କାର୍ତ୍ତିକ ମାସରେ ପ୍ରତିଦିନ ସନ୍ଧ୍ୟାରେ କରନ୍ତୁ ୧ ଦୀପ ଓ ୧ ଲବଙ୍ଗର ଏହି ଉପାୟ, ରାତାରାତି ଚମକିବ ଭାଗ୍ୟ

କାର୍ତ୍ତିକ ମାସରେ ଏମିତି କିଛି କାର୍ଯ୍ୟ ହୋଇଥାଏ ଯାହା ନିଶ୍ଚିତ ଭାବରେ କରିଥାନ୍ତି । ଆଜି ଆମେ ଆଲୋଚନା କରିବା ଦୀପର, କେଉଁଠି ଦୀପ ଜଳାଇବା ଉଚିତ । ଯେଉଁଥିରେ ମା ଲକ୍ଷ୍ମୀ ଓ ଶ୍ରୀ ହରିଙ୍କ କୃପା ବହୁତ ସହଜରେ ମିଳିବ ।

ହିନ୍ଦୁ ଧର୍ମରେ ସବୁଠୁ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଏ । ଏମିତି କୁହାଯାଏକି ଚାତୁର ମାସର ଅନ୍ତିମ ମାସ ଅଟେ, ଏହି ମାସରେ ସବୁ ଦେବ ଶକ୍ତି ମାନେ ମଜଭୁତ ହୋଇଥାନ୍ତି । କାରଣ ଶ୍ରୀହରୀ ଦେପୋଥନ ଏକାଦଶୀ ଦିନ  ଉଠିବେ, ଏହି ମାସରେ ଦୀପ ଦାନ କରିବା ଅକ୍ଷୟ ପୂଣ୍ୟ ଆପଣଙ୍କୁ ଦେଇଥାଏ ।

Image Courtesy: Google

କାର୍ତ୍ତିକ ମାସରେ କିଛି ଏମିତି କାମ କରିବା ଉଚିତ ନୁହେଁ, ଏହି ମାସର ୧ ନଭେମ୍ବରଠୁ ୩୦ ନଭେମ୍ବର ପର୍ଯ୍ୟନ୍ତ କାର୍ତ୍ତିକ ମାସ  ରହିବ । କାର୍ତ୍ତିକ ମାସରେ ଖାଦ୍ୟପେୟ ଓ ଚଳନୀର ବହୁତ ଧ୍ୟାନ ରଖିବା ଉଚିତ ।  ଏମିତି କୁହାଯାଏକି ଏହି ମାସରେ ଡାଲି କମ ଖାଇବେ ଓ ବାଇଗଣ ଓ ମସୁର ଡାଲି ଖାଇବା ଉଚିତ ନୁହେଁ । କାରଣ ଏହି ମାସ ଶ୍ରୀ ହରିଙ୍କ ମାସ ଅଟେ । ଏହିମାସରେ ଏମିତି ଜିନିଷ ଖାଆନ୍ତୁ ଯାହା ଲମ୍ବା  ସମୟ ପର୍ଯ୍ୟନ୍ତ ଆପଣକୁ ଶକ୍ତି ମିଳିବ । କାର୍ତ୍ତିକ ମାସରେ ସୂର୍ଯ୍ୟ କିରଣରେ ସ୍ନାନ କରିବା ବହୁତ ଭଲ ହୋଇଥାଏ ।

Image Courtesy: Google

ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପିତା କରନ୍ତୁ ଏହା ସହିତ କିଛି ସମୟ ପାଇଁ ସୂର୍ଯ୍ୟ କିରଣରେ ଠିଆ ହୁଅନ୍ତୁ । ଏହି ମାସରେ ଦୁଇ ପ୍ରହରରେ ଶୋଇବା ଉଚିତ ନୁହେଁ, ଏମିତି କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ । ଶାସ୍ତ୍ର ହିସାବରେ  କାର୍ତ୍ତିକ ମାସର ଭଗବାନ ଶ୍ରୀ ହରିଙ୍କ ପ୍ରିୟ ମାସ ହୋଇଥାଏ ଓ ମା ଲକ୍ଷ୍ମୀଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ ।  ଶରଦ ପୁରଣିମା ଦିନ ମା ଲକ୍ଷ୍ମୀଙ୍କର ଜନ୍ମ ଦିନ ପାଳନ କରାଯାଇଥାଏ ଓ କାର୍ତ୍ତିକ ମାସରେ ମା ଲକ୍ଷ୍ମୀ ଆନନ୍ଦର ବର୍ଷା କରିଥାନ୍ତି ।

Image Courtesy: Google

ଭଗବାନ ଶ୍ରୀ ହଋ ଯୋଗ ନିଦ୍ରାରୁ ଉଠିକି ସୃଷ୍ଟିରେ ରସ ଭରି ଦେଇଥାନ୍ତି । ଭଗବାନ ନାରାୟଣ ଓ ମା ଲକ୍ଷ୍ମୀ ପୃଥିବୀ ଉପରେ ଭ୍ରମଣ କରି ନିଜ ଭକ୍ତ ମାନଙ୍କୁ ଅପାର ଧନ ମଧ୍ୟ ଦେଇଥାନ୍ତି । କାର୍ତ୍ତିକ ମାସରେ ଧନ ତ୍ରୟୋଦଶୀ, ଦୀପାବଳି  ଓ ଗୋପାଷ୍ଟମୀ ଏମିତି ବ୍ରତ ହୋଇଥାଏ ଏହି ଦିନ ମା ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷୀ ଥାଏ । ପ୍ରତିଦିନ ରାତିରେ ଭଗବାନ ଶ୍ରୀ ହରି ଓ ମାତା ଲକ୍ଷ୍ମୀଙ୍କର ଆରାଧନା କରିବାର ବିଧାନ ରହିଛି ।  ଏମିତି କେଉଁ ମନ୍ତ୍ର ଅଛି ଯାହାକୁ ଜପ କରିବା ଦ୍ଵାରା ଶ୍ରୀ ହରିଙ୍କ କୃପା ମିଳିବ ଓ ସେ କେଉଁ ଜାଗା ଅଛିକି ଦୀପ ଶେଠୀ ନିଶ୍ଚିତ ରୂପରେ ଜଳେଇବା ଆବଶ୍ୟକ ।

Image Courtesy: Google

ଏହି ମନ୍ତ୍ର ହେଉଛି ” ଓଂ ହ୍ରୀଙ୍ଗ ଶ୍ରୀଙ୍ଗ ଲକ୍ଷ୍ମୀ ବସୁଦେବାୟ ନମଃ ” ଏହି ମନ୍ତ୍ର କାର୍ତ୍ତିକ ମାସରେ ୧୦୮ ଥର ନିଶ୍ଚିତ ଭାବରେ ଜପନ୍ତୁ । କାରଣ ଏହି ମନ୍ତ୍ର ମୋକ୍ଷ ଦେବ, ମୁକ୍ତି ଦେବ ଓ କାର୍ତ୍ତିକ ମାସର ଫଳ ମଧ୍ୟ ଦେବ । କାର୍ତ୍ତିକ ମାସରେ ମନୋକାମନା ପୁର୍ତି ପାଇଁ ଯଦି ତୁଲସୀ ଚଉରା ମୂଳେ ଦୀପ ଜଳଉଛନ୍ତି ଓ ସେଥିରେ ଲବଙ୍ଗ ପକାଉଛନ୍ତି ଏଥିରେ ଆପଣଙ୍କର ସବୁ ମନୋକାମନ ପୂରଣ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *