କାଉଁରି ବାବା କହିଲେ ମୁଁ ତତେ ନଈ ବାଲିରେ ପୋଡିଦେବି! ମାତା ବାବାଙ୍କୁ ଶୂନ୍ୟରେ ଉଡେଇ ନେଲେ! Malika Bachana

ଆଜି ଆମେ ଆପଣ ମାନଙ୍କୁ ଧ୍ୟାନକୁଦ ପୀଠ ପାଖରେ ଥିବା ଏକ ମାଳିକା ପୀଠ ରହିଛି ଯାହାର ନାଁ ହେଉଛି ରାଧାକ୍ରୀଷ୍ଣା ପୀଠ ଯେଉଁଠାରେ ମା ବନ ଦୂର୍ଗାଙ୍କର ପୂଜାସ୍ଥଳୀ ଓ ଶ୍ରୀ ଜଗନ୍ନାଥଙ୍କର ଜନ୍ମପୀଠ । ଏହି ପୀଠରେ ପୂର୍ବ କାଳରେ ପ୍ରସିଦ୍ଧ କାମାକ୍ଷୀ ସାଧୁ ମାନେ ରହି ମା ବନଦୂର୍ଗାଙ୍କୁ ପୂଜା କରିଥିଲେ ।

ଏହି ପୀଠରେ ରାଧାକୃଷ୍ଣ ଆଦ୍ୟାକାଳରୁ ପୂଜା ହୋଇ ଆସୁଛନ୍ତି । ଏହି ପୀଠରେ ପ୍ରଭୁ ଜଗନ୍ନାଥଙ୍କର ଜନ୍ମ ହୋଇଥିଲା ବୋଲି ଏହି ମଠର ମାଳିକା ବିଶାରଦ ପ୍ରେମ ସାଗର ମହାରାଜ କହିଛନ୍ତି । ୨୦୦୨ରେ ଜଗନ୍ନାଥ ମନ୍ଦିର ପୁରୀରେ ପ୍ରତିଷ୍ଠା ହେବା ପରେ ପ୍ରଭୁ ଜଗନ୍ନାଥ ଏହି ପୀଠ ଛଡାଇ ସେଠାକୁ ଯାଇଥିଲେ । ପଞ୍ଚସଖା ମାନେ ଏହି ପୀଠରେ ଧ୍ୟାନ କରୁଥିବାର ମହାରାଜ କହିଛନ୍ତି । ଧ୍ୟାନକୁଦ ପୀଠ ଏକ ନିସ୍ତବ୍ଦ ସ୍ଥଳୀ ଥିଲା ଯେଉଁଠାରେ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ମଧ୍ୟ ପାଳନ କରାଯାଉ ଥିଲା ।

ଏହି ପୀଠ ପଞ୍ଚସଖାଙ୍କର ଯୁଗରୁ ରହି ଆସିଛି କହିଲେ ଅତ୍ୟକ୍ତି ହେବ ନାହି । ଏହି ପୀଠରେ ପ୍ରଭୁ ଜଗନ୍ନାଥ କଳକୀ ଅବତାର ନେଇ ଲୀଳା କରିବେ ବୋଲି ଏହି ପୀଠର ମହାରାଜା କହିଛନ୍ତି । ତାଙ୍କ ପିତାଙ୍କୁଆ ମା ଦୂର୍ଗାଙ୍କର ସ୍ଵପ୍ନାଦେଶ ହୋଇଥାଏ ଯାହା ଦ୍ଵାରା ସେ ମା ଦୂର୍ଗାଙ୍କର ବିଶେଷ କୃପା ପାଇଥିଲେ । ଏହି ପୀଠରେ ଶଙ୍ଖନାଦ ହେବାର ମଧ୍ୟ ବିଶେଷତ୍ଵ ରହିଛି । ମହାରଜଙ୍କର ସ୍ଵର୍ଗତ ପିତା କହି ଯାଇଛନ୍ତି ଯେ କାଉଁରୀ ବାବା ଜଗତାନନ୍ଦ ଓ ଗୋବର୍ଦ୍ଧନ ବାବା ଥିଲେ ଯାହାଙ୍କର ଜୀବନ୍ତ ୩ଟି ସମାଧି ଏହି ପୀଠରେ ରହିଛି ଯିଏ ଜଣେ ବ୍ରହ୍ମଚାରୀ ଥିଲେ ।

ଜଗତାନନ୍ଦ ବା ବା କାଉଁରୀ ବାବା ଯିଏ ଜଣେ ବ୍ରହ୍ମଚାରୀ ଥିଲେ । ଯେତେବେଳେ ସେ ଯୁବକ ଅବସ୍ଥାରେ ଥିଲେ ଜଗତାନାଦ ବାବା କାଉଁରୀ କାମାକ୍ଷା ଭ୍ରମଣ କରିବାକୁ ଯାଇଥିଲେ । ତାଙ୍କର ଯୁବକତ୍ଵ ଦେଖି କାଉଁରୀ ମାତା ତାଙ୍କର ଗୁଣ ପ୍ରତି ଆକୃଷ୍ଟ ହୋଇଥିଲେ । ଏହା ପରେ କାଉଁରୀ ମାତା ଜଗତାନାଦ ବାବାଙ୍କୁ ବଶ କରିଲେ । ଏହା ପରେ ଜଗତାନାଦ ବାବାଙ୍କର ଓଡିଶା କଥା ଯେତେବେଳେ ମନେ ପଡିଲା ସେ ଓଡିଶା ଫେରି ଆସି ଏହି ପୀଠରେ ରହିଥିଲେ ।

ମହାରାଜଙ୍କର ସ୍ଵର୍ଗତ ପିତା କହିଛନ୍ତି ଯେ ତାଙ୍କ ସମୟରେ ସେ କାଉଁରୀ ବାବା ଓ ମାତାଙ୍କର ଅତି ପ୍ରିୟ ଥିଲେ । ଥରେ କାଉଁରୀ ବାବା ଓ ମାତାଙ୍କ ମଧ୍ୟରେ ମାନତର ହେବାରୁ କାଉଁରୀ ବାବା କହିଥିଲେ ଯେ “ତମକୁ ନଈ ବନ୍ଧରେ ପୋତି ଦେବୀ” । ଏହା ଶୁଣିବା ପରେ ମହାରାଜଙ୍କର ପିତା ଉଭୟ କାଉଁରୀ ବାବା ଓ ମାତାଙ୍କ ମଧ୍ୟରେ ବୁଝାମଣା କରିବା ପରେ ସେଠାରୁ ଚଳାଇ ଯାଇଥିଲେ । ତାଙ୍କ ପିତା ରାସ୍ତାରେ ଯାଉଥିବା ସମୟରେ ଦୁଇ ଶଣ୍ଢ ହଟାତ ତାଙ୍କ ଆଡକୁ ମାଡି ଆସିବାର ଦେଖି ତାଙ୍କ ପିତା ମା ମା ଡାକି ପୀଠରେ ପହଞ୍ଚି ଥିଲେ ।

ଏହା ପରେ କାଉଁରୀ ମା ତାଙ୍କୁ ଷଣ୍ଢ ମାନଙ୍କ ଠାରୁ ରକ୍ଷା କରିଥିଲେ । ମହାରାଜା କହିଛନ୍ତି ଯେ ତନକର ମା ବନ ଦୂର୍ଗାଙ୍କ କୃପାରୁ ଜନ୍ମ ଓ ପଞ୍ଚସଖାଙ୍କ ଠାରୁ ସାଧାନା ଶକ୍ତି ପାଇଛନ୍ତି । ସେ ୪୦୦ରୁ ଅଧିକ ପୁସ୍ତକ ଓ ଅନେକ ପୋଥି ଲେଖିଛନ୍ତି । ଏହି ପୀଠରେ ମା ବନ ଦୂର୍ଗାଙ୍କ ପାଖରେ ଯେଉଁ ବ୍ୟକ୍ତି ମନସ୍କାମନା ରଖିଥାଏ ମା ତାର ପୂରଣ କରିଥାନ୍ତି ବୋଲି ଆଖ୍ୟା ରହିଛି । ଏହି ପୀଠରେ ଅନେକ ମହିମା ରହିଛି ଯାହା ମହାରାଜା ଏଠାରେ ଦର୍ଶାଇଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *