ରାତିରେ ସ୍ତ୍ରୀ ସ୍ଵାମୀକୁ କହିଲା କିଛି ଏମିତି କର କି ଝାଳ ବୋହିବ ! ପଟି ଉଠିଲା ଓ…

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ । ତେବେ ଆସନ୍ତୁ ହସିବା ଓ ହସେଇବାର ଏହି ସିଲସିଲା ଆରମ୍ଭ କରିବା ।

Image Courtesy: Google

୧. ସ୍ଵାମୀ – କୁଆଡେ ଯାଇଥିଲ ?

ସ୍ତ୍ରୀ – ମଲ ଯାଇଥିଲି ଶପିଙ୍ଗ କରିବା ପାଇଁ!

ସ୍ଵାମୀ – କଣ କଣ ଆନିଳ ?

ସ୍ତ୍ରୀ – ଗୋଟେ ହେୟର ବେଣ୍ଡ ଆଉ ୪୫ ସେଲ୍ଫି

୨. ସ୍ଵାମୀ ସ୍ତ୍ରୀ ମଝିରେ ଝଗଡା ହଉଥିଲା

ସ୍ତ୍ରୀ – ମୁଁ ପୁରା ଘର ସମ୍ଭାଲୁଚି, କୀଚନ ସମ୍ଭାଲୁଚି, ଛୁଆଙ୍କୁ ସମ୍ଭାଲୁଚି ତମେ କଣ କରୁଛ ?

ସ୍ଵାମୀ – ମୁଁ ନିଜକୁ ସମ୍ଭାଳେ ତମ ଆଖି ନିଶା ଠାରୁ….…

ସ୍ତ୍ରୀ – (ଲାଜେଇଯାଇ) ତମେଭି ନା… କୁହ ତମ ପାଇଁ କଣ ରୋଷେଇ କରିବି

Image Courtesy: Google

୩. ଆମେ ଛାତକୁ ଗଲୁ ଗୁଡି ଉଡେଇବା ବାହାନାରେ

ପଡୋଶୀ ଭି ଆଇଲେ କପଡା ସୁଖେଇବା ବାହାନାରେ

ସ୍ତ୍ରୀ ଯେତେବେଳେ ଏହି ହସିନ ନଜାରା ଦେଖିଲେ ସେ ବାଡି ନେଇ ଆସିଲା ମାଙ୍କଡ ବାହାନାରେ

୪. ଜଣେ ପୁରୁଷ ଲେଡିଜ ପାର୍ଲର ସ୍ଵାଗତ କକ୍ଷରେ ମେଗେଜିନ ପଡୁଥିଲେ

ହଟାତ ଜଣେ ମହିଳା ଆସିଲେ ଓ ତାଙ୍କ କାନ୍ଧରେ ହାତ ରଖି କହିଲେ – ଆସ ଯିବା

ପୁରୁଷ ଝାଳ ଝାଳ ହୋଇଗଲେ ଓ କହିଲେ – ମୁଁ ବିବାହିତ ଅଟେ ମୋ ସ୍ତ୍ରୀ ଭିତରେ ଅଛନ୍ତି ।

ମହିଳା କହିଲେ – ଆରେ ଭଲ ଭାବରେ ଦେଖ ମୁଁ ଅଟେ ।

Image Courtesy: Google

୫. ବିବାହ ପରେ ସ୍ଵାମୀ ସ୍ତ୍ରୀ ଦିନେ ଆରାମରେ ବସିଥିଲେ

ହଟାତ ସ୍ଵାମୀ ପଚାରିଲା – ଗୋଟେ କଥା କୁହ ବିବାହ ଆଗରୁ ତମର କେତେଟା ବୟଫ୍ରେଣ୍ଡ ଥିଲେ ?

ସ୍ତ୍ରୀ ଘର ଭିତରୁକୁ ଗଲେ ଓ ଗୋଟେ ଲିଫାଫା ଆଣିଲେ ଯେଉଁଥିରେ ଚାଉଳ କିଛି ଦାନା ଥିଲା ଓ ୨୦୦ ଟଙ୍କା ଥିଲା ।

ସ୍ଵାମୀ – ଇଏ କଣ ?

ସ୍ତ୍ରୀ – ମୁଁ ଯେବେ ବି କୌଣସି ବୟଫ୍ରେଣ୍ଡ ବନଉଥିଲି ଏହି ଲିଫାଫା ରେ ଗୋଟେ ଚାଉଳ ଦାନା ପକେଇ ଦଉଥିଲି ।

ଏହା ଶୁଣି ସ୍ଵାମୀ ଚାଉଳ ଗଣିବା ଆରମ୍ବ କଲା ୭ଟି ଦାନା ଥିଲା ସ୍ଵାମୀ କହିଲା ଏତେ ସାମାନ୍ଯ ଅଟେ କିଛି ନାହିଁ ।

ତା ପରେ ସ୍ଵାମୀ ସ୍ତ୍ରୀକୁ ପଚାରିଲା ଏହି ୨୦୦ ଟଙ୍କା କଣ ପାଇଁ ସ୍ତ୍ରୀ କହିଲା ୪କେଜିଚାଉଳ ବିକି ଦେଇଚି ତା ଟଙ୍କା । ଏହି କଥା ଶୁଣି ସ୍ଵାମୀ ବର୍ତମାନ କୋମାରେ ।

୬. ଡକ୍ଟର ପପୁକୁ କହିଲେ – ଆପଣଙ୍କ ଗୋଟେ କିଡନି ଫେଲ ହୋଇଯାଇଛି ।

ପପୁ ବହୁତ କାନ୍ଦିଲା ଓ ଡକ୍ଟରକୁ ପଚାରିଲା କେତେ ନଂରୁ ଫେଲ ହେଇଛି ।

Leave a Reply

Your email address will not be published. Required fields are marked *