ଡାକ୍ତର ନିଜ ସ୍ତ୍ରୀ ସହ ସୋଇଥିଲା ଠିକ ସେତେବେଳେ ଫୋନ ଆସିଲା….

ଆଜିକା ସମୟରେ କାହା ପାଖରେ ନିଜ ହସ ଖୁସି ପାଇଁ ମଧ୍ୟ ସମୟ ନାହିଁ ଲୋକ କେବଳ କାମରେ ବ୍ୟସ୍ତ ରହୁଛନ୍ତି ନା ନିଜ ପରିବାର ଲୋକଙ୍କୁ ସମୟ ଦଉଛନ୍ତି ନା ନିଜ ସମ୍ପର୍କୀୟ ବା ସାଙ୍ଗ ମାନଙ୍କୁ । ତେବେ ଦୁନିଆରେ କେହି କିଛି ନେଇକି ଆସି ନାହାନ୍ତି ଓ କେହି କିଛି ନେଇକି ଯିବେ ନାହିଁ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ସମସ୍ତେ କିଛି ନା କିଛି ପାଇବା ଚକ୍ରରେ ଦଉଡି ଚାଲିଛନ୍ତି, ଆଜି ଆମେ ଆପଣଙ୍କ ପାଇଁ ମନୋରଞ୍ଜକ ଜିନିଷ ଆଣିଛୁ ।

ଜୀବନରେ ସମସ୍ତଙ୍କୁ ହସାଇବା ଉଚିତ କାହା ମନରେ କଷ୍ଟ ଦିଅନ୍ତୁ ନାହିଁ ।

Image Courtesy: Google

୧. ଡକ୍ଟର – ତମେ ସକାଳୁ କ୍ଲିନିକ ବାହାରେ ଠିଆ ହୋଇ ମହିଳା ମାନାଙ୍କୁ କଣ ପାଇଁ ଅନଉଚ ?

ବଣ୍ଟି – ଆପଣ ଲେଖିଛନ୍ତି ମହିଳାଙ୍କୁ ଦେଖିବା ସମୟ ସକଳ ୯ରୁ ୧୧ ପର୍ଯ୍ୟନ୍ତ ଅଟେ ।

୨. ସନ୍ତା ପୁଅ ର ଏକଶିଡେଣ୍ଟ ହୋଇଗଲା

ଡକ୍ଟର – ଆପଣଙ୍କ ପୁଅ ଦୁଇ ଗୋଡ କାଟିବାକୁ ହବ

ସନ୍ତା ନିଜ ମୁଣ୍ଡ ଧରି ପକାଇଲା

ଡକ୍ଟର – କଣ ହେଲା ?

ସନ୍ତା – କାଲି ବାଳୁଙ୍ଗାକୁ ନୂଆ ଚପଲ ଆଣି ଦେଇଥିଲି ।

Image Courtesy: Google

୩. ଚିଣ୍ଟୁ ଜୋର ବର୍ଷାରେ ଗୋଟେ ଡକ୍ଟର ପାଖକୁ ଗଲା ଓ କହିଲା – ଘରେ ଦେଖିବା ପାଇଁ କଣ ଫିସ ନିଅନ୍ତି ?

ଡକ୍ଟର ଉତ୍ତର ଦେଲେ – ୩୦୦ ଟଙ୍କା

ଚିଣ୍ଟୁ କହିଲା – ତାହେଲେ ଶୀଘ୍ର ଚାଲନ୍ତୁ ଡକ୍ଟର

ଡକ୍ଟର କାର ବାହାର କଲେ ଓ ଦୁଇ ଜଣ ଚିଣ୍ଟୁ ଘରେ ପହଞ୍ଚିଲେ

ଡକ୍ଟର ପଚାରିଲେ – ରୋଗୀ କିଏ ?

ଚିଣ୍ଟୁ ହସି ହସି କହିଲା – ରୋଗୀ କେହି ନାହାନ୍ତି ଡକ୍ଟର, ରିକ୍ସାୱାଲା ଘର ପର୍ଯ୍ୟନ୍ତ ୫୦୦ଟଙ୍କା ମାଗୁଥିଲା ଓ ଆପଣ ୩୦୦ ଟଙ୍କାରେ ନେଇ ଆସିଲେ ।

୪. ମୋତିଲାଲ ଶେଠ ନିଜ ମୋଟାପଣରୁ ହଇରାଣ ହୋଇ ଡକ୍ଟର ପାଖକୁ ଗଲା

ଶେଠ – ଡକ୍ଟର ସର ମୋ ପେଟ ର କିଛି କରନ୍ତୁ ।

ଡକ୍ଟର – ଏହାର କେବଳ ଗୋଟେ ଉପାୟ ଅଟେ ।

ଶେଠ – ସେଇଟା କଣ ଡକ୍ଟର ?

ଡକ୍ଟର – ତମେ ପ୍ରତିଦିନ ସକାଳେ କେବଳ ୨ଟି ରୁଟି ଖାଓ

ଶେଠ – ଏଇ ୨ରୁଟି ଖାଇବା ଆଗରୁ ଖାଇବାର ଅଛି ନା ଖାଇବା ପରେ ଖାଇବାର ଅଛି ?

Image Courtesy: Google

୫. ଡକ୍ଟର ନିଜ ସ୍ତ୍ରୀ ସହ ଆରାମରେ ସୋଇଥିଲା ସେତେବେଳେ ଗୋଟେ ଫୋନ ଆସିଲା

ବ୍ୟକ୍ତି – ଡକ୍ଟର ଆପଣ ମତେ ଯେଉଁ ବଟିକା ଦେଇଥିଲେ ତା ଦ୍ଵାରା ମୋ ବାନ୍ତି ବନ୍ଦ ହେଇଗଲା କିନ୍ତୁ ମୋ ନିଶ୍ଵାସ ଜୋର ଜୋରସେ ଚାଲିଛି ।

ଡକ୍ଟର (ରାଗି ଯାଇ) – ଚିନ୍ତା କରନି ସକାଳ ପର୍ଯ୍ୟନ୍ତ ତାହା ମଧ୍ୟ ବନ୍ଦ ହୋଇଯିବ ।

୬. ଡକ୍ଟର – ଆପଣଙ୍କ ଯାଁଆଳା ଛୁଆ ହୋଇଛନ୍ତି ।

ସରଦାର ଜି – ଏଇଟା ହବାର ଥିଲା ପ୍ରୋଗ୍ରାମ ସେଇ ଭଳି ଦେଖୁଥିଲା ଇଣ୍ଡିଅନ ଆଇଡଲ – ୨, ନଚ ବଲିଏ – ୨, ଧୂମ – ୨ ।

ଡକ୍ଟର – ଭଲ ହେଲା ଦିଲ୍ଲୀ ୬ ଦେଖି ନାହାନ୍ତି ।

Leave a Reply

Your email address will not be published. Required fields are marked *