ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ବିଦ୍ୟାଭାରତୀଙ୍କୁ ପଚରାଗଲା ଏହି ସବୁ ପ୍ରଶ୍ନ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଗତ ୨୧ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ପ୍ରକୃତ ଅ-ପ-ରା-ଧୀ କିଏ ତାହା ଜଣା ପଡି ନାହି । ପୋଲିସ ଆଜି ଯାଏଁ କେବଳ ତଦନ୍ତ କରିବାରେ ଲାଗିଛି କିନ୍ତୁ କୌଣସି ତଥ୍ୟ ଅନୁସାରେ ଦୋ-ଷୀ କିଏ ତାହା ପ୍ରମାଣ ହୋଇପାରି ନାହି । ତେବେ ସୂଚନା ଅନୁସାରେ ବିଦ୍ୟା ଭାରତୀଙ୍କୁ ପଚରାଉଚରା କରା ଯାଇଛି ।

ତଦନ୍ତ କାରୀ ଅଧିକାରୀ ବିବେକାନନ୍ଦ ସ୍ଵାଇଁ ବିଦ୍ୟାଙ୍କୁ ପ୍ରଶ୍ନ କରିଛନ୍ତି ଯେ ବିଦ୍ୟାଙ୍କର ଭାଇରାଲ ହୋଇଥିବା ୫ଟି ଚିଠି କିଏ ଲେଖିଥିଲା ଓ କାହା ଉଦେଶ୍ୟରେ ଲେଖା ଯାଇଥିଲା । ଏହା ପରେ ପ୍ରଶ୍ନ ରହିଛି ବିଦ୍ୟାଙ୍କୁ ଯଦି ଏ ଚିଠି ଗୁଡିକ ସୋମ୍ୟଙ୍କ ଆଧାର କରି ଲେଖା ଯାଇଥିଲା ତେବେ ସୋମ୍ୟଙ୍କ ପ୍ରତି ମନରେ ତେ ଘୃ-ଣା ଭାବ କଣ ପାଇଁ ରହିଥିଲା । ଏହା ପରେ ପରବର୍ତ୍ତୀ ପ୍ରଶ୍ନ ହେଉଛି ସୋମ୍ୟଙ୍କ ସହ ଆଲୋଚନାର ଅଡିଓ କିଏ ଓ କାହିଁକି ଭାଇରାଲ କରିଥିଲା ।

ଏହି ଅଡିଓରେ ସୋମ୍ୟଙ୍କ ସହ ଅନ୍ୟ କୌଣସି ଝିଅର ସମ୍ପର୍କ ଥିବା କୁହା ଯାଇଛି । ତେବେ ଏହି ଅଡିଓ ଭଏସ ସୋମ୍ୟ ଓ ବିଦ୍ୟାଙ୍କର ନାଁ ଆଉ କାହାର ତାହା ବିଦ୍ୟାଙ୍କୁ ପ୍ରଶ୍ନ କରା ଯାଇଛି । ସୋମ୍ୟଙ୍କର ଅନ୍ୟ ଝିଅ ସହ ସମ୍ପର୍କ ରଥିଲା ବୋଲି ବିଦ୍ୟା କଣ ଜାଣିଛନ୍ତି ତାହା ମଧ୍ୟ ପ୍ରଶ୍ନ କରା ଯାଇଛି । ବିଦ୍ୟାଙ୍କ ନାଁ ସହ ଜଡିତ ଅକ୍ଷୟ ଓ ଜ୍ଯୋତି ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ କିପରି ଜାଣିଛ ତାହା ମଧ୍ୟ ବିଦ୍ୟାଙ୍କୁ ପ୍ରଶ୍ନ କରା ଯାଇଛି । ବଲାଙ୍ଗୀର ବ୍ୟାଚଲର ପାର୍ଟିକୁ ନେଇ ବିଦ୍ୟାଙ୍କର ରାଏଆ କଣ ରହିଛି ତାହା ମଧ୍ୟ ପଚରା ଯାଇଛି ।

ବଲାଙ୍ଗୀର କଲେଜରେ ପାଠୁଥିବା ଅକ୍ଷୟ ଓ ଜ୍ଯୋତି ନାମକ ଦୁଇ ଯୁବକ କିଏ ତାହା ମଧ୍ୟ ପ୍ରଶ୍ନ ଉଠୁଛି । ବିଦ୍ୟା ସୋମ୍ୟଙ୍କ ସହ ବିବାହ କରିବା ପରେ କଣ ଅକ୍ଷୟ ଓ ଜ୍ଯୋତିଙ୍କ ସହ ସମ୍ପର୍କରେ ରହିଥିଲେ କି ନାହି ଓ ସୋମ୍ୟଙ୍କ ସହ ଦୁ-ର୍ଘ-ଟ-ଣା ଘଟିବା ଦିନ ସେ କେମିତି ପୋଡି ହୋଇଥିଲେ ତାହା ମଧ୍ୟ ବିଦ୍ୟାଙ୍କୁ ପ୍ରଶ୍ନ କରା ଯାଇଛି ।

ଏହି ଭଳି ଭାବେ ବିଦ୍ୟାଙ୍କୁ ସୋମ୍ୟଙ୍କ ମୃ-ତ୍ୟୁ ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ କରା ଯାଇଛି ଯାହାର କିଛି ଉତ୍ତର ବିଦ୍ୟା ଦେଇଛନ୍ତି ତ ଆଉ କିଛି ପ୍ରଶ୍ନ ପଚାରିବା ପରେ ଚୁପ ରହିଥିଲେ । ତେବେ ପ୍ରଶ୍ନ ଉଠୁଛି ବିଦ୍ୟା ପୋଲିସକୁ କଣ ସତ ଆଉ ଲୁଚାଉଛନ୍ତି । ଡ୍ରାଇଭର ଦିବାକରଙ୍କୁ ପଚାଉଚରା କରିବା ପରେ ଜଣା ପଡିବ ସେଦିନ ବିଦ୍ୟା ଓ ତାଙ୍କ ପରିବାର ମଧ୍ୟରେ କଣ ସବୁ ଘଟିଥିଲା ବୋଲି ସୂଚନା ମିଳିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *