ଆଜିକା ସମୟରେ ଲୋକଙ୍କ ମନରେ ବହୁତ କଥା ପାଇଁ ବହୁତ ପ୍ରକାର ପ୍ରଶ୍ନ ଅଛି, ତେବେ ବହୁତ ଲୋକ ମାନେ ଏହାର ଉତ୍ତର ଜାଣି ନାହାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ବଦଳିଥାଏ । ଆଜିକା ସମୟରେ ଲୋକ ନିଜ ଓ ନିଜ କାମ ଛଡା ଅନ୍ୟ କିଛି ଜାଣି ନାହାନ୍ତି କିନ୍ତୁ ଏମିତି କିଛି ପ୍ରଶ୍ନ ଅଛି ଯାହା ଉତ୍ତର ସମସ୍ତଙ୍କୁ ଜାଣିବା ଉଚିତ ।
୧. ବେଳେ ବେଳେ ଆମ ଆଖି କଣ ପାଇଁ ଫଡକିଥାଏ ?

ଉତ୍ତର – ତେବେ ଆଖି ଫଡକିବାର ବହୁତ କାରଣ ହୋଇପାରନ୍ତି ତେବେ ଭାରତୀୟ ସଂସ୍କୃତି ଅନୁଯାଇ ଆଖି ଫଡକିବା ଅଶୁଭ ତ କେବେ ଶୁଭ କୁହା ଯାଇଥାଏ ।
ତେବେ ବୈଜ୍ଞାନିକ ମାନଙ୍କ ଦ୍ରୁଷ୍ଟିରୁ ଏହାର ବହୁତ କାରଣ ହୋଇଥାଏ ।
କାମ ଦ୍ଵାରା ବିନ୍ଧା ବିନ୍ଧି ହେଲେ ମଧ୍ୟ ଆପଣଙ୍କ ଆଖି ଫଡାକିଥାଏ ।
ଏନଆଇଡ଼ି କମ ହବାରୁ ମଧ୍ୟ ଆଖି ଫଡକିବା ଆରମ୍ଭ କରିଥାଏ ।
କମ୍ପ୍ୟୁଟର, ଟେବଲେଟ ଓ ସ୍ମାର୍ଟଫୋନ ଅଧିକ ପ୍ରୟୋଗ ଦ୍ଵାରା ମଧ୍ୟ ଆମ ଆଖି ଫଡକିଥାଏ ।
ବହୁତ ଅଧିକ କଫି ସେବନ ବା କେଫିନ ବ୍ୟବହାର ଦ୍ଵାରା ମଧ୍ୟ ଆମ ଆଖି ଫଡକିବାକୁ ଲାଗିଥାଏ । ଗୋଟେ ବା ଦୁଇ ସପ୍ତାହ ପାଇଁ ଚା, କଫି ଚକଲେଟ ଇତ୍ୟାଦି ପଦାର୍ଥ ସେବନ କରିବା ଛାଡି ଦିଅନ୍ତୁ ଆପଣଙ୍କୁ ବହୁତ ଆରାମ ମିଳିବ ।

୨. ତାଜମହଲ ତଳକୁ ଯିବା ଉପରେ ପ୍ରତିବନ୍ଧ କଣ ପାଇଁ କରା ଯାଇଛି ?
ଉତ୍ତର – ଅଧ୍ୟୟନ କର୍ତାମାନଙ୍କ ଅନୁଯାଇ ତାଜମହଲ ତଳେ ହଜାର ରୁମ ଅଛି, ତାଙ୍କ କହିବା ଅନୁଯାଇ ତାଜମହଲ ଜମି ଯେତେ ଉପରେ ଅଛି ସେତିକି ତଳେ ମଧ୍ୟ ଅଛି । ସେହି ସମୟରେ କିଲା ହେଉ ବା ରାଜମହଳ ସବୁ ଜାଗାରେ ଗୋଟେ ଗୁପ୍ତ ରାସ୍ତା ତିଆରି କରା ଯାଉଥିଲା ଠିକ ସେମିତି ତାଜମହଲ ତଳେ ମଧ୍ୟ ଅଛି । ତେବେ ଅଧ୍ୟୟନ କର୍ତାଙ୍କ ଅନୁଯାଇ ଏହି ତଳେ ଥିବା ରୁମଗୁଡିକ ପଥର ଦ୍ଵାରା ଭର୍ତି କରା ଯାଇଛି ଓ ଏହି ମଧ୍ୟରେ ଗୋଟେ କବ୍ର ମୁମ୍ତାଜଙ୍କର ଅଟେ । ତେବେ ବର୍ତମାନ ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି ଯେ ଏହା କଣ ପାଇଁ କରା ଯାଇଛି ।

୩. ଗୋଟେ ଗୋତ୍ରରେ ବିବାହ କଣ ପାଇଁ କରା ଯାଏ ନାହିଁ ?
ଉତ୍ତର – ହିନ୍ଦୁ ଧର୍ମରେ ଗୋଟେ ଗୋତ୍ର ହବାରୁ ଝିଅ ପୁଅ ସମ୍ପର୍କରେ ଭାଇ ଭଉଣୀ ହୋଇଥାନ୍ତି । ଭାଇ ଭଉଣୀ ହବାରୁ ବିବାହ କଥା କହିବା ମଧ୍ୟ ପାପ ହୋଇଥାଏ । ଏହି କାରଣ ପାଇଁ ୩ଟି ଗୋତ୍ର ଛାଡି ବିବାହ କରା ଯାଇଥାଏ । ପ୍ରଥମ ଗୋତ୍ର ନିଜର, ଦୁତୀୟ ଗୋତ୍ର ମାର ଓ ତା ପରେ ଜେଜେମା ଓ ଆଇର ଗୋତ୍ର ଛାଡି ବିବାହ କରିବା ଉଚିତ ।

୪. କିନ୍ନର ଆଶୀର୍ବାଦ କେଉଁ ଦିନ ନବା ଉଚିତ ?
ଉତ୍ତର – ଶାସ୍ତ୍ର ଅନୁଯାଇ କିନ୍ନର ସମୁଦାୟକୁ କେବେ ଖରାପ କଥା କହିବା ଉଚିତ ନୁହ, କାହିଁକିନା କିନ୍ନର ମାନଙ୍କୁ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି । କିନ୍ନର ମାନଙ୍କ ଆଶୀର୍ବାଦ ଛୁଆ ଜନ୍ମ ବା ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟରେ ନବା ଉଚିତ ଅଟେ ଏହା ଦ୍ଵାରା ଆପଣାଙ୍କ ଘରେ ସବୁକିଛି ଭଲ ହୋଇଥାଏ ।