Unlock 6: ନୂଆ ଗାଇଡଲାଇନ ଅନୁଯାଇ କଣ ସାରାଦେଶରେ ଖୋଲିବ ସ୍କୁଲ, କଲେଜ? ଜାଣନ୍ତୁ ସଂପୂର୍ଣ୍ଣ ଖବର

କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୭ ଅକ୍ଟୋବରକୁ ଦେଶରେ ସୋଶିଅଲ ଓ ଆର୍ଥିକ ଗତିବିଧି ଆଉଥରେ ଆରମ୍ଭ କରିବା ପାଇଁ ଦିଶାନିର୍ଦେଶକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବଢେଇ ଦେଇଛନ୍ତି । ସେପ୍ଟେମ୍ବରରେ ଜାରି କରା ଯାଇଥିବା ଅନଲକ ୫ ମୋଜୁଦା ଦିଶାନିର୍ଦେଶକୁ ମୂଳ ରୂପରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ କରା ଯାଇଥିଲା ।

ଭାରତରେ ସ୍କୁଲକୁ ମାର୍ଚରେ ବନ୍ଦ ହୋଇଯାଇଥିଲା ଯେତେବେଳେ କରୋନା ଭାଇରସ ପ୍ରସାର କୁ ଅଟକେଇବା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ କରା ଯାଇଥିଲା । ଗତ କିଛି ମାସରେ ମେଟ୍ରୋ ଟ୍ରେନ ସେବା ଗୁଡିକ ଆଉଥରେ ଆରମ୍ଭ କରାଯାଇଛି, ଇନ ହାଉସ ଡାଇନିଙ୍ଗ ପାଇଁ ସପିଙ୍ଗ ମଲ ଓ ରେଷ୍ଟରୋନ ଆଉଥରେ ଆରମ୍ଭ କରାଯାଇଛି ।

Image Courtesy: Google

ଏହି କ୍ରମରେ ବହୁତ କାର୍ଯ୍ୟ ଆଉଥରେ ଆରମ୍ଭ କରା ଯାଇଛି ଓ ବହୁତ କଥା ପାଇଁ ଅନୁମତି ଦିଆ ଯାଇଛି କିନ୍ତୁ ସବୁ ନିୟମ ଅନୁଯାଇ ନହେଲେ ତାକୁ ସରକାର ତରଫରୁ ବନ୍ଦ ମଧ୍ୟ କରି ଦିଆ ଯାଉଛି । ତେବେ ଅନଲକ ୫ରେ ଯେଉଁ ନିୟମ ଓ ଦିଶାନିର୍ଦେଶ ଅନୁଯାଇ ଯାହା ଯାହା ଖୋଲିବାକୁ ଓ ଯେତେ ସଂଖ୍ୟାରେ ରଖିବା ପାଇଁ କୁହା ଯାଇଥିଲା ତାହା ଅନଲକ ୬ରେ ଅଛି ବର୍ତମାନ କିଛି ପରିବର୍ତନ କରା ଯାଇ ନାହିଁ ।

Image Courtesy: Google

କେନ୍ଦ୍ର ସରକାର ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରଶାସନକୁ ସ୍ଥିତି ମୂଲ୍ୟାଙ୍କ ଆଧାର ଅନୁଯାଇ ଶିକ୍ଷଣ କ୍ଷେତ୍ରକୁ ବାହର ଶିକ୍ଷଣ ସଂସ୍ଥାକୁ ଆଉଥରେ ଖୋଲିବା ପାଇଁ ନିର୍ନୟ ନବା ଓ ମାନକ ସଂଚାଳନ ପ୍ରକ୍ରିୟା ଅଧୀନ ହେଉଥିବା ଅନୁମତି ପ୍ରଦାନ କରା ଯାଇଛି । କିଛି ରାଜ୍ଯରେ କିଛି ଶ୍ରେଣୀ ପାଇଁ ସ୍କୁଲ ଖୋଲା ହୋଇଯାଇଛି କିନ୍ତୁ କିଛି ଶ୍ରେଣୀ ପାଇଁ ଏବେ ବି ଅନଲାଇନ କ୍ଳାସ ପାଇଁ ଇଛା ପ୍ରକଟ କରିଛନ୍ତି ।

Image Courtesy: Google

ସ୍କୁଲ ମାନାଙ୍କୁ ଆଉଥରେ ଖୋଲିବା ପାଇଁ SOP :

କେନ୍ଦ୍ର ସରକାର ଦ୍ଵାରା ସ୍କୁଲ ମାନଙ୍କୁ ଖୋଲିବା ପାଇଁ ବିସ୍ତ୍ରୁତ ଦିଶା ନିର୍ଦେଶ ଜାରି କରା ଯାଇଛି । ଏଥିରେ ନିୟମ ଅନୁଯାଇ କ୍ଳାସ ଅବଧି ସହ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି) ମଧ୍ୟ ସମିଲ୍ଟ ରହିଛି । ନୂଆ ଗାଇଡଲାଇନ ଅନୁଯାଇ ସ୍କୁଲକୁ ଛୁଆ ଆସିବା ଆଗରୁ ଓ ପରେ ସ୍କୁଲକୁ ଭଲ ଭାବରେ ସାନିଟାଇଜ କରା ଜୀବ । ଏହା ଛଡା ଛାତ୍ର ଓ ଅଧ୍ୟାପକ ମାନଙ୍କ ପାଇଁ ସାନିଟାଇଜର ସହ ଥରମଲ ଚେକଅପ ସୁବିଧା କରାଯିବ । ଛୁଆଙ୍କ ପାଖରେ ସ୍କୁଲ ନ ଯାଇ ଘରେ ଅନଲାଇନ କ୍ଳାସ କରିବା ସୁବିଧା ପ୍ରଦାନ କରାଯିବ ।

Image Courtesy: Google

ଯଦି ଛୁଆଙ୍କୁ ସ୍କୁଲ ଯିବାର ଅଛି ତେବେ ମା ବାପା ଦୁହିଙ୍କ ଲିଖିତ ସହମତି ଆବଶ୍ୟକତା ପଡିବ ଓ ମା ବାପା ନିଜ ଇଛାରେ ଛୁଆଙ୍କୁ ଛାଡୁଛନ୍ତି ବୋଲି ଲେଖିକି ଦେବେ । କିଛି ଜାଗା ଯେମିତି ଉତ୍ତର ପ୍ରଦେଶ, ପଞ୍ଜାବ ଓ ସିକ୍କିମ ଆଗରୁ ଖୋଲା ହେଇସାଇଲେଣି । ଉତ୍ତରାଖଣ୍ଡରେ କେବଳ ଦଶମ ଓ ବାର କ୍ଳାସ ପାଇଁ କ୍ଳାସ ୨ ନଭେମ୍ବରରୁ ଖୋଲା ହବ ବୋଲି କୁହା ଯାଉଛି । ଆଦେଶ ଅନୁଯାଇ ଦିଲ୍ଲୀ ସ୍କୁଲ ମାନେ ବନ୍ଦ ରହିବେ କାହିଁକିନା ଦିଲ୍ଲୀରେ କରୋନା ବଢିବାରେ ଲାଗିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *