ଚାଇନାରେ ଦ୍ଵିତୀୟ ବିବାହ ପାଇଁ ଅନୁମତି ନାହିଁ, ତାଙ୍କ କହିବା ଅନୁଯାଇ ଦ୍ଵିତୀୟ ଆସିଲେ ବି….

ଆଜିକା ସମୟରେ ଲୋକ ହସିବା ଭୁଲି ଯାଇଛନ୍ତି ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସାଙ୍ଗ ବା ଘର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ଓ ବର୍ତମାନ ସମୟରେ କୋରୋନ ଭାଇରସ ଦ୍ଵାରା ଲୋକଙ୍କ ଆରଥି ଓ ମାନସିକ ସ୍ଥିତି ଏତେ ଖରାପ ହୋଇଛି ଯେ ସମସ୍ତେ କିଛି ନା କିଛି ଟେନସନରେ ଅଛନ୍ତି ।

ତେବେ ଆଜି ଆମେ ଆପଣଙ୍କ ମୁଡ କିଛି ଭଲ କରିବା ପାଇଁ ଏମିତି କିଛି ଜୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

Image Courtesy: Google

୧. ସ୍ଵାମୀ : ତମେ ରେଡି ହବା ପାଇଁ ବହୁତ ସମୟ ଲଗାଓ ଦେଖ ମୁଁ ୨ ମିନିଟରେ ରେଡି ହେଇଯାଉଛି ।

ସ୍ତ୍ରୀ : ମ୍ୟାଗି ଓ ବିରୟାନୀ ରେ ବହୁତ ଭିନ୍ନତା ହୋଇଥାଏ ।

୨. ଝିଅ : କେବେ କାହା ପାଇଁ ଅପେକ୍ଷା କରିଛ ।

ମୁଁ : ହଁ

ଝିଅ : କାହା ପାଇଁ ?

ମୁଁ : ମୋବାଇଲ ବେଟ୍ରି ୧୦୦% ଚାର୍ଜ ହବାର ।

Image Courtesy: Google

୩. ମନ୍ଦିର ଯାଇ ପାରିଲି ନାହିଁ ବୋଲି ଘରେ ମା ଗୋଡ ମୋଡୁଥିଲି, ମାର ମମତା ଜାଗି ଉଠିଲା ତ ଚପଲରେ ମାରିଲା

କହିଲେ : ମୋଡୁଛୁ ତ ଭଲରେ ମୋଡ ନ ହେଲେ ତୋ ମୋବାଇଲ ଚଲା

୪. ଚାଇନାରେ ଦ୍ଵିତୀୟ ବିବାହ ପାଇଁ ଅନୁମତି ନାହିଁ ।

ତାଙ୍କ କହିବା ଅନୁଯାଇ ଦ୍ଵିତୀୟ ଆସିଲେ ବି ଏକା ଦେଖାଯିବ ସେଥିପାଇଁ ଗୋଟେ ଥାଉ ।

୫. ପ୍ରଥମ ସିଗ୍ରେଟ ହେଉ ବା ପ୍ରଥମ ବିଅର କେହି ନିଜେ କିଣି ପିଅନ୍ତି ନାହିଁ ।

ସବୁବେଳେ କେହି ନା କେହି ଦାନବୀର ହାତରେ ଦେଇ କୁହନ୍ତି – ପି ପି କିଛି ହବ ନାହିଁ ।

Image Courtesy: Google

୬. ଯେତେବେଳେ କେହି କହିଥାନ୍ତି ଗୋଟେ କଥା କହିବି ଆଉ ତା ପରେ କୁହନ୍ତି ଛାଡ ଅଲଗ କଥା ହବ ।

ସେହି ସମୟରେ ଏତେ ରାଗ ଲାଗିଥାଏ ଇଛା ହୁଏ ଗୋଡେଇ ଗୋଡେଇ ମାରିବାକୁ ।

୭. ମହିଳାଙ୍କୁ ପଚରା ଗଲା : ଆପଣ ନିଜ ସାସୁଘର ସମସ୍ଯା ବିଷୟରେ ନିଜ ସ୍ଵାମୀକୁ କହୁ ନାହାନ୍ତି ?

ମହିଳା କହିଲେ : ମେଲେରିଆ ବିଷୟରେ ମସାକୁ ପଚାରିଲେ କଣ ହବ ।

୮. ମୁମ୍ବାଇରେ କରୋନା ପଜେଟିଭ ଠାରୁ ଅଧିକ ଗଞ୍ଜା ପଜେଟିଭ ବାହାରିଲେଣି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *