଏତିକି କୁହ – ‘ ସୁନ୍ଦର ଅଛ ବୋଲି କିଛିବି କହିବ କି ‘?

ଏହା ୧୦୦ ପ୍ରତିଶତ କାମ ଦେବ !!!

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *