ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

୧. କେଉଁ ଜିନିଷ ଖରାରେ ସୁଖୀ ନଥାଏ ?
ଉତ୍ତର : ଝାଳ
୨. କେଉଁ ମାଛ ସମୁଦ୍ରରେ ପହଁରି ପାରେ ନାହିଁ ?
ଉତ୍ତର : ସେଲଫିଶ
୩. ସୂର୍ଯ୍ୟ ପୃଥିବୀ ଉପରେ ବର୍ତମାନ ପର୍ଯ୍ୟନ୍ତ କଣ ଦେଖି ନାହିଁ ?
ଉତ୍ତର : ଅନ୍ଧାର
୪. ଏମିତି କେଉଁ ଜିନିଷ ଅଟେ ଯାହା ପାଣି ପିଇଲେ ମରି ଯାଇଥାଏ ?
ଉତ୍ତର : ଶୋସ

୫. ଏମିତି କେଉଁ ଦୋକାନୀ ଅଟେ ଯିଏ ମାଲ ଭି ନେଇଥାଏ ଓ ଦାମ ଭି ନେଇଥାଏ ?
ଉତ୍ତର : ବାରିକ
୬. ଜଣେ ମହିଳା ୧୯୩୫ରେ ଜନ୍ମ ହେଲେ ଓ ୧୯୩୫ରେ ମରି ଗଲେ, ଯେତେବେଳେ ସେ ମଲେ ତାଙ୍କ ବୟସ ୭୦ ବର୍ଷ ଥିଲା, ଏହା କେମିତି ସମ୍ଭବ ଅଟେ ?
ଉତ୍ତର : ୧୯୩୫ ଗୋଟେ ରୁମଥିଲା
୭. ଚାରୋଟି ଡ୍ରାଇଭର ଗୋଟେ ସବାରି ଯାହା ପଛରେ ଦୁନିଆ ସାରା ? କୁହ କଣ ଅଟେ ତାହା ?
ଉତ୍ତର : ଅର୍ଥୀ
୮. ବିନା ଡକ୍ଟରରେ କେହି ଆସି ଇନଜେକ୍ସନ ଦେଇଗଲା କୁହ ସେହା କଣ ଅଟେ ?
ଉତ୍ତର : ମଶା
୯. ବିବାହ ଆଗରୁ ବର ବାପା କଣ ଦେଇଥାଏ ଯାହା ବିବାହ ପରେ ଫେରି ନେଇ ଥାନ୍ତି ?
ଉତ୍ତର : ସୁଖ ଓ ଶାନ୍ତି

୧୦. ଏମିତି କେଉଁ ଜାଗା ଅଟେ ?
ଯେଉଁଠି ନଦୀ ଅଛି କିନ୍ତୁ ପାଣି ନାହିଁ ?
ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ ?
ରାସ୍ତା ଅଛି କିନ୍ତୁ ଗାଡି ନାହିଁ ?
ଓ ଶହର ଅଛି କିନ୍ତୁ ଘର ନାହିଁ ?
ଉତ୍ତର : ମ୍ୟାପ
୧୧. ଏମିତି କେଉଁ ଜିନିଷ ଅଟେ ଯାହା ଓଜନ ବହୁତ ଅଧିକ ନୁହ କିନ୍ତୁ ଏହାକୁ ଅଧିକ ସମୟ କେହି ଧରି ପାରନ୍ତି ନାହିଁ ?
ଉତ୍ତର : ନିଶ୍ଵାସ

୧୨. ଏମିତି କେଉଁ ଜିନିଷ ଅଟେ ଯାହା ଜନ୍ମ ହଉ ହଉ ବିନା ଗୋଡରେ ଉଡିବା ଆରମ୍ଭ କରିଥାଏ ?
ଉତ୍ତର : ଧୂଆଁ
୧୩. ସେଇଟା କଣ ଯାହା ଛୁଆ କୁ ଯୁବା ଓ ଯୁବା କୁ ବୁଢା କରିଥାଏ ?
ଉତ୍ତର : ବୟସ
୧୪. ଏମିତି କେଉଁ ଜିନିଷ ଅଟେ ଯାହା ଫାଟିଲା ପରେ ସିଲେଇ ହୋଇପାରେ ନାହିଁ ?
ଉତ୍ତର : ବେଲୁନ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।