ମଜେଦାର ଚୁଟ୍କୁଲେ : ଗୋଟେ ମୋଚି ର ବିବାହ ହେଲା ଓ ଚଉଠି ରାତିରେ କିଛି ନ କରି ସୋଇପଡିଲା, ସ୍ତ୍ରୀ ତା ହାତକୁ ନେଇ ନିଜ****

ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ଷ ଗୁଡିକ ।

୧. ନିଜ ପୁଅକୁ ଛଡେଇବା ପାଇଁ ଗୋଟେ ଲକ୍ଷ ଟଙ୍କା ନେଇକି ଆସ….

Image Courtesy: Google

ପୁଅ ମା : ମୁଁ ପୋଲିସକୁ ଫୋନ କରିବି ଯାଉଛି…

“ଆମେ ପୋଲିସ କହୁଛୁ ତମ ପୁଅର ଚାଲାନ କଟିଛି ଶୀଘ୍ର ଟଙ୍କା ନେଇ ଆସ”

୨. ଗର୍ଲଫ୍ରେଣ୍ଡ – ଆମେ ବହୁତ ବଦନାମ ହୋଇ ସାରିଲୁଣି, ଏବେ ଆମକୁ ବାହା ହେଇଯିବା ଠିକ ।

ବୟଫ୍ରେଣ୍ଡ – କିନ୍ତୁ ଏତେ ବଦନାମ ହେଲା ପରେ ଆମ ସହ ବିବାହ କରିବ କିଏ ?

Image Courtesy: Google

୩. ଘର ଗେଟରେ

ନୂଆ ନୂଆ ବିବାହ କରିଥିବା କପଲ

ସ୍ତ୍ରୀ : ବାୟ ଟେକ କେର

ସ୍ଵାମୀ : ୟୁ ଅଲସୋ

ସ୍ଵାମୀ : ଲଭ ୟୁ

ସ୍ତ୍ରୀ : ମିସ ୟୁ

ଏହା ଦେଖି ପଡୋଶୀ କହିଲେ ସ୍ଵାମୀ ବାହାର ଯାତ୍ରା ପାଇଁ ଯାଉଛନ୍ତି ?

ସ୍ତ୍ରୀ : ନା କ୍ଷୀର ପ୍ଯାକେଟ ଆଣିବା ପାଇଁ ଯାଉଛନ୍ତି ।

Image Courtesy: Google

୪. ଘର କାମ ବହୁତ ଭଲ କରିବାରୁ ଘର ମାଲିକ ମିସ୍ତ୍ରୀକୁ ୧୦୦୦ଟଙ୍କା ବକସିସ ଦେଲା ଓ କହିଲା – ଜାଓ ତମେ ଭି କଣ ମନେ ରଖିବ, ଆଜି ଭାଉଜଙ୍କୁ ସିନେମା ନେଇଯିବ ଓ ବାହାର ହୋଟେଲରେ ଖୁଆଇ ପିଆଇ ଆଣିବ ।

ସନ୍ଧ୍ୟା ବେଳେ ଘର ଘଣ୍ଟି ବାଜିଲା ଓ ବାହାରେ ମିସ୍ତ୍ରୀ ନୂଆ ଡ୍ରେସ ପିନ୍ଧି ଠିଆ ହୋଇଥିଲା ।

ଘର ମାଲିକ – ହଁ ମିସ୍ତ୍ରୀ କଣ ହେଲା ?

ମିସ୍ତ୍ରୀ – ଭାଉଜଙ୍କୁ ନବାକୁ ଆସିଥିଲି ….

୫. ଗୋଟେ ମୋଚି ବିବାହ ହେଲା…

ଓ ଚତୁର୍ଥୀ ରାତି ଦିନ ସେ କିଛି ନକରି ସୋଇପଡିଲା ।

ସ୍ତ୍ରୀ ତା ହାତ ନେଇ ନିଜ ଜିନିଷରେ ଲଗାଇଲା

ହଟାତ ମୋଚି ଉଠି ଯାଇ କହିଲା ଏହାକୁ ସିଲେଇ କରିବା ପାଇଁ ୫୦ଟଙ୍କା ନେଇବି ।

୬. ପ୍ରିୟ ବିରାଟ କୋହଲୀ

ଇଟାଲୀରେ ବିବାହ ହେଲା କିନ୍ତୁ ଅନୁସକାଙ୍କ ଡ଼ିଲିଭରି ଭାରତରେ କରେଇବ କାହିଁକିନା ଇଟାଲୀ ଗୋଟେ ଛୁଆ ଠାରୁ ଭାରତ ଆଗରୁ ହଇରାଣ ଅଛି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *