ଝିଅଟି ବୟଫ୍ରେଣ୍ଡକୁ କହିଲା ମୁଁ ଛାତରୁ ଗଳି ମୋ ଗୋଡ ଫ୍ୟାକ୍ଚର ହୋଇଯାଇଛି! ପୁଅଟି ଆଶ୍ଚର୍ଯ୍ୟ ହୋଇ କହିଲା କେମିତି ? ତମେ ତ…

ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ  ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ ।

ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

Image Courtesy: Google

୧. ଝିଅ : ମୋ ଗୋଡ ଫ୍ୟାକଛାଡ଼ ହୋଇଯାଇଛି ।

ପୁଅ : ଓଃ କେମିତି କେବେ ?

ଝିଅ : ମୁଁ ଛାତରୁ ଗଳି ପଡିଲି ।

ପୁଅ : ତମେ କେମିତି ଛାତରୁ ଗଳି ପଡିଲ ତମେ ବା ବାପାଙ୍କ ପରି ଉଡି ଗଲନି ।

୨. ଟିଚର : ଏମିତି କୌଣସି ବ୍ୟବସାୟ କୁହ ଯାହା କୌଣସି ଜାଗାରେ ବି ଚାଲି ପାରେ ?

ଷ୍ଟୁଡେଣ୍ଟ : ମଦ ବ୍ୟାପାର ଏଇ ବେପାର ମସାଣିରେ ମଧ୍ୟ ଖୋଲିଲେ ବେପାର ହବ ।

Image Courtesy: Google

୩. ସ୍ତ୍ରୀ, ବସ ଆଉ ମୋଦୀଙ୍କ ମଧ୍ୟରେ ସମାନତା କଣ ?

ତିନି ଜଣ କେବଳ ନିଜ କଥା କୁହନ୍ତି ଆମ କଥା କେହି ଶୁଣନ୍ତି ନାହିଁ ।

୪. ଝିଅ ପାଖରେ ଠିଆ ହେଲେ ପୁରୁଷ ବଡରୁ ବଡ ଦରଜ ସହି ଯାଇଥାଏ ।

୫. ଟିଚର : ବୀରବଲ କିଏ ଥିଲେ ?

ପପୁ : ଜାଣି ନି ସର ।

ଟିଚର : ପାଠରେ ଧ୍ୟାନ ଦେଲେ ଜଣା ରହିବ ।

ପପୁ : ସର, ପ୍ରମୋଦ, ବିକ୍କି, ଗୋରବ କିଏ ?

ଟିଚର : ମୁଁ କେମିତି ଜାଣିବି ।

ପପୁ : ଝିଅ ଉପରେ ଧ୍ୟାନ ଦେଲେ ଜାଣି ପାରିବେ ।

Image Courtesy: Google

୫. କହୁଥିଲା ତମ ପ୍ରେମରେ ସବୁ ଦରଜ ସହିଜୀବୀ ।

ମୁଁ ବି ଗରମ ଛାଞ୍ଚୁଡି ତା ହାତରେ ଲଗେଇଦେଲି ଦୁଇ ଦିନ ହେଲାଣି କଥା ବାର୍ତା ବନ୍ଦ ଅଛି ।

୬. କିଛି ଝିଅମାନେ ଏମିତି ହୋଇଥାନ୍ତି ଯିଏ ହଳଦୀ, ଲୁଣ ଓ ପିଆଜ କିଣିବାକୁ ବି ଶପିଙ୍ଗ କୁହନ୍ତି ।

୭. ସ୍ତ୍ରୀ : ମୁଁ ଯାହା କାମ କରେ ତାହା କରିବାରେ ପୁରା ବୁଡି ଯାଏ ।

ସ୍ଵାମୀ : ଭଲ, ତାହେଲେ କେବେ କୂଅରେ ପାଣି ଭର୍ତ୍ତି କରି ଆଣ ।

୮. ପୁଅ : ମତେ ବାହା ହେଇ ଯାଅ ।

ଝିଅ : କାହିଁକି ?

ପୁଅ : ମୋ ବାପା ଗାଁର ସବୁଠାରୁ ବଡ ଲୋକ ।

ବିବାହ ପରେ ଝିଅକୁ ଜଣା ପଡିଲା ଯେ ପୁଅ ବାପା ବୟସ ୧୧୨ ବର୍ଷ ଅଟେ ସେଥିପାଇଁ ସେ ଗାଁର ସବୁଠାରୁ ବଡ ଲୋକ ଅଟନ୍ତି ।

Leave a Reply

Your email address will not be published. Required fields are marked *