‘ମନ କି ଆବାଜ ପ୍ରତିଜ୍ଞା’ ସିରିୟଲରେ ନଜର ଆସୁଥିବା ଅଭିନେତ୍ରୀ ଅସ୍ମିତା ଶର୍ମା ରିୟଲ ଲାଇଫରେ ଦେଖିବାକୁ ବହୁତ ହିଁ ଷ୍ଟାଇଲିସ

ମନ କି ଆବାଜ ପ୍ରତିଜ୍ଞା ସିରିୟଲ ଟିଭି ଇଣ୍ଡଷ୍ଟ୍ରିର ମୋସ୍ଟ ପପୁଲର ସିରିୟଲ ଅଟେ । ଯାହାର ସମସ୍ତ କିରଦାରକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ସେଥିପାଇଁ ଏହି ସିରିୟଲର ଦ୍ଵିତୀୟ ପାର୍ଟ ବି ଆସିଯାଇଛି । ସେହି ସମସ୍ତ କିରଦାର ମଧ୍ୟରୁ ଗୋଟିଏ କିରଦାର ହେଉଛି ଠାକୁରାଇନ ସୁମିତ୍ରା ସିଂହ ।

ଯିଏକି ଠାକୁର ସଜ୍ଜନ ସିଂହଙ୍କ ପତ୍ନୀଙ୍କ କିରଦାରକୁ ବହୁତ ସୁନ୍ଦରତାର ସହ କରି ଦର୍ଶକମାନଙ୍କର ପସନ୍ଦିତା କଳାକାର ହୋଇଯାଇଛନ୍ତି । ଏହି ସିରିୟଲରେ ସେ ଏକ ହିନ୍ଦୁ ପରିବାରର ସଂସ୍କାରୀ ବୋହୁ ରୂପରେ ନଜର ଆସୁଛନ୍ତି । ସିରିୟଲର ସେକନ୍ଡ ପାର୍ଟରେ ବି ସେ ଏହି ଲୁକରେ ସେ ନଜର ଆସୁଛନ୍ତି । କିନ୍ତୁ ସିରିୟଲରେ ଠାକୁରାଇନ ସୁମିତ୍ରା ସିଂହଙ୍କ କିରଦାରରେ ନଜର ଆସୁଥିବା ଏହି ଅଭିନେତ୍ରୀ ଜକଣ ରିୟଲ ଲାଇଫରେ ବି ଏହିଭଳି ଅନ୍ଦାଜରେ ନଜର ଆସନ୍ତି ନା ଅସଲ ଜୀବନରେ ତାଙ୍କର ଲୁକ ଓ ଅନ୍ଦାଜ ଅଲଗା ଅଟେ । ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଜବାବ ଦେବୁ ଓ ତାଙ୍କର ରିୟଲ ଲୁକ ବିଷୟରେ ବି କହିବୁ ।

ସିରିୟଲରେ ସୁମିତ୍ରା ସିଂହଙ୍କ କିରଦାରରେ ନଜର ଆସୁଥିବା ଅଭିନେତ୍ରୀଙ୍କ ଅସଲ ନାଁ ଅସ୍ମିତା ଶର୍ମା ଅଟେ । ଯାହାଙ୍କର ଜନ୍ମ ରାଜସ୍ଥାନର ଜୟପୁର ହୋଇଥିଲା । ସେଥିପାଇଁ ତାଙ୍କର ପୁରା ଶିକ୍ଷା ସେ ଏହି ସ୍ଥାନରୁ ଗ୍ରହଣ କରିଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ଥରେ ଜଣେ ଫିଲ୍ମ ଡାଇରେକ୍ଟର ନିଜର ଫିଲ୍ମର ଶୁଟିଙ୍ଗ ପାଇଁ ଜୟପୁର ଯାଇଥିଲେ । ସେହି ସମୟରେ ତାଙ୍କର ନଜର ଅସ୍ମିତା ଶର୍ମାଙ୍କ ଉପରେ ପଡିଲା । ଯାହାଙ୍କୁ ଫିଲ୍ମ ମେକର ନିଜ ଫିଲ୍ମରେ କାମ କରିବା ପାଇଁ ପ୍ରଥମ ଥର ପାଇଁ ଚାନ୍ସ ଦେଲେ ।

ସେହି ଫିଲ୍ମର ନାଁ ଥିଲା ‘ତୁ ମେରି ଚାନ୍ଦ କିରଣ’ । ଯାହାର ଅଫରକୁ ସ୍ଵୀକାର କରି ଅସ୍ମିତା ସିଂହ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମରେ ଅସ୍ମିତାଙ୍କ ଅଭିନୟର ବହୁତ ପ୍ରଶଂସା ମଧ୍ୟ ହେଲା । ଏହା ପରେ ସେ ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଲେ । ଫିଲ୍ମରେ କିଛି ସମୟ ପର୍ଯ୍ୟନ୍ତ କାମ କରିବା ପରେ ସେ ଟିଭି ଦୁନିଆକୁ ଅଗ୍ରସର ହୋଇଥିଲେ । ଯେଉଁଥିରେ ତାଙ୍କୁ ‘ମନ କି ଆବାଜ ପ୍ରତିଜ୍ଞା’ ସିରିୟଲରେ ସୁମିତ୍ରା ସିଂହଙ୍କ କିରାଦର କରିବା ପାଇଁ ଚାନ୍ସ ମିଳିଲା ।

ଏହା ପରେ ସେ ଏହି କିରଦାରକୁ ଏତେ ଭଲ ଭାବରେ ଅଭିନୟ କରିଲେ କି ଆଜି ସେ ଏହି କିରାଦର ଯୋଗୁ ଘରେ ଘରେ ପରିଚିତ ହୋଇଯାଇଛନ୍ତି । ସେଥିପାଇଁ ସିରିୟଲର ସେକନ୍ଡ ପାର୍ଟରେ ବି ଠାକୁରାଇନ ସୁମିତ୍ରା ସିଂହଙ୍କ କିରଦାରରେ ଅସ୍ମିତା ଶର୍ମା ନଜର ଆସୁଛନ୍ତି । କିନ୍ତୁ ଯଦି ତାଙ୍କର ରିୟଲ ଲାଇଫ ବିଷୟରେ କହିବା ତେବେ ରିୟଲ ଲାଇଫରେ ଅନସ୍କ୍ରିନ ଠାରୁ ବିଲକୁଲ ବିପରୀତ ବହୁତ ଷ୍ଟାଇଲିସ ନଜର ଆସନ୍ତି । ଯେମିତି କି ଆପଣ ଏହି ଫଟୋରେ ଦେଖୁଛନ୍ତି ।

ଯେଉଁଠି ସିରିୟଲରେ ସେ ଭାରତୀୟ ସଂସ୍କାରୀ ବୋହୁ ରୂପରେ ନଜର ଆସନ୍ତି ଅନ୍ୟ ପଟେ ରିୟଲ ଲାଇଫରେ ତାଙ୍କର ଡ୍ରେସିଙ୍ଗ ଠାରୁ ଆରମ୍ଭ କରି ତାଙ୍କର ହେୟାର ଷ୍ଟାଇଲ ପୂରାପୂରି ଭିନ୍ନ ଅଟେ ।  ସିରିୟଲରେ ମୁଣ୍ଡରେ ଟିକିଲି ମାରି ଓ ବହୁତ ଗହଣା ପିନ୍ଧିଥିବାର ନଜର ଆସୁଥିବା ଅସ୍ମିତା ଶର୍ମାଙ୍କୁ ରିୟଲ ଲାଇଫରେ ଦେଖି ଚିହ୍ନିବା ବହୁତ କଷ୍ଟକର ଅଟେ ।

Leave a Reply

Your email address will not be published. Required fields are marked *