ବାଛନ୍ତୁ ନିଜ ପସନ୍ଦ ଗୋଟେ ଆକୃତି ଓ ଜାଣନ୍ତୁ ନିଜ ସମସ୍ଯା ଓ ତା ସମାଧାନ

ଦୁନିଆରେ ବହୁତ ଏମିତି କଥା ହୋଇଥାଏ ଯାହା ବହୁତ ଲୋକ ଅନୁଭବ କଲା ପରେ ବିଶ୍ଵାସ କରନ୍ତି ତେବେ ଅଙ୍କ ଜ୍ଯୋତିଷ ଓ ଶାସ୍ତ୍ର ଏହି ଭଳି ଏକ ଶାସ୍ତ୍ର ଯାହା ବହୁତ ଲୋକ ଭରସା କରନ୍ତି କିନ୍ତୁ ବହୁତ ଲୋକ କରନ୍ତି ନାହିଁ କିନ୍ତୁ ଥରେ ଯଦି ଆପଣ ଏମିତି କିଛି ଦେଖିବାକୁ ପାଇଥାନ୍ତି ତେବେ ଭରସା ନିଶ୍ଚିନ୍ତ କରିବେ ।

ଆଜି ଆମେ ଆପଣଙ୍କୁ ୫ଟି ଆକୃତି ଦେଖେଇବାକୁ ଯାଉଛି ଯେଉଁଥିରୁ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଓ ଆମେ ଆପଣଙ୍କୁ ଆପଣଙ୍କ ଅସୁବିଧା ଓ ତା ସମାଧାନ କହିବୁ ।

Image Courtesy: Google

୧. ଯଦି ଆପଣ ପ୍ରଥମ ଆକୃତି ଚନ୍ଦ୍ର ପସନ୍ଦ କରିଛନ୍ତି ତେବେ ପୁରୁଣା କଥା ଭୁଲି ଆଗକୁ ବଢିବା ଉଚିତ ଅଟେ, ଆପଣଙ୍କୁ ନିଜ ମନ ଓ ମସ୍ତିସ୍କରୁ କାହା ପାଇଁ ଈର୍ଷା ଓ ଦ୍ଵେଷ ଭାବନା ସମାପ୍ତ କରି ଦବା ଉଚିତ ଅଟେ । ଏହାର ଅର୍ଥ ଆପଣ ବହୁତ ଆଶାବାଦୀ ବ୍ୟକ୍ତି ଅଟନ୍ତି, ଆପଣଙ୍କ ଭବିଷ୍ୟତ ଯେତେ ଉଜ୍ଵଳ ଅଛି ଆହୁରି ବଢିବାକୁ ଲାଗିବ, ଆପଣ ଅନ୍ୟ ମାନଙ୍କ ଭାବନା ।

୨. ଯଦି ଆପଣ ଦ୍ଵିତୀୟ ଆକୃତି ଚାବି ପସନ୍ଦ କରିଛନ୍ତି ତେବେ କଷ୍ଟ ଯେତେ ବୁଝିବା ପାଇଁ ଚେଷ୍ଟା କରିବେ ଆପଣଙ୍କ ପାଇଁ ସେତେ ଲାଭ ପ୍ରାପ୍ତ ହବ । ଆପଣଙ୍କ ଜୀବନରେ ଆଧ୍ୟାତ୍ମିକ ପରିବର୍ତନ ହବାକୁ ଯାଉଛି, ଯାହା ଆପଣଙ୍କ ପାଇଁ ଶୁଭକାରୀ ଅଟେ । ପ୍ରେମ ସମ୍ବନ୍ଧ ବଢିବାକୁ ଲାଗିବ ଓ ଆପଣଙ୍କୁ କିଛି ନୂଆ ଅନୁଭୂତି ପ୍ରାପ୍ତ ହବ ।

Image Courtesy: Google

୩. ଯଦି ଆପଣ ତୃତୀୟ ଆକୃତି ସିଂହ ପସନ୍ଦ କରିଛନ୍ତି ଏହାର ଅର୍ଥ ଆପଣଙ୍କୁ ନିଜ ପୁରୁଣା ଜୀବନ, ଜିନିଷ ଓ ଜୀବନଶୈଳୀରୁ କିଛି ବ୍ରେକ ନବା ପାଇଁ ଅଟେ, ଆପଣଙ୍କୁ ନୂଆ ଜୀବନ ଆଡକୁ ଧ୍ୟାନ ଦବା ଉଚିତ ଅଟେ ।

୪. ଯଦି ଆପଣ ଚତୁର୍ଥ ଆକୃତି ପସନ୍ଦ କରିଛନ୍ତି ତେବେ ଆପଣଙ୍କ ମନ କୌଣସି କଥା ପାଇଁ ଚିନ୍ତାରେ ରହିବ ଆପଣଙ୍କୁ ନିଜ ମନ ସ୍ଥିର କରିବା ଉଚିତ ଆପଣଙ୍କୁ ନିଜ ପାଇଁ ସମୟ ବାହାର କରିବା ଉଚିତ ଅନ୍ୟ ମାନଙ୍କ କଥା ମାନି କାମ କରନ୍ତୁ ନାହିଁ ସବୁ କଥା ଭାବି ଚିନ୍ତି କାମ କରନ୍ତୁ ଦେଖିବେ ସଫଳତା ପାଇବେ ।

Image Courtesy: Google

୫. ଯଦି ଆପଣ ପଞ୍ଚମ ଆକୃତି ଷ୍ଟାର ପସନ୍ଦ କରିଛନ୍ତି ତେବେ ନକାରାତ୍ମକ ଊର୍ଜା ଦ୍ଵାରା ଆପଣ ବହୁତ ପୀଡିତ ରହୁଛନ୍ତି ଯଦି ଆପଣଙ୍କୁ ଏହି ସମସ୍ଯାରୁ ବାହାରିବାର ଅଛି ତେବେ ଭଗବାନଙ୍କୁ ଧ୍ୟାନ କରନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *