ଆଜିକା ସମୟରେ ଲୋକ ହସିବା ଭୁଲି ଯାଇଛନ୍ତି ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସାଙ୍ଗ ବା ଘର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ଓ ବର୍ତମାନ ସମୟରେ କୋରୋନ ଭାଇରସ ଦ୍ଵାରା ଲୋକଙ୍କ ଆରଥି ଓ ମାନସିକ ସ୍ଥିତି ଏତେ ଖରାପ ହୋଇଛି ଯେ ସମସ୍ତେ କିଛି ନା କିଛି ଟେନସନରେ ଅଛନ୍ତି ।
ତେବେ ଆଜି ଆମେ ଆପଣଙ୍କ ମୁଡ କିଛି ଭଲ କରିବା ପାଇଁ ଏମିତି କିଛି ଜୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।
୧. ସ୍ଵାମୀ : ତମେ ରେଡି ହବା ପାଇଁ ବହୁତ ସମୟ ଲଗାଓ ଦେଖ ମୁଁ ୨ ମିନିଟରେ ରେଡି ହେଇଯାଉଛି ।
ସ୍ତ୍ରୀ : ମ୍ୟାଗି ଓ ବିରୟାନୀ ରେ ବହୁତ ଭିନ୍ନତା ହୋଇଥାଏ ।
୨. ଝିଅ : କେବେ କାହା ପାଇଁ ଅପେକ୍ଷା କରିଛ ।
ମୁଁ : ହଁ
ଝିଅ : କାହା ପାଇଁ ?
ମୁଁ : ମୋବାଇଲ ବେଟ୍ରି ୧୦୦% ଚାର୍ଜ ହବାର ।
୩. ମନ୍ଦିର ଯାଇ ପାରିଲି ନାହିଁ ବୋଲି ଘରେ ମା ଗୋଡ ମୋଡୁଥିଲି, ମାର ମମତା ଜାଗି ଉଠିଲା ତ ଚପଲରେ ମାରିଲା
କହିଲେ : ମୋଡୁଛୁ ତ ଭଲରେ ମୋଡ ନ ହେଲେ ତୋ ମୋବାଇଲ ଚଲା
୪. ଚାଇନାରେ ଦ୍ଵିତୀୟ ବିବାହ ପାଇଁ ଅନୁମତି ନାହିଁ ।
ତାଙ୍କ କହିବା ଅନୁଯାଇ ଦ୍ଵିତୀୟ ଆସିଲେ ବି ଏକା ଦେଖାଯିବ ସେଥିପାଇଁ ଗୋଟେ ଥାଉ ।
୫. ପ୍ରଥମ ସିଗ୍ରେଟ ହେଉ ବା ପ୍ରଥମ ବିଅର କେହି ନିଜେ କିଣି ପିଅନ୍ତି ନାହିଁ ।
ସବୁବେଳେ କେହି ନା କେହି ଦାନବୀର ହାତରେ ଦେଇ କୁହନ୍ତି – ପି ପି କିଛି ହବ ନାହିଁ ।
୬. ଯେତେବେଳେ କେହି କହିଥାନ୍ତି ଗୋଟେ କଥା କହିବି ଆଉ ତା ପରେ କୁହନ୍ତି ଛାଡ ଅଲଗ କଥା ହବ ।
ସେହି ସମୟରେ ଏତେ ରାଗ ଲାଗିଥାଏ ଇଛା ହୁଏ ଗୋଡେଇ ଗୋଡେଇ ମାରିବାକୁ ।
୭. ମହିଳାଙ୍କୁ ପଚରା ଗଲା : ଆପଣ ନିଜ ସାସୁଘର ସମସ୍ଯା ବିଷୟରେ ନିଜ ସ୍ଵାମୀକୁ କହୁ ନାହାନ୍ତି ?
ମହିଳା କହିଲେ : ମେଲେରିଆ ବିଷୟରେ ମସାକୁ ପଚାରିଲେ କଣ ହବ ।
୮. ମୁମ୍ବାଇରେ କରୋନା ପଜେଟିଭ ଠାରୁ ଅଧିକ ଗଞ୍ଜା ପଜେଟିଭ ବାହାରିଲେଣି ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।