ଗୋଟେ କୁଆଁରା ପିଲା- ମୁ ଦୁନିଆରା ସବୁ ଜାଗାକୁ ଯାଇଛି, ଦୁନିଆରେ ଏମିତି କିଛି ଜାଗା ନାହିଁ, ଯେଉଁଠିକୁ ମୁଁ ଯାଇନି! ତାର ଦାଦା କହିଲେ- କେବେ…

ସ୍ୱାସ୍ଥ୍ୟ ପାଇଁ ହସିବା ନିହାତି ଜରୁରୀ, ଯେମିତି ହସିବା ଦ୍ଵାରା ମାନସିକ ଓ ଶାରୀରିକ ଥକାନ ଦୂର ହେବା ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକାଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ । ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ ।

ଜୋକ-୧

ଗୋଟେ ବାବଙ୍କ ଜ୍ଞାନ …..

ଜୀବନରେ ତିନୋଟି ଜିନିଷ କେବେ କରିବା ଉଚିତ ନୁହେଁ ।

ପ୍ରଥମ – ଲଭ ମ୍ୟାରେଜ

ଦିତୀୟ – ଆରେଞ୍ଜେ ମ୍ୟାରେଜ

ତୃତୀୟ – ମ୍ୟାରେଜ …..!!!

ଜୋକ-୨

ଗୋଟେ କୁଆଁରା ପିଲା – ମୁ ଦୁନିଆରା ସବୁ ଜାଗାକୁ ଯାଇଛି …

ଦୁନିଆରେ ଏମିତି କିଛି ଜାଗା ନାହିଁ, ଯେଉଣ୍ଠିକୁ ମୁଁ ଯାଇନି …!!!

ତାର ଦାଦା କହିଲେ – କେବେ ଶଶୁର ଘର ଯାଇଛୁ କି …?

ବିଚାର ମୁହଁ ତଳକୁ କରି ପଳେଇଲା ସେଠାରୁ ….!!!

ଜୋକ-୩

ପପୁ ବିବାହ ପୂର୍ବରୁ ୩୬ ଟି ଗୁଣ ମିଶିବ ଦରକାର ହୋଇଥାଏ,

ତାପରେବୀ ଭଲପାଇବା ହୋଇନଥାଏ !

କିନ୍ତୁ ସାଙ୍ଗ ହେବାକୁ ତିନିଟି ଗୁଣ ମିଳିଯାଏ ତ

କିଛି ଘଣ୍ଟାରେ ଅତୁଟ ପ୍ରେମ ହୋଇଯାଏ ….!!!

ଗପୁ :- କେଉଁ ତିନି ଗୁଣ …?

ପପୁ – ମୂର୍ଗା, ସିଗାରେଟ ଓ ଦାରୁ …!!!

ଜୋକ-୪

ପତ୍ନୀ ( ପତି କୁ ) – କେଉଁଠାକୁ ଜାଉଚ ?

ପତି – ମରିବାକୁ ଯାଉଛି … !!!

ପତ୍ନୀ – ସାଥିରେ ବ୍ୟାଗ ନେକି ଜାଅ …

ପତି ( ଆଶ୍ଚର୍ଯ୍ୟ ହୋଇ ) – କଣ ପାଇଁ

ପତ୍ନୀ – ଯଦି ମନ ବଦଳି ଜାଏତ ଆସିବା ସମୟରେ

ଦୁଇ କିଲୋ ଆଳୁ ଓ ଗୋଟେ କେଜି ପିଆଜ ନେଇକି ଆସିବ …!!!

ଜୋକ-୫

କେବେ ଏକେଲା ପଣ ବହୁତ କଷ୍ଟ ଦିଏତ …

ଘରର ସବୁ ଲାଇଟ ବନ୍ଦ କରି ଭୁତ ବାଲି ଫିଲ୍ମ ଦେଖ …

ରାଣରେ, କେବେ ଏକୁଟିଆ ଲାଗିବ ନାହିଁ,

ସବୁବେଳେ ଲାଗିବକି କିଏ ପଛରେ ଅଛି ….!!!

ଜୋକ-୬

ପପୁ ଲାଇବ୍ରେରୀକୁ ଯାଇ ପଚାରିଲା

ଆତ୍ମହତ୍ୟା କରିବାର ବହି କିଛି ଅଛିକି …?

ଲାଇବ୍ରେରିଆନ ତାକୁ ଚାହିଁ କହିଲା ଓ କହିଲା ଫେରାଇବାକୁ କିଏ ଆସିବ …!!!

ଜୋକ-୭

ମହିଳା – ବାବା, ମୋର ଓ ମୋ ସ୍ଵାମୀ ଭିତରେ ଭଲପାଇବା କମ ହୋଇଗଲାଣି ..

କିଛି ଉପାୟ କୁହନ୍ତୁ… !!!

ବାବା – ବେଟା, ସନିବାରରେ ଫେସବୁକ ଓ ରବିବାରରେ ୱାଟଆପ୍ପର ଉପବାସ ରଖ,

ପୂର୍ବ ପରି ଭଲପାଇବା ଆସିଯିବ … !!!

ଜୋକ-୮

ସାଙ୍ଗ – ତୋ ସ୍ତ୍ରୀ ତୋତେ ଘରୁ କାହିଁକି ବାହାର କଲା…?

ପଠାନ – ତୁ କହିବାରୁ ଚେନ ଉପହାର ଦେଇଥିଲି, ସେଥିପାଇଁ …

ସାଙ୍ଗ – ଚେନ ଚାନ୍ଦିର ଥିଲାକି …?

ପଠାନ – ନା, ସାଇକେଲ ଚେନ ଥିଲା ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *