ମଜେଦାର ଚୁଟ୍କୁଲା : ଚତୁର୍ଥୀ ରାତି ଦିନ ସ୍ଵାମୀ ସ୍ତ୍ରୀ ଘାଘରା ଉଠେଇଲା, ସ୍ତ୍ରୀ କାଁଦିବା ଆରମ୍ଭ କଲା…

ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ସ ଗୁଡିକ ।

୧. ଭିକାରି ଲଲୁକୁ କହିଲା- ବାବୁଜୀ ଟଙ୍କା ଟା ଦିଅ, ତିନି ଦିନରୁ ଭୋକିଲା ଅଛି ।

Image Courtesy: Google

ଲଲୁ କହିଲା – ତିନ ଦିନ ଧରି ଭୋକିଲା ଅଛ ଟଙ୍କାଟା ରେ କଣ ହବ ?

ଭିକାରି କହିଲା – ବାବୁଜି

ବାସ ଓଜନ ଦେଖିବାର ଥିଲା କେତେ କମିଲା ।

୨. ପୁଅ ମାକୁ କହିଲା – ମା ମୁଁ “ଗେ” ଓ ଗୋଟେ ପୁଅକୁ ଭଲ ପାଏ ଓ ବିବାହ କରିବା ପାଇଁ ଇଛା ।

ଭାରତୀୟ ମା କହିଲେ – ସେ ସବୁ ଚାଡେ ପୁଅ ଆମ ଜାତିର ତ ।

Image Courtesy: Google

୩. ଘୋଞ୍ଚୁ ପୋଞ୍ଚୁକୁ କହିଲା – କାଲୀ ରାତି ମୋ ଟୟଲେଟ ଯାଇଥିଲି ଶେଠୀ ଗୋଟେ ଭୁତ ଦେଖିଲି ।

ପୋଞ୍ଚୁ ପଚାରିଲା – ବାପା ଲୋ ତା ପରେ କଣ ହେଲା ?

ଘୋଞ୍ଚୁ କହିଲା – କଣ ଆଉ ହେଇଥାନ୍ତା, ମୁଁ ଭୁତକୁ କହିଲି ଭାଇ ତମେ କର କାହିଁକିନା ମୋର ବାହାରି ସାଇଲାଣି ।

୪. ଘୋଞ୍ଚୁ ନୂଆ କାର କିଣିଲା ଓ କାର ଉପରେ ଲେଖିଲା ଶ୍ରାବଣ ଆସିବାକୁ ଦିଅ….

ପଛରୁ ଗୋଟେ ଟ୍ରକ ଆସିଲା ଓ କାରକୁ ଧକା ମାରିଲା, ଟ୍ରକ ଉପରେ ଲେଖା ହୋଇଥିଲା ଶ୍ରାବଣ ଆସିଲା ମସ୍ତିରେ….

୫. ଜଣେ ମହିଳା ଫଳ ଦୋକାନୀକୁ ଇଙ୍ଗରାଜିରେ ଫଳ ମାଗୁଥିଲେ କହିଲେ – ଗିଭ ମି ସମ ଦେଶଟ୍ରୋଏଡ ହଜବେଣ୍ଡ । ଶଳା ଘଣ୍ଟେ ଲାଗିଲା ବୁଝିବା ପାଇଁ ଯେ ସେ ନାଶପତି ମାଗୁଥିଲା ।

Image Courtesy: Google

୬. ଇଣ୍ଟରଭ୍ଯୁଅର ଚିଣ୍ଟୁକୁ ପଚାରିଲେ – ରିସ୍କ ଟେକିଙ୍ଗ କାପାସିଟି ଆପଣଙ୍କ କେତେ ଅଛି ?

ଚିଣ୍ଟୁ ସାଙ୍ଗେ ସାଙ୍ଗେ କହିଲା – ସର ଭଗବାନଙ୍କୁ ମୁଁ ଆର ଜନ୍ମରେ ସେମ ସ୍ତ୍ରୀ ମାଗିଛି ।

୭. ଗ୍ରାହକ ପଚାରିଲେ – ଏହି ଠେକୁଆ କେତେ ଟଙ୍କା ?

ଦୋକାନଦାର କହିଲା – ୨୦୦ଟଙ୍କା

ଗ୍ରାହକ କହିଲା – ଆରେ ଏତେ ଶସ୍ତା ?

ଦୋକାନଦାର କହିଲା – ଚାଇନୀଜ ଅଛି, କୌଣସି ଗ୍ୟାରେଣ୍ଟି ନାହିଁ ।

ଗ୍ରାହକ ପଚାରିଲେ – ମାନେ ?

ଦୋକାନଦାର କହିଲେ – ହେଇ ପାରେ କାଲୀ ଠାରୁ ଭକିବା ଆରମ୍ଭ କରି ପାରେ ।

୮. ଚତୁର୍ଥୀ ରାତି ଦିନ ସ୍ଵାମୀ ସ୍ତ୍ରୀ ଘାଘରା ଉଠେଇଲା ।

ସ୍ତ୍ରୀ କାଁଦିବା ଆରମ୍ଭ କଲା ।

ସ୍ଵାମୀ ପଚାରିଲା – କଣ ହେଇଛି ?

ସ୍ତ୍ରୀ କହିଲା – କିଛି ନୁହ ଆମ ପଡୋଶୀ ବଣ୍ଟି ମନେ ପଡିଗଲା ତାର ଭି ଏଇ ଷ୍ଟାଇଲ ଥିଲା ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *