ଦୁଇଜଣ ପିଲା ଏକା ସମୟରେ ଜନ୍ମ ନେଲେ କିନ୍ତୁ ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ? ଏହା ସହ ଆହୁରି 8 GK Questions & Answers

ଏହି ପରୀକ୍ଷାର ସବୁ ଚରଣ ବହୁତ କଷ୍ଟ ଅଟେ । ଲିଖିତ ପରୀକ୍ଷା ପରେ ଇନ୍ଟରଭିଉରେ ବହୁତ ଭଲ ଭଲ ଧୂରନ୍ଦର ଲଟକି ଯାନ୍ତି । ଇନ୍ଟରଭିଉର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇ ଏ ଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେକି ଆସିଛନ୍ତି ଯାହା ଟ୍ରିକ ହେବ ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକ ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ ।

୧. ବାମରୁ ପଢିଲେ ଓଜନିଆଁ ଡାହଣରୁ ପଢିଲେ ନାହିଁ । ତାହା କେଉଁ ଶବ୍ଦ ?

ଉତ୍ତର – ଟନ

Image Courtesy: Google

୨. ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ । ମୁଁ କିଏ ?

ଉତ୍ତର : ପର୍ବତ ଉପରେ ଥିବା ଘାସ

୩. ମୋ ଆଗରେ ନମ୍ବର ଲେଖାଯାଇଛି କିନ୍ତୁ ମୁଁ ୧୩ ଦେଖି ପାରୁନାହିଁ । ମୁଁ କିଏ ?

ଉତ୍ତର – ଘଣ୍ଟା

୪. ମୋ ପାଦ ଗୁଡିକ ଭୁଇଁରେ ଅଛି କିନ୍ତୁ ମୋ ମୁଣ୍ଡଟି ତାରା ମାନଙ୍କଠାରୁ ଉପରେ ଅଛି । ମୁଁ କିଏ ?

ଉତ୍ତର – ବ୍ୟାଜରେ ଷ୍ଟାର ଥିବା ପୋଲିସ ଅଫିସର ।

୫. ଆମେ ୧୦ରୁ ୨କୁ କେତେଥର ଫେଡି ପାରିବା ?

ଉତ୍ତର – ଥରେ ମାତ୍ର

Image Courtesy: Google

୬. ମୁଁ ଗୋଟିଏ ଶବ୍ଦ । ଯଦି ମୋତେ ଠିକ ଉଚ୍ଚାରଣ କର ମୁଁ ଭୁଲ ହେବି । ଯଦି ମୋତେ ଭୁଲ ଉଚ୍ଚାରଣ କର ମୁଁ ଠିକ ହେବି । ମୁଁ କିଏ ?

ଉତ୍ତର – ଭୁଲ

୭. ଜଣେ ମୁକ ବ୍ୟକ୍ତି ଗୋଟିଏ ଟୁଥବ୍ରଶ କିଣିବାକୁ ଚାହୁଁଥିଲେ । ତେଣୁ ସେ ଦୋକାନୀଙ୍କୁ ଦାନ୍ତ ବ୍ରଶ କରିବା ଭଳି ସଂକେତ ଦେଖାଇଲେ । ଦୋକାନୀ ତାଙ୍କ କଥା ବୁଝିଗଲେ ଏବଂ ଗୋଟିଏ ଟୁଥବ୍ରଶ ଦେଲେ । ତାଙ୍କ ପରେ ଜଣେ ଅନ୍ଧ ବ୍ୟକ୍ତି ଦୋକାନକୁ ଆସିଲେ । ସେ ଏକ ହଳ ଜୋତା କିଣିବାକୁ ଚାହୁଁଥିଲେ । ସେ ଦୋକାନୀଙ୍କୁ କିଭଳି ସଂକେତ ଦେଖାଇବେ ?

ଉତ୍ତର : ସେ କଥା କହିପାରିବେ ତେଣୁ ସଂକେତ ଦରକାର ନାହିଁ ।

Image Courtesy: Google

୮. ଜଣେ ବଙ୍ଗାଳି ଦାଦା ଆମ ଘର ପାଖରେ ରହନ୍ତି । ସେ ଜଣେ କୁନି ଝିଅ ସହିତ ଗୋଟିଏ କୁକୁଡା ନେଇ ଯାଉଥିଲେ । ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କୁ ପ୍ରଶ୍ନ କଲେ –

୧) ଆପଣଙ୍କ ବୟସ କେତେ ?

୨) କୁନିଝିଅଟି ଆପଣଙ୍କର କଣ ହେବ ?

୩) କୁକୁଡାଟିର ଦାମ କେତେ ?

ସେ ସବୁ ପ୍ରଶ୍ନର ଉତର ଗୋଟିଏ ଶବ୍ଦରେ ଦେଲେ । ତାହା କଣ ?

ଉତ୍ତର : ୮୯(ନୱାସି)

୯. ଦୁଇଜଣ ପିଲା ଏକା ସମୟରେ ଜନ୍ମ ନେଲେ କିନ୍ତୁ ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ?

ଉତ୍ତର : ସେମାନେ ଅଲଗା ଟାଇମ ଜୋନରେ ଜନ୍ମ ନେଇଥିଲେ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *